Jail Warder Recruitment 2022: ରାଜ୍ୟର ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। Odisha Prisons Recruitment Board (OPRB) ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଜେଲ ବିଭାଗର ପାଞ୍ଚଟି ସର୍କଲରେ ୪୦୩ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ବାହାରିଛି। ଅକ୍ଟୋବର ୧୪ ତାରିଖରୁ ଏହାର ଅନଲାଇନ ଆବେଦନ ଆରମ୍ଭ ହୋଇଯାଇଛି। ନଭେମ୍ବର ୧୩ ତାରିଖରେ ଆବେଦନର ଶେଷ ତାରିଖ ରହିଛି। ତେବେ ଆସନ୍ତୁ ଜାଣିବା ଏହି ନିଯୁକ୍ତିର ଗାଇଡଲାଇନ ବିଷୟରେ ସମ୍ପୂର୍ଣ୍ଣ ସୂଚନା... 


COMMERCIAL BREAK
SCROLL TO CONTINUE READING

ପଦବୀ: 


ଜେଲ ୱାର୍ଡର


ଖାଲି ପଦବୀ ସଂଖ୍ୟା:


ବ୍ରହ୍ମପୁର ସର୍କଲ ଜେଲ- ୧୦୨
କଟକ ସର୍କଲ ଜେଲ- ୯୪
ସମ୍ବଲପୁର ସର୍କଲ ଜେଲ- ୮୨
ବାରିପଦା ସର୍କଲ ଜେଲ- ୬୫ 
କୋରାପୁଟ ସର୍କଲ ଜେଲ- ୬୦


ସଂରକ୍ଷଣ:


ଅନୁସୁଚିତ ଜାତି- ୭୦ (ଜଣେ ମହିଳା)
ଅନୁସୁତିତ ଜନଜାତି- ୫୦ (୬ ମହିଳା)
ସାମାଜିକ ପଛୁଆ- ୫ 


ଆବେଦନ ତାରିଖ:


ଆରମ୍ଭ- ୧୪ ଅକ୍ଟୋବର ୨୦୨୨
ଶେଷ- ୧୩ ନଭେମ୍ବର ୨୦୨୨ (ରାତି ୧୧ଟା ୫୯ ମିନିଟ୍)


ଯୋଗ୍ୟତା:


ଶିକ୍ଷା- ଯୁକ୍ତ ଦୁଇ, କମ୍ପ୍ୟୁଟର ଓ ବୈଷୟିକ ଜ୍ଞାନ ଆବଶ୍ୟକ


ବୟସ- ୧ ଜାନୁଆରୀ ୨୦୨୨ ସୁଦ୍ଧା ୧୮ ବର୍ଷରୁ କମ କିମ୍ବା ୨୫ ବର୍ଷରୁ ଊର୍ଦ୍ଧ୍ୱ ହୋଇନଥିବ। (ସଂରକ୍ଷଣ ବର୍ଗକୁ ରିହାତି ମିଳିବ)


ଦେୟ:


ଜେଲ ୱାର୍ଡର ପଦବୀ ପାଇଁ ଆବେଦନ କରିବାକୁ କୌଣସି ଦେୟ ଦେବାକୁ ପଡିବ ନାହିଁ।


ଦରମା:


ଗ୍ରୁପ-ସି ବର୍ଗରେ ନିୟୁକ୍ତି ମିଳିବ। ORSP Rules,2017 ଅନୁସାରେ ମାସିକ ଦରମା ୧୯୯୦୦ ଟଙ୍କାରୁ ୬୩୨୦୦ ଟଙ୍କା ମିଳିବ। 


ଆବେଦନ:


https://prisons.odisha.gov.in ରେ ଅନଲାଇନ ଆବେଦନ କରିପାରିବେ।


ପରୀକ୍ଷା:


ଲିଖିତ ପରୀକ୍ଷା- ୧୦୦ ମାର୍କର ଅବଜେକଟିଭ୍ ପେପର (CBRE ମୋଡ), ମାଇନସ ମାର୍କିଂ ୧:୪ 
ସ୍ୱାସ୍ଥ୍ୟ ପରୀକ୍ଷା- ଶୀରରର ଓଜନ, ଦୌଡ, ଲମ୍ବଡିଆଁ


ସହାୟତା:


ମୋବାଇଲ ନଂ- ୯୯୩୭୯୪୯୮୧୫ (ସୋମାବାରରୁ ଶନିବାର, ସକାଳ ୯ଟାରୁ ସନ୍ଧ୍ୟା ୬ଟା)
ଇମେଲ- recruitmentwarder2022@gmail.com


ବିଜ୍ଞାପନ:


ଏଠାରେ କ୍ଲିକ୍ କରନ୍ତୁ