ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର, ଫେବୃଆରୀରେ ମିଳିବ ଏହିସବୁ ସୁବିଧା...
ଆସନ୍ତା ଫେବୃଆରୀ ମାସ ପାଇଁ କୋରୋନା ଗାଇଡ଼ଲାଇନ ଜାରି କରିଛନ୍ତି ।
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ମାସ ପାଇଁ କୋରୋନା ଗାଇଡ଼ଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନରେ ଜାନୁୟାରୀ ମାସ ଗାଇଡ଼ ଲାଇନ ଭଳି ପ୍ରାୟତଃ ସମାନ ରହିଛି । ତେବେ କଣ ରହିଛି ସରକାରଙ୍କ ଫେବୃଆରୀ ମାସ ଗାଇଡଲାଇନରେ, ନଜର ପକାନ୍ତୁ...
ଫେବ୍ରୁଆରୀ ଗାଇଡଲାଇନ ଜାରି
ବିବାହରେ ୫ଶହ ଲୋକଙ୍କୁ ଅନୁମତି
ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ
ପ୍ରାଥମିକ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ହେବ SOP
ଫେବ୍ରୁଆରୀ ୧ରୁ ଅଙ୍ଗନବାଡି ଖୋଲିବା ନେଇ ନିଷ୍ପତ୍ତି
ନୂଆ ଗାଇଡଲାଇନ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଜାରି
ସର୍ବସାଧାରଣ ସ୍ଥାନରେ ମଦ୍ୟପାନ,ଗୁଟଖା ଓ ପାନ ଖାଇବା ମନା
ବାହାରେ ଛେପ ପକାଇଲେ ଭୋଗିବାକୁ ହେବ ଦଣ୍ଡ
ଯାତ୍ରା, ଖୋଲାମଞ୍ଚ ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଆବଶ୍ୟକ
SOP ଅନୁସାରେ ଖୋଲିପାରିବ ଥିଏଟର, ସିନେମା ହଲ୍
ଇଞ୍ଜିନିୟରିଂ କଲେଜ ଖୋଲିବାକୁ ବୈଷୟିକ ଶିକ୍ଷାବିଭାଗର ଅନୁମତି ଲୋଡ଼ା
ଇଣ୍ଡୋର ହଲରେ ୫୦ପ୍ରତିଶତ ସିଟ୍ ବୃଦ୍ଧି ପାଇଁ ଅନୁମତି
ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