IND vs NZ 2nd ODI LIVE Updates: ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ, ୮ ୱିକେଟରେ ପରାସ୍ତ ହେଲା ନ୍ୟୁଜଲ୍ୟାଣ୍ଡ

Sat, 21 Jan 2023-6:30 pm,

IND vs NZ 2nd ODI LIVE Updates: କ୍ୟାପଟେନ ରୋହିତ ଶର୍ମା ଭାରତ ପାଇଁ ସର୍ବାଧିକ ୫୧ ରନ ସ୍କୋର ଖେଳିଥିଲେ । ଓ ଶୁବମାନ ଗିଲ ଅପରାଜିତ ୪୦ ରନ ସ୍କୋର କରିଥିଲେ । ଏହାପୂର୍ବରୁ ମହମ୍ମଦ ଶାମି ବୋଲିଂରେ ଭାରତ ପକ୍ଷରୁ ସର୍ବାଧିକ ତିନିଟି ୱିକେଟ୍ ନେଇଥିଲେ । ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଆଠ ୱିକେଟରେ ପରାସ୍ତ କରିଛି ।

India vs New Zealand 2nd ODI: ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଆଠ ୱିକେଟରେ ପରାସ୍ତ କରିଛି । ଏହା ସହିତ ରୋହିତ ଶର୍ମାଙ୍କ ଦଳ ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଅପରାଜିତ ୨-୦ ରେ ଅଗ୍ରଣୀ ହାସଲ କରିଛି । ଟସ୍ ହରାଇବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ମାତ୍ର ୧୦୮ ରନ୍ ସ୍କୋର କରିପାରିଥିଲେ । ଏହା ପରେ ଟିମ୍ ଇଣ୍ଡିଆ ମାତ୍ର ଦୁଇଟି ୱିକେଟ୍ ହରାଇ ଅତି ସହଜରେ ଟାର୍ଗେଟକୁ ହାସଲ କରିନେଇଛି । କ୍ୟାପଟେନ ରୋହିତ ଶର୍ମା ଭାରତ ପାଇଁ ସର୍ବାଧିକ ୫୧ ରନ ସ୍କୋର ଖେଳିଥିଲେ । ଓ ଶୁବମାନ ଗିଲ ଅପରାଜିତ ୪୦ ରନ ସ୍କୋର କରିଥିଲେ । ଏହାପୂର୍ବରୁ ମହମ୍ମଦ ଶାମି ବୋଲିଂରେ ଭାରତ ପକ୍ଷରୁ ସର୍ବାଧିକ ତିନିଟି ୱିକେଟ୍ ନେଇଥିଲେ ।

नवीनतम अद्यतन

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (111/2)

    ବ୍ୟାଟସମ୍ୟାନ:
    ଶୁବମନ ଗିଲ୍: 40
    ଈଶାନ କିସାନ: 8

    21 ତମ ଓଭର:
    ବୋଲର: ମିଚେଲ ସାଣ୍ଟନର୍ 

    ପ୍ରଥମ ବଲ : 4 (ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ, ୮ ୱିକେଟରେ ପରାସ୍ତ ହେଲା ନ୍ୟୁଜଲ୍ୟାଣ୍ଡ)

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (107/2)

    ବ୍ୟାଟସମ୍ୟାନ:
    ଶୁବମନ ଗିଲ୍: 36
    ଈଶାନ କିସାନ: 8

    20 ତମ ଓଭର:
    ବୋଲର: ମାଇକେଲ୍ ବ୍ରେକୱେଲ୍ 

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 4
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (102/2)

    ବ୍ୟାଟସମ୍ୟାନ:
    ଶୁବମନ ଗିଲ୍: 35
    ଈଶାନ କିସାନ: 4

    19 ତମ ଓଭର:
    ବୋଲର: ମିଚେଲ ସାଣ୍ଟନର୍ 

    ପ୍ରଥମ ବଲ : W ବିରାଟ କୋହଲି ଆଉଟ (11(9) [4s-2])
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 4
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (98/1)

