Panchang Today 19th April 2024: 


COMMERCIAL BREAK
SCROLL TO CONTINUE READING

ଅଦ୍ୟ ଅପ୍ରେଲ ମାସ ୧୯ ତାରିଖ ୨୦୨୪ ମସିହା (ଶୁକ୍ରବାର)


ଶକାବ୍ଦ -୧୯୪୬ 
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- ଶୁକ୍ଳପକ୍ଷ
ତିଥି- ଏକାଦଶୀ ରାତ୍ରି ଘ୦୮/୦୫ ଗତେ ଦ୍ୱାଦଶୀ
ନକ୍ଷତ୍ର- ମଘା ଦିବା ଘ୧୦/୫୬ ଗତେ ପୁର୍ବା ଫାଲଗୁନୀ
ଚନ୍ଦ୍ର- ସିଂହ
ଯୋଗ- ବୃଦ୍ଧି
କରଣ - ବିଷ୍ଟି
ସୌରମାସ- ମେଷ ୦୬ ଦିନ


ସୁର୍ଯ୍ୟୋଦୟ-ପ୍ରାତଃ ଘ୦୫/୩୦/୦୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/୫୭


ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୮/୦୫  ଗତେ ନୈରୁତେ
ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର
ବିଛା ,ଧନୁ ଓ ମୀନ ରାଶି ର ଘାତବାର
ଅଦ୍ୟ ମୃତେ ରାତ୍ରି ଘ ୦୮/୦୪ ଗତେ ୧ ପାଦ ପୁଷ୍କରଦୋଷ


କାଳବେଳା ଓ ବାରବେଳା - ଦିବା ଘ୦୮/୩୭ ଗତେ ଘ୧୧/୪୫ ମଧ୍ୟେ


ବିଶୁଦ୍ଧ ଶୁଭ ବେଳା- ଦିବ  ଘ୦୬/୨୦  ମଧ୍ୟେ ଓ ଘ୦୭/୦୯  ଗତେ ଘ୦୮/୩୬ ମଧ୍ୟେ ଓ ଘ୧୨/୧୦ ଗତେ ଘ୦୨/୪୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି  ଘ ୦୯/୦୫ଗତେ ଘ୦୯/୫୨  ମଧ୍ୟେ


ଅଦ୍ୟ ଶିମ୍ବ ରାତ୍ରି ଘ୦୮/୦୫ ଗତେ ପୋଇ ଭକ୍ଷଣ ନିଷେଧ


ଜ୍ୟୋତିଷ ଡ: ବାୟୁନନ୍ଦନ ମିଶ୍ର


Also Read- Mangal Shukra Gochar 2024: ମଙ୍ଗଳ-ଶୁକ୍ର ଚଳନ ପ୍ରଭାବରୁ ୪ ରାଶି ହେବେ ଭାଗ୍ୟବାନ


Also Read- Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି