Katrina Kaif Pregnant News: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ନେଇ ଏକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିବା ଆରମ୍ଭ କରିଛି । କ୍ୟାଟ୍ରିନା ୩ ବର୍ଷ ହେବ ବିବାହ କରିବା ପରେ ବର୍ତ୍ତମାନ ସେ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖୁଛୁ ଯେ, କ୍ୟାଟ୍ରିନା କୈଫ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି । ଗର୍ଭବତୀ ହେବାର ମିଥ୍ୟା ଖବର ଭାଇରାଲା ଏଥିପାଇଁ ହେଉଛି ଯେ, କ୍ୟାଟ୍ରିନାଙ୍କ ଏକ ଫଟୋ ଦେଖି ପ୍ରଶଂସକ ଅନୁମାନ କରୁଛନ୍ତି ଯେ, ହୁଏତ କ୍ୟାଟ୍ରିନା ଗର୍ଭବତୀ ଥାଇପାରନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ରିନା ଏକ ଲମ୍ବା କଳା ରଙ୍ଗର ଟ୍ରେଞ୍ଚ କୋଟ୍ ପିନ୍ଧିଛନ୍ତି । ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, କ୍ୟାଟ୍ରିନା କୈଫ ନିଜ ପେଟକୁ ଲୁଚାଇ ରଖୁଛନ୍ତି ହୁଏ ତ ସେ ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି ।


ଅଭିନେତା ବିକି କୌଶଲ ମଧ୍ୟ ଲଣ୍ଡନ ଗସ୍ତରେ ଅଛନ୍ତି । ଏହି ଖବର କ୍ୟାଟ୍ରିନାଙ୍କ ଗର୍ଭବତୀ ଥିବା ଖବରର ଚର୍ଚ୍ଚାକୁ ଆହୁରି ଅଧିକ ବଢାଇଛି । ତେବେ କ୍ୟାଟ୍ରିନା କିମ୍ୱା ବିକି ଏପର୍ଯ୍ୟନ୍ତ ଖବର ସମ୍ପର୍କରେ ମୁହଁ ଖୋଲି ନାହାନ୍ତି । ସୋସିଆଲ ମିଡିଆରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।


Also Read- Shukra Gochar 2024: ବୃଷ ରାଶିରେ ଶୁକ୍ରଙ୍କ ପ୍ରବେଶ, କର୍କଟ ସମେତ ୬ଟି ରାଶିକୁ ଧନ ଲାଭ


Also Read- VK Pandian: ରାଜନୀତିରୁ ସନ୍ନ୍ୟାସ ନେବେ ପାଣ୍ଡିଆନ୍‍ !