    ବ୍ୟାଟସମ୍ୟାନ:
    ଶୁବମନ ଗିଲ୍: 35
    ବିରାଟ କୋହଲି: 11

    18 ତମ ଓଭର:
    ବୋଲର: ମାଇକେଲ୍ ବ୍ରେକୱେଲ୍

    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (90/1)

    ବ୍ୟାଟସମ୍ୟାନ:
    ଶୁବମନ ଗିଲ୍: 27
    ବିରାଟ କୋହଲି: 11

    17 ତମ ଓଭର:
    ବୋଲର: ହେନେରୀ ସିପଲି

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 0
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (79/1)

    ବ୍ୟାଟସମ୍ୟାନ:
    ଶୁବମନ ଗିଲ୍: 25
    ବିରାଟ କୋହଲି: 2

    16 ତମ ଓଭର:
    ବୋଲର: ମିଚେଲ ସାଣ୍ଟନର୍

    ପ୍ରଥମ ବଲ : 3
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (74/1)

    ବ୍ୟାଟସମ୍ୟାନ:
    ଶୁବମନ ଗିଲ୍: 20
    ବିରାଟ କୋହଲି: 1

    15 ତମ ଓଭର:
    ବୋଲର: ହେନେରୀ ସିପଲି

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : W (ରୋହିତ ଶର୍ମା ଆଉଟ LBW 51(50) [4s-7 6s-2])
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • ND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (72/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 51
    ଶୁବମନ ଗିଲ୍: 20

    14 ତମ ଓଭର:
    ବୋଲର: ବ୍ଲେୟାର ଟିକନର୍

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (71/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 50
    ଶୁବମନ ଗିଲ୍: 20

    13 ତମ ଓଭର:
    ବୋଲର: ମିଚେଲ ସାଣ୍ଟନର୍

    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1LB
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (64/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 44
    ଶୁବମନ ଗିଲ୍: 20

    ଦ୍ୱାଦଶ ଓଭର:
    ବୋଲର: ବ୍ଲେୟାର ଟିକନର୍

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 2

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (61/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 43
    ଶୁବମନ ଗିଲ୍: 18

    ଏକାଦଶ ଓଭର:
    ବୋଲର: ମିଚେଲ ସାଣ୍ଟନର୍

    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 4
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (52/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 38
    ଶୁବମନ ଗିଲ୍: 14

    ଦଶମ ଓଭର:
    ବୋଲର: ବ୍ଲେୟାର ଟିକନର୍

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 6
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 1

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (41/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 27
    ଶୁବମନ ଗିଲ୍: 14

    ନବମ ଓଭର:
    ବୋଲର: ଲକି ଫର୍ଗସନ୍

    ପ୍ରଥମ ବଲ : 3
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 0
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (33/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 22
    ଶୁବମନ ଗିଲ୍: 11

    ଅଷ୍ଟମ ଓଭର:
    ବୋଲର: ବ୍ଲେୟାର ଟିକନର୍

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 4
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (29/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 18
    ଶୁବମନ ଗିଲ୍: 11

    ସପ୍ତମ ଓଭର:
    ବୋଲର: ଲକି ଫର୍ଗସନ୍

    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (25/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 18
    ଶୁବମନ ଗିଲ୍: 6

    ଷଷ୍ଠ ଓଭର:
    ବୋଲର: ହେନେରୀ ସିପଲି

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (24/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 18
    ଶୁବମନ ଗିଲ୍: 6

    ପଞ୍ଚମ ଓଭର:
    ବୋଲର: ଲକି ଫର୍ଗସନ୍

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 6
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (18/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 12
    ଶୁବମନ ଗିଲ୍: 6

    ଚତୃର୍ଥ ଓଭର:
    ବୋଲର: ହେନେରୀ ସିପଲି

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 4
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 4
    ଷଷ୍ଠ ବଲ : 1

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (7/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 6
    ଶୁବମନ ଗିଲ୍: 1

    ତୃତୀୟ ଓଭର:
    ବୋଲର: ଲକି ଫର୍ଗସନ୍ 

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (5/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 5
    ଶୁବମନ ଗିଲ୍: 0

