NALCO Recruitment 2023: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ । ନ୍ୟାସନାଲ ଆଲୁମିନିୟମ୍ ଲିମିଟେଡ଼ରେ ଆଡଭାଇଜର ପଦବୀ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ।


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ


ଅନଲାଇନ ଆବେଦନ ତାରିଖ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।


ପଦବୀ 


ଆଡଭାଇଜର ପୋଷ୍ଟ


ଶିକ୍ଷାଗତ ଯୋଗ୍ୟତା


ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା/ ଗ୍ରାଜୁଏଟ୍ / ପୋଷ୍ଟ ଗ୍ରାଜୁଏଟ୍ /


ବୟସ ସୀମା


ସର୍ବନିମ୍ନ ବୟସ ୨୧ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୬୩ ବର୍ଷ ରଖାଯାଇଛି । କିନ୍ତୁ ଓବିସିଙ୍କ ପାଇଁ ୩ ବର୍ଷ, ST/SC/PWD/Ex- Servicemenଙ୍କ ପାଇଁ ୫ ବର୍ଷ , PWD+SC+STଙ୍କ ପାଇଁ ୧୫ ବର୍ଷ ବୟସ ସୀମା କୋହଳ କରାଯାଇଛି ।


ଦରମା


ସର୍ବନିମ୍ନ ମାସିକ ଦରମା ୬୦, ୦୦୦ଟଙ୍କା ରହିଥିବା ବେଳେ ସର୍ବାଧିକ ମାସିକ ଦରମା ୮୦,୦୦୦ ଟଙ୍କା ରହିଛି ।


ଜରୁରୀ ଡକ୍ୟୁମେଣ୍ଟ


ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର


ଜନ୍ମ ତାରିଖ ପ୍ରମାଣପତ୍ର


ଦୁଇଟି କଲର ପାସପୋର୍ଟ ସାଇଜ ଫଟୋ


ଜାତି ପ୍ରମାଣପତ୍ର


ଅଭିଜ୍ଞତା ପ୍ରମାଣପତ୍ର


ସ୍ଥାନ


ଭୁବନେଶ୍ବର


କେମିତି କରିବେ ଆବେଦନ


ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟ https://nalcoindia.com କୁ ଯାଇ ସେଠାରେ ସଠିକ୍ ବିବରଣୀ ଦେଇ ପଞ୍ଜୀକରଣ କରନ୍ତୁ । ଏହାପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ଼ କରି ସବମିଟ୍ ବଟନ ଉପରେ କ୍ଲିକ୍ କରନ୍ତୁ ।ଏହାର ଏକ ପ୍ରିଣ୍ଟ୍ ବାହାର କରି ଡକ୍ୟୁମେଣ୍ଟ ସହିତ ନିମ୍ନଲିଖିତ ଠିକଣାରେ ପଠାନ୍ତୁ ।


General Manager ( H&A ), Recruitment Cell, NALCO Bhawan, P/1, Nayapalli, Bhubaneswar, Pin – 751013


ଏଥିରେ ଆବେଦନ ପାଇଁ କୌଣସି ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ ।