Plus Two Results 2022: ଜୁଲାଇ ୨୭ ତାରିଖ ବୁଧବାର ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ବାଣିଜ୍ୟ ପରୀକ୍ଷାଫଳ। ସନ୍ଧ୍ୟା ପାଞ୍ଚଟାରୁ ଅନଲାଇନ ଜରିଆରେ ପରୀକ୍ଷାଫଳ ଛାତ୍ରଛାତ୍ରୀଙ୍କ ଲାଗି ଉପଲବ୍ଧ ହୋଇଛି। ଚଳିତ ବର୍ଷ  ୨୩,୭୨୬ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୧, ୧୬୫ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବାଣିଜ୍ୟରେ ପାସ୍ ହାର ୮୯.୨୦ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ୭୬, ୬୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨,୧୦୬ ଜଣ ପାସ କରିଛନ୍ତି। ବିଜ୍ଞାନରେ ପାସ ହାର ୯୪.୧୨ ପ୍ରତିଶତ ରହିଛି।


COMMERCIAL BREAK
SCROLL TO CONTINUE READING

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ


  • ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସଂଖ୍ୟା: ୨୩,୭୨୬

  • ପାସ୍ କରିଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା: ୨୧, ୧୬୫

  • ପାସ୍ ହାର: ୮୯.୨୦ ପ୍ରତିଶତ

  • ପ୍ରଥମ ଶ୍ରେଣୀରେ ପାସ: ୧୦, ୮୬୩

  • ଦ୍ଵିତୀୟ ଶ୍ରେଣୀରେ ପାସ: ୫, ୦୫୩

  • ତୃତୀୟ ଶ୍ରେଣୀରେ ପାସ: ୫,୨୪୨

  • ୧୩୪ ସ୍କୁଲରେ ଶହେ ପ୍ରତିଶତ ଫଳ

  • ବୌଦ୍ଧ ଜିଲ୍ଲାରେ ସର୍ବାଧିକ ସଫଳତା

  • ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ

  • ରେଗୁଲାର ଛାତ୍ରଛାତ୍ରୀ: ୨୦, ୮୭୦

  • ଏକ୍ସ ରେଗୁଲାର ଛାତ୍ରଛାତ୍ରୀ: ୨୮୪


ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ  


  • ଚଳିତ ବର୍ଷ +୨ ବିଜ୍ଞାନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସଂଖ୍ୟା: ୭୬,୬୦୪

  • ପାସ କରିଛନ୍ତି: ୭୨,୧୦୬

  • ପୁରୁଷ ପାସ ହାର: ୯୩.୮୦ ପ୍ରତିଶତ

  • ମହିଳା ପାସ ହାର: ୯୪.୫୨ ପ୍ରତିଶତ

  • ପାସ ହାର: ୯୪.୧୨ ପ୍ରତିଶତ

  • ରେଗୁଲାର ପରୀକ୍ଷାର୍ଥୀ: ୭୦, ୯୧୮

  • ଏକ୍ସ ରେଗୁଲାର ପରିକ୍ଷାର୍ଥୀ: ୧୧୮୮

  • ପ୍ରଥମ ଶ୍ରେଣୀରେ ପାସ୍: ୫୦, ୧୫୭

  • ଦ୍ଵିତୀୟ ଶ୍ରେଣୀରେ ପାସ୍: ୧୪, ୯୩୨

  • ତୃତୀୟ ଶ୍ରେଣୀରେ ପାସ୍: ୬୯୧୦

  • ୯୦ ପ୍ରତିଶତ ଉପରେ ପାସ୍: ୧୧୨୪

  • ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ ହାର

  • ଫୁଲବାଣୀ ଜିଲ୍ଲାରେ ସର୍ବନିମ୍ନ ପାସ ହାର