    ଦ୍ୱିତୀୟ ଓଭର:
    ବୋଲର: ହେନେରୀ ସିପଲି

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 4
    ଷଷ୍ଠ ବଲ : 0

  • IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (1/0)

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 1
    ଶୁବମନ ଗିଲ୍: 0

    ପ୍ରଥମ ଓଭର:
    ବୋଲର: ଲକି ଫର୍ଗସନ୍ 

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • India vs New Zealand 2nd ODI Live Updates: ରାୟପୁରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଦଳ (New Zealand Team) ମାତ୍ର ୧୦୮ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି । ଭ୍ରମଣକାରୀ ଦଳ ପାଇଁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୩୬ ରନ୍ ସ୍କୋର କରିଥିଲେ । ମାଇକେଲ ବ୍ରେସୱେଲ ୨୨ ଓ ମିଚେଲ ସାଣ୍ଟନର୍ ୨୭ ରନ୍ ସ୍କୋର କରିଥିଲେ । ଟିମ୍ ଇଣ୍ଡିଆ (Team India) ପାଇଁ ମହମ୍ମଦ ଶାମି ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଓ ୱାଶିଂଟନ୍ ସୁନ୍ଦରଙ୍କୁ ୨ଟି ଲେଖାଏଁ ସଫଳତା ମିଳିଛି । ଏଥିସହିତ ସିରାଜ, ଶାର୍ଦ୍ଦୁଲ ଓ କୁଲଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (108/10)

    ବ୍ୟାଟସମ୍ୟାନ
    ହେନେରୀ ସିପଲି: 1

    35 ତମ ଓଭର
    ବୋଲର: କୁଲଦୀପ ଯାଦବ

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : W ବ୍ଲେୟାର ଟିକନର୍- ଆଉଟ (2(7))

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (107/9)

    ବ୍ୟାଟସମ୍ୟାନ
    ହେନେରୀ ସିପଲି: 1
    ବ୍ଲେୟାର ଟିକନର୍ : 2

    34 ତମ ଓଭର
    ବୋଲର: ୱାଶିଂଟନ୍ ସୁନ୍ଦର
    ପ୍ରଥମ ବଲ : W (ଲକି ଫର୍ଗସନ୍ ଆଉଟ 1(9))
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 2

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (105/8)

    ବ୍ୟାଟସମ୍ୟାନ
    ହେନେରୀ ସିପଲି: 1
    ଲକି ଫର୍ଗସନ୍: 1

    33 ତମ ଓଭର
    ବୋଲର: କୁଲଦୀପ ଯାଦବ

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (103/8)

    ବ୍ୟାଟସମ୍ୟାନ
    ହେନେରୀ ସିପଲି: 0
    ଲକି ଫର୍ଗସନ୍: 0

    32 ତମ ଓଭର
    ବୋଲର: ୱାଶିଂଟନ୍ ସୁନ୍ଦର

    ପ୍ରଥମ ବଲ : W (ଗ୍ଲେନ୍ ଫିଲିପ୍ସ ଆଉଟ 36(52) [4s-5])
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (103/7)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 36
    ହେନେରୀ ସିପଲି: 0

    31 ତମ ଓଭର
    ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ : W (ମିଚେଲ ସାଣ୍ଟନର୍ ଆଉଟ 27(39) [4s-3])
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (103/6)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 36
    ମିଚେଲ ସାଣ୍ଟନର୍: 27

    30 ତମ ଓଭର
    ବୋଲର: ୱାଶିଂଟନ୍ ସୁନ୍ଦର

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 2
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (98/6)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 35
    ମିଚେଲ ସାଣ୍ଟନର୍: 23

    29 ତମ ଓଭର
    ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (95/6)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 34
    ମିଚେଲ ସାଣ୍ଟନର୍: 21

    28 ତମ ଓଭର
    ବୋଲର: କୁଲଦୀପ ଯାଦବ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 4
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 4
    ଷଷ୍ଠ ବଲ : 1

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (85/6)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 33
    ମିଚେଲ ସାଣ୍ଟନର୍: 12

