ଭାଇରାଲ୍ ହେଉଛି ନିଶା ମହାରଣାଙ୍କ କିଛି ଫଟୋ, କ୍ଲିକ୍ କରି ଦେଖନ୍ତୁ
ଯାତ୍ରା ଆରମ୍ଭ ପୂର୍ବରୁ ଦର୍ଶକଙ୍କ ସାମ୍ନାରେ ଜଲୱା ଦେଖାଉଥିବା ଆଇଟମ୍ ଗର୍ଲ ନିଶା ମହାରଣାଙ୍କର କିଛି ଫଟୋ ଭାଇରାଲ୍ ହେବାରେ ଲାଗିଛି ।
)
ଯାତ୍ରା ପେଣ୍ଡାଲରେ ନାଟକ ପରିବେଷଣ ପୂର୍ବରୁ ଅନେକ ଯାତ୍ରା ଅନୁଷ୍ଠାନରେ ଆଇଟମ ଗର୍ଲ ନିଶା ମହାରଣାଙ୍କୁ ଦେଖିବାକୁ ମିଳିଥାଏ ।
)
ନିଶା ଖୁବ ସରଳ ଏବଂ ସେ ଓଡ଼ିଆ ଘରର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ବୋଲି ପୂର୍ବରୁ ଗଣମାଧ୍ୟମରେ କହିଛନ୍ତି
)
କେବଳ ବୋଲ୍ଡ ଲୁକ୍ ନୁହେଁ ... ଅନେକ ସମୟରେ ସାଦାସିଧା ବେଶରେ ଫଟୋ ଉଠାଇବାକୁ ମଧ୍ୟ ପସନ୍ଦ କରନ୍ତି ନିଶା
କେବଳ ଯାତ୍ରାରେ ଅଭିନୟ କିମ୍ୱା ନୃତ୍ୟ ପରିବେଷଣ ନୁହେଁ ବରଂ ସମାଜସେବା କରିବାକୁ ମଧ୍ୟ ନିଶା ପସନ୍ଦ କରନ୍ତି
ବାଲେଶ୍ୱର ରେଳ ଦୁର୍ଘଟଣା ପରେ ନିଶା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସାହାଯ୍ୟ କରିଥିଲେ ।
ବାତ୍ୟା ହେଉ ଅବା ବନ୍ୟା ନିଶା ଅନେକ ସମୟରେ ବିପନ୍ନଙ୍କୁ ସାହାଯ୍ୟ କରିବାର ଖବର ସୋସିଆଲ ମିଡିଆ ମାଧ୍ୟମରେ ଦେଖିବାକୁ ମିଳିଥାଏ
ନିଜ ପସନ୍ଦର ନୂଆ କାର କିଣିବାକୁ ନିଶା ଖୁବ ଭଲ ପାଆନ୍ତି । ସେ ଏକାଧିକ କାର୍ ବ୍ୟବହାର କରନ୍ତି ।
ମହାପ୍ରଭୁ ଜଗନ୍ନାଥଙ୍କୁ ଖୁବ ଭଲ ପାଆନ୍ତି ନିଶା । ଫୁରସତ ମିଳିଲେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଯାଆନ୍ତି ଦର୍ଶନ ପାଇଁ
ପ୍ରତିଟି ପର୍ବକୁ ଉତ୍ସାହର ସହ ପାଳନ କରିଥାନ୍ତି ନିଶା ମହାରଣା ।
ଦୁର୍ଗା ପୂଜା ଅବସରରେ ନିଶା ଏପରି ଫଟୋସୁଟ୍ କରିଥିଲେ ।
ନିଜ ପ୍ରଫେସନକୁ ଭଲ ପାଆନ୍ତି ଏବଂ ବ୍ୟକ୍ତିଗତ ଜୀବନରେ ସାଧାରଣଭାବେ ରହିବା ନିଶାଙ୍କ ପସନ୍ଦ
ଅନେକ ସମୟରେ ଶାଢୀରେ ନଜର ଆସନ୍ତି ନିଶା
ନିଶା ନିକଟରେ ନୂଆ ପ୍ଲଟ୍ କିଣି ଘର ତିଆରି କରିଛନ୍ତି ।
ଘର ତିଆରି ପାଇଁ ପ୍ଲଟ୍ କିଣିବା ପରେ ନିଶା ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଭୂମି ପୂଜା କରୁଥିବା ଦେଖିବାକୁ ମିଳିଥିଲା
ଭୁବନେଶ୍ୱରରୁ ପାଖ ସ୍ଥାନକୁ ନୁହେଁ, ବରଂ ଜିଲ୍ଲା ବାହାରକୁ ଏବଂ ରାଜ୍ୟ ବାହାରକୁ କାର୍ଯ୍ୟକ୍ରମ ପାଇଁ ଯିବାକୁ ପସନ୍ଦ କରନ୍ତି ନିଶା ।
ଯେଉଁ ଯାତ୍ରା ଅନୁଷ୍ଠାନକୁ ନିଶା ମହାରଣା ଆସିବାର ଥାଏ ଏହି ଖବର ପ୍ରଚାରିତ ହେବା ପରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ ଲାଗେ ଟିକଟ କାଉଣ୍ଟରରେ
ନିଶା ମହାରଣାଙ୍କୁ ଯାତ୍ରା ପେଣ୍ଡାଲରେ ଦେଖିବା ପାଇଁ ଦର୍ଶକଙ୍କ ହାଉସଫୁଲ ଦେଖିବାକୁ ମିଳେ ଯାତ୍ରା ତମ୍ୱୁ ତଳେ
ଯାତ୍ରା ମଞ୍ଚରେ ଅଶ୍ଲିଳତା ନିଶାଙ୍କୁ ବିବାଦ ମଧ୍ୟକୁ ଟାଣି ଆଣିଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହା ଆଲୋଚନାର ବିଷୟ ପାଲଟିଥିଲା ।
ପ୍ରତିଟି କଥାରେ ରୋକଠୋକ ଭାବେ ନିଜର ମତ ଉପସ୍ଥାପନ କରିବାକୁ ଭଲ ପାଆନ୍ତି ନିଶା ମହାରଣା