Shani Margi 2024: କୁମ୍ଭରେ ଶନି ଚଳନ, ୩ ରାଶିର ଭାଗ୍ୟରେ ପରିବର୍ତ୍ତନ

Shani Margi 2024: ନ୍ୟାୟର ଦେବତା ଶନିଦେବ ନଭେମ୍ବର ୧୫ ରୁ କୁମ୍ଭ ରାଶିରେ ରହିଛନ୍ତି । ଯାହାର ପ୍ରଭାବ କିଛି ରାଶି କ୍ଷେତ୍ରରେ ଦେଖିବାକୁ ମିଳୁଛି ।

1/4

କର୍କଟ ରାଶି

ଆପଣଙ୍କ ପାଇଁ ଏହି ସମୟ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ମାନସିକ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆପଣଙ୍କର ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଘରେ କାହା ସହିତ ଅନାବଶ୍ୟକ ଯୁକ୍ତି କରନ୍ତୁ ନାହିଁ । ଆପଣଙ୍କ ସମ୍ପର୍କରେ ମତଭେଦ ହୋଇପାରେ । ଘରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ ।

2/4

ମକର ରାଶି

ଆପଣଙ୍କ ପାଇଁ ଶନିଙ୍କ ପ୍ରତ୍ୟକ୍ଷ ଗତିବିଧି ଜୀବନରେ ଅସୁବିଧା ବଢାଇପାରେ । ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇପାରେ । ସମ୍ପର୍କ ବଞ୍ଚାଇବାକୁ ଆପଣ ପରସ୍ପରକୁ ବୁଝାମଣା କରିବା ଆବଶ୍ୟକ ।

3/4

ମୀନ ରାଶି

ଶନିଙ୍କ ପ୍ରତ୍ୟକ୍ଷ ଗତି ଆପଣଙ୍କ ପାଇଁ ସାଂଘାତିକ ହୋଇପାରେ । ଶନିଙ୍କ ଚଳନ ଆପଣଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଶନିଙ୍କ ଗତିବିଧି ଆପଣଙ୍କ ମନକୁ ଦ୍ୱନ୍ଦରେ ପକାଇପାରେ । କୌଣସି ଜିନିଷରେ ସଫଳତା ସହଜରେ ହାସଲ କରିହେବ ନାହିଁ । ପାରିବାରିକ ଜୀବନ ପ୍ରତି ଆପଣ ଧ୍ୟାନ ଦେବା ଆବଶ୍ୟକ ।

4/4

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link