    27 ତମ ଓଭର
    ବୋଲର: ଶାର୍ଦ୍ଧୁଲ ଠାକୁର

    ପ୍ରଥମ ବଲ : WD
    ଅତିରିକ୍ତ ବଲ :0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 4
    ଷଷ୍ଠ ବଲ : 1

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (78/6)

    ବ୍ୟାଟସମ୍ୟାନ୍
    ଗ୍ଲେନ୍ ଫିଲିପ୍ସ: 28
    ମିଚେଲ ସାଣ୍ଟନର୍: 11

    26 ତମ ଓଭର
    ବୋଲର:  କୁଲଦୀପ ଯାଦବ

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (73/6)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 26
    ମିଚେଲ ସାଣ୍ଟନର୍: 8

    25 ତମ ଓଭର
    ବୋଲର: ଶାର୍ଦ୍ଧୁଲ ଠାକୁର

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0 
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 4
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (68/6)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 22
    ମିଚେଲ ସାଣ୍ଟନର୍: 7

    24 ତମ ଓଭର
    ବୋଲର:  କୁଲଦୀପ ଯାଦବ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0 
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 1

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (67/6)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 22
    ମିଚେଲ ସାଣ୍ଟନର୍: 6

    23 ତମ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0 
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 2
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (64/6)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 19
    ମିଚେଲ ସାଣ୍ଟନର୍: 6

    21 ତମ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 0 
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (60/6)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 23
    ମିଚେଲ ସାଣ୍ଟନର୍: 2

    20 ତମ ଓଭର
    ବୋଲର: କୁଲଦୀପ ଯାଦବ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 0 
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

     

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (56/6)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 17
    ମିଚେଲ ସାଣ୍ଟନର୍: 0

    19 ତମ ଓଭର
    ବୋଲର: ମହମ୍ମଦ ସାମୀ

    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 0 (ମାଇକେଲ୍ ବ୍ରେକୱେଲ୍ ଆଉଟ୍: 22(30) [4s-4])
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (48/5)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 17
    ମାଇକେଲ୍ ବ୍ରେକୱେଲ୍: 14

    18 ତମ ଓଭର
    ବୋଲର: କୁଲଦୀପ ଯାଦବ

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (43/5)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 15
    ମାଇକେଲ୍ ବ୍ରେକୱେଲ୍: 11

    17 ତମ ଓଭର
    ବୋଲର: ମହମ୍ମଦ ସାମୀ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (38/5)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 15
    ମାଇକେଲ୍ ବ୍ରେକୱେଲ୍: 6

    16 ତମ ଓଭର
    ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ : 1LB
    ଦ୍ୱିତୀୟ ବଲ : 3
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 1

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (33/5)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 12
    ମାଇକେଲ୍ ବ୍ରେକୱେଲ୍: 5

    15 ତମ ଓଭର
    ବୋଲର: ଶାର୍ଦ୍ଧୁଲ ଠାକୁର

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 4

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (28/5)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 8
    ମାଇକେଲ୍ ବ୍ରେକୱେଲ୍: 4

    14 ତମ ଓଭର
    ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (28/5)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 8
    ମାଇକେଲ୍ ବ୍ରେକୱେଲ୍: 4

    13 ତମ ଓଭର
    ବୋଲର: ଶାର୍ଦ୍ଧୁଲ ଠାକୁର

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (15/5)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 8
    ମାଇକେଲ୍ ବ୍ରେକୱେଲ୍: 0

    ଦ୍ୱାଦଶ ଓଭର
    ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : WD
    ଅତିରିକ୍ତ ବଲ: 4
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (15/5)

    ବ୍ୟାଟସମ୍ୟାନ
    ଗ୍ଲେନ୍ ଫିଲିପ୍ସ: 0
    ମାଇକେଲ୍ ବ୍ରେକୱେଲ୍: 0

    ଏକାଦଶ ଓଭର
    ବୋଲର: ଶାର୍ଦ୍ଧୁଲ ଠାକୁର

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : W (ଟମ୍ ଲାଥମ୍: 1(17))
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (15/4)

