ଶୀତଳଷଷ୍ଠୀରେ ହଠାତ ଭଣ୍ଡାର ଘରେ ଉଭା ହେଲେ ସ୍ବର୍ଣ୍ଣର ନାଗ । ୧0୮ ଭରି ସୁନାର ନାଗ ଆବିର୍ଭାବ ଦେଖି ସମସ୍ତେ ଚକିତ।ବାବାଙ୍କ ଅପୂର୍ବ ଲୀଳା ଦେଖି ସମସ୍ତଙ୍କ ମନରେ ଭରିଆସିଥିବା ଭକ୍ତି ଭାବ  ଏଭଳି ଏକ ଅଲୌକିକ ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେପଟେ  ଏହି ଦୃଶ୍ୟକୁ ଯେଉଁମାନେ ଦର୍ଶନ କରିଛନ୍ତି ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି।ଏହା ହିଁ ଶୀତଳ ଷଷ୍ଠୀର ଯାତ୍ରାର ମୁଖ୍ୟ ଆକର୍ଷଣ ଅଟେ।


COMMERCIAL BREAK
SCROLL TO CONTINUE READING