OSSSC Recruitment 2022: ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC) ପକ୍ଷରୁ ବମ୍ପର ନିଯୁକ୍ତି ସୁଯୋଗ ଆସିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ୪,୦୭୦ ନର୍ସିଂ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ୩୦ଟି ଜିଲ୍ଲାର ୧୩ଟି ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ନିୟୋଜିତ ହେବେ। ଓଡିଶା ନର୍ସିଂ ସେବା (ନିଯୁକ୍ତିର ପଦ୍ଧତି ଏବଂ ସେବାର ସର୍ତ୍ତ) ନିୟମ ୨୦୧୯ ଏବଂ ଓଡିଶା ଗ୍ରୁପ୍ ସି ଏବଂ ଡି ପୋଷ୍ଟ (ଚୁକ୍ତିନାମା ନିଯୁକ୍ତି) ନିୟମ, ୨୦୧୩ ଅନୁଯାୟୀ ଏହି ନିଯୁକ୍ତି ଚାଲିଛି। 


COMMERCIAL BREAK
SCROLL TO CONTINUE READING

ପଦବୀ
-----------------
ନର୍ସିଂ ଅଫିସର: ୪,୦୭୦


ତାରିଖ
-----------------
ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ: ୧୪ ମଇ ୨୦୨୨
ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ଶେଷ: ୦୬ ଜୁନ୍ ୨୦୨୨


Also Read: ଆପଣଙ୍କୁ କୁବେର କରିବ Facebook! ଏହି ଫିଚର୍ ବ୍ୟବହାର କରି ମାସକୁ ରୋଜୋଗାର କରିପାରିବେ ୪ ଲକ୍ଷ ଟଙ୍କା


ବୟସ
-----------------
ସର୍ବନିମ୍ନ ବୟସ ସୀମା- ୨୧ ବର୍ଷ
ସର୍ବାଧିକ ବୟସ ସୀମା- ୩୮ ବର୍ଷ
SC/ST/SEBC/ମହିଳା ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମା ୫ ବର୍ଷ ପର୍ଯ୍ୟନ୍ତ କୋହଳ
ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଉପର ବୟସ ସୀମା ୧୦ ବର୍ଷ ପର୍ଯ୍ୟନ୍ତ କୋହଳ


ବେତନ ଏବଂ ପେ ମ୍ୟାଟ୍ରିକ୍ସ ସ୍ତର
-----------------------------
ପେ ସ୍କେଲ ୨୯୨୦୦- ୯୨୩୦୦ ଟଙ୍କା


ଶିକ୍ଷାଗତ ଯୋଗ୍ୟତା ଏବଂ ପରୀକ୍ଷା ସହିତ ଅନ୍ୟାନ୍ୟ ବିବରଣୀ ପାଇଁ, OSSSC ୱେବସାଇଟ୍ ଭିଜିଟ୍ କରନ୍ତୁ।