Perfect Age For Marriage: ବିବାହ (Marriage) ଏକ ବଡ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ । ବିବାହ ସମସ୍ତଙ୍କ ପାଇଁ ଏକ ବିଶେଷ ମହତ୍ତ୍ୱ ରଖେ । ଏହା ସହିତ ବିବାହ ପରେ ସମସ୍ତଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସେ । ଏହା ବ୍ୟତୀତ ଅନେକ ଥର ଲୋକମାନେ ବେଳେବେଳେ ଶୀଘ୍ର ବିବାହ କରନ୍ତି । ଏହା ପରେ ସେମାନଙ୍କ ଜୀବନ ବେକାର ହୋଇଯାଏ । ଅନ୍ୟପକ୍ଷେ ଯଦି ଆପଣ ମଧ୍ୟ ବିବାହ କରିବାକୁ ଯାଉଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର (Astrology) ଅନୁଯାୟୀ ଦେଖନ୍ତୁ, କେଉଁ ବୟସରେ ଜଣେ ବିବାହ କରିବା ଆବଶ୍ୟକ ।


COMMERCIAL BREAK
SCROLL TO CONTINUE READING

ଜାଣନ୍ତୁ କେଉଁ ବୟସରେ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ...


ମେଷ (Aries)


ଏମାନଙ୍କ ପାଇଁ ୨୬ ବର୍ଷ ବୟସ ପରେ ବିବାହ କରିବା ଅଧିକ ଶୁଭ ହୋଇଥାଏ ।


ବୃଷ (Taurus)


ଏହି ଲୋକଙ୍କ ପାଇଁ ବିବାହର ସର୍ବୋତ୍ତମ ବୟସ ହେଉଛି ୩୦ ବର୍ଷ ।


ମିଥୁନ (Gemini)


ବିବାହ ପାଇଁ ସର୍ବୋତ୍ତମ ବୟସ ହେଉଛି ୩୦ ।


କର୍କଟ (Cancer)


ଏହି ଲୋକମାନେ ବିବାହ ପାଇଁ ୩୦ ବର୍ଷ ଯାଏ ଅପେକ୍ଷା କରିବା ଉଚିତ ।


ସିଂହ (Leo)


ଏମାନଙ୍କ ପାଇଁ ବିବାହର ସଠିକ୍ ବୟସ ୩୫ ବର୍ଷ ପରେ ରହିଥାଏ ।


କନ୍ୟା (Virgo)


ଏହି ରାଶି ପାଇଁ ସଠିକ୍ ବିବାହ ବୟସ ୨୫-୨୬ ବର୍ଷ ହୋଇଥାଏ ।


ତୁଳା (Libra)


ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବିବାହର ସଠିକ୍ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ରହିଥାଏ ।


ବିଛା (Scorpio)


ଏହି ରାଶିର ଲୋକଙ୍କ ପାଇଁ ବିବାହର ସଠିକ୍ ବୟସ ୩୦ ବର୍ଷ ପରେ ରହିଥାଏ ।


ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ସହ ମିଳିବ ୧୮ ମାସର ବକେୟା ରାଶି!


ଅଧିକ ପଢ଼ନ୍ତୁ:-ଭାରତକୁ ଅଣଦେଖା କରି କାହିଁକି ପାକିସ୍ତାନକୁ ଏତେ ବଡ଼ ସାହାଯ୍ୟ କରୁଛି ଆମେରିକା? କାରଣ କହିଲା ବାଇଡେନ ପ୍ରଶାସନ


ଅଧିକ ପଢ଼ନ୍ତୁ:-ଏହି ସବୁ ଅଭ୍ୟାସ ଯୋଗୁଁ ପୁରୁଷମାନେ ଶୀଘ୍ର ହୋଇଯାଆନ୍ତି ବୃଦ୍ଧ, କରନ୍ତୁନି ଏସବୁ କାମ ରହିବେ ଚିର ଯୌବନ!


 


ଧନୁ (Sagittarius)


ଏହି ରାଶିର ଲୋକଙ୍କ ପାଇଁ ବିବାହର ସଠିକ ବୟସ ୩୪ ବର୍ଷ ପରେ ହୋଇଥାଏ ।


ମକର (Capricorn)


ମକର ରାଶିର ଲୋକମାନେ ଯେକୌଣସି ବୟସରେ ବିବାହ କରିପାରିବେ ।


କୁମ୍ଭ (Aquarius)


ଆପଣ ଆପଣଙ୍କର ସ୍ୱାଧୀନତାକୁ ଦୁନିଆର ସବୁକିଛି ଅପେକ୍ଷା ଅଧିକ ଭଲ ପାଆନ୍ତି । ଯଦି ଆପଣ ସମାନ ମନୋଭାବ ଥିବା ସାଥୀ ଖୋଜୁଛନ୍ତି, ତେବେ ଆପଣ ଯେକୌଣସି ସମୟରେ ବିବାହ କରିପାରିବେ । ଆପଣଙ୍କର ସଠିକ୍ ବିହାହ ବୟସ ହେଉଛି ୩୦ ବର୍ଷ ।


ମୀନ (Pisces)


ଆପଣ ପରୀଙ୍କ କାହାଣୀରେ ବିଶ୍ୱାସ କରନ୍ତି । ପ୍ରେମରେ ପଡ଼ିବାକୁ ଚାହାଁନ୍ତି ଓ ୨୦ ବର୍ଷ ବୟସ ମଧ୍ୟରେ ମଧ୍ୟରେ ବିବାହ କରିବାର ଇଚ୍ଛା ରଖନ୍ତି । ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ, ଆପଣ ସଠିକ୍ ସାଥୀ ଖୋଜିବା ଉପରେ ଧ୍ୟାନ ଦିଅନ୍ତୁ, ନା କି ବିବାହ ବୟସ ଉପରେ ।