ଭିଡିଓ ପରେ ଇନଷ୍ଟା ଗର୍ଲ ତେଜୁଙ୍କ ୬ଟି ଫଟୋ ଭାଇରାଲ୍
ତେଜୁ କିଛି ଓଡ଼ିଆ ମ୍ୟୁଜିକ ଭିଡିଓରେ ଅଭିନୟ କରିଛନ୍ତି
1/6
)
ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ସହ ତେଜୁଙ୍କ ଫଟୋ ।
2/6
)
ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସହ ଇନଷ୍ଟା ଗର୍ଲ ତେଜୁ
3/6
)
ଫଟୋ ସୁଟ୍ କରିବାକୁ ତେଜୁ ଖୁବ ପସନ୍ଦ କରନ୍ତି
4/6
ଓଲିଉଡର ଅନେକ କଳାକାରଙ୍କ ସହ ତେଜୁଙ୍କ ସୁସମ୍ପର୍କ ରହିଛି
5/6
ତେଜୁଙ୍କୁ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ଅନେକ ବ୍ୟକ୍ତି ତୁଳନା କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳେ
6/6
ତେଜୁଙ୍କ ପୂରା ନାମ ହେଉଛି ତେଜସ୍ୱିନୀ ନାୟକ । ଅନେକ ଗଣମାଧ୍ୟମରେ ତେଜୁ ସାକ୍ଷାତକାର ଦେଇ ସାରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଏହି ଫଟୋ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ଦିଆଯାଇଛି । କାହାର ବ୍ୟକ୍ତିଗତ ସମ୍ମାନହାନୀ କରିବା ଆମର ଉଦ୍ଦେଶ୍ୟ ନୁହେଁ । କାହାର କିଛି ଆପତ୍ତି ଥିଲେ ସେଥିପାଇଁ ଜୀ ଓଡ଼ିଶା ନ୍ୟୁଜ୍ ଦାୟୀ ରହିବ ନାହିଁ ।