NALCO Recruitment: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ ପକ୍ଷରୁ ବାହାରିଲା ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ
NALCO Recruitment: ନିଯୁକ୍ତି ସୁଯୋଗ ଖୋଜୁଥିବା ଆଶାୟୀ ଖୁସି ଖବର। ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ଲିମିଟେଡ ନାଲକୋ ପକ୍ଷରୁ ବାହରିଛି ନିଯୁକ୍ତ। ଏହି ସୁଯୋଗ ଗ୍ରାଜୁଏଟ ଇଞ୍ଜିନିୟର ଟ୍ରେନିଂ ଆଶାୟୀଙ୍କ ଲାଗି ଆସିଛି।
NALCO Recruitment: ନିଯୁକ୍ତି ସୁଯୋଗ ଖୋଜୁଥିବା ଆଶାୟୀ ଖୁସି ଖବର। ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ଲିମିଟେଡ ନାଲକୋ ପକ୍ଷରୁ ବାହରିଛି ନିଯୁକ୍ତ। ଏହି ସୁଯୋଗ ଗ୍ରାଜୁଏଟ ଇଞ୍ଜିନିୟର ଟ୍ରେନିଂ ଆଶାୟୀଙ୍କ ଲାଗି ଆସିଛି। ଆଶାୟୀ ପ୍ରାର୍ଥୀ ନାଲକୋ ୱେବସାଇଟ ଜରିଆରେ କମ୍ପାନୀ ପକ୍ଷରୁ ବାହାର କରାଯାଇଥିବା ନିଯୁକ୍ତି ଲାଗି ଆବେଦନ କରିପାରିବେ।
ନାଲକୋ ପକ୍ଷରୁ ମୋଟ ୧୮୯ ପଦବୀ ପାଇଁ ୮ ବିଭାଗର ବାହରିଛି ନିଯୁକ୍ତି। ସାଧାରଣ ବର୍ଗ, ପଛୁଆ ବର୍ଗ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଆଶାୟୀ ୫୦୦ ଟଙ୍କା ଫିସ୍ ଦେବାକୁ ହେବ। ଅନଲାଇନ ମାଧ୍ୟମରେ ଆବେଦନ କରିବାର ଅନ୍ତିମ ତାରିଖ ପର୍ଯ୍ୟନ୍ତ ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ। ଅନଲାଇନ ଆବେଦନର ଶେଷ ତାରିଖ ୧୧ ସେପ୍ଟମ୍ବର ୨୦୨୨।
ଅନଲାଇନ୍ ଆବେଦନ କରିବାର: https://mudira.nalcoindia.co.in/Account/LoginRecruitment.aspx
ନାଲକୋ ଔପଚାରିକ ୱେବସାଇଟ୍: https://nalcoindia.com/