    ବ୍ୟାଟସମ୍ୟାନ
    ଟମ୍ ଲାଥାମ୍: 1
    ଗ୍ଲେନ୍ ଫିଲିପ୍ସ: 0

    ଦଶମ ଓଭର
    ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : W (ଡିଭନ୍ କନୱେ: 7(16) [4s-1])
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (15/3)

    ବ୍ୟାଟସମ୍ୟାନ
    ଡିଭନ୍ କନୱେ: 7
    ଟମ୍ ଲାଥାମ୍: 1

    ନବମ ଓଭର
    ବୋଲର: ଶାର୍ଦ୍ଧୁଲ ଠାକୁର

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (10/3)

    ବ୍ୟାଟସମ୍ୟାନ
    ଡିଭନ୍ କନୱେ: 2
    ଟମ୍ ଲାଥାମ୍: 1

    ଅଷ୍ଟମ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (10/3)

    ବ୍ୟାଟସମ୍ୟାନ
    ଡିଭନ୍ କନୱେ: 2
    ଟମ୍ ଲାଥାମ୍: 1

    ସପ୍ତମ ଓଭର
    ବୋଲର: ମହମ୍ମଦ ସାମୀ

    ପ୍ରଥମ ବଲ : W (ମିଚେଲ- 1 (3)
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 1

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (9/2)

    ବ୍ୟାଟସମ୍ୟାନ
    ଡିଭନ୍ କନୱେ: 2
    ଡାରିଲ୍ ମିଚେଲ୍: 1

    ଷଷ୍ଠ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : W (ହେନେରୀ ନିକୋଲସ୍: 2(20)
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (8/1)

    ବ୍ୟାଟସମ୍ୟାନ
    ଡିଭନ୍ କନୱେ: 2
    ହେନେରୀ ନିକୋଲସ୍: 2

    ପଞ୍ଚମ ଓଭର
    ବୋଲର: ମହମ୍ମଦ ସାମୀ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : WD
    ଅତିରିକ୍ତ ବଲ: 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (6/1)

    ବ୍ୟାଟସମ୍ୟାନ
    ଡିଭନ୍ କନୱେ: 2
    ହେନେରୀ ନିକୋଲସ୍ : 1

    ଚତୃର୍ଥ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 1

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (5/1)

    ବ୍ୟାଟସମ୍ୟାନ
    ଡିଭନ୍ କନୱେ: 2
    ହେନେରୀ ନିକୋଲସ୍ : 0

    ତୃତୀୟ ଓଭର
    ବୋଲର: ମହମ୍ମଦ ସାମୀ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : WD 
    ଅତିରିକ୍ତ ବଲ:0
    ପଞ୍ଚମ ବଲ : 0
    ଷଷ୍ଠ ବଲ : WD
    ଅତିରିକ୍ତ ବଲ:0

  • IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (3/1)

    ବ୍ୟାଟସମ୍ୟାନ
    ଡିଭନ୍ କନୱେ: 2
    ହେନେରୀ ନିକୋଲସ୍ : 0

    ଦ୍ୱିତୀୟ ଓଭର
    ବୋଲର: ମହମ୍ମଦ ସିରାଜ *

    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : L1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (0/1)

    ବ୍ୟାଟସମ୍ୟାନ
    ଡିଭନ୍ କନୱେ: 0
    ଟମ୍ ଲାଥାମ୍ : 0

    ପ୍ରଥମ ଓଭର
    ବୋଲର: ମହମ୍ମଦ ସାମୀ

    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : W (ଫିନ ଆଲେନ୍ 0(5))
    ଷଷ୍ଠ ବଲ : 0

  • IND vs NZ Live Score: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆରମ୍ଭ ହୋଇଛି । ମହମ୍ମଦ ଶାମି ଭାରତ ପାଇଁ ବୋଲିଂ ଆରମ୍ଭ କରୁଛନ୍ତି । ତାଙ୍କ ସାମ୍ନାରେ ଡିଭନ୍ କନୱେ ଓ ଅନ୍ୟ ପଟେ ଅଧିନାୟକ ଟମ୍ ଲାଥାମ୍ ଅଛନ୍ତି ।

     

  • IND vs NZ Live Score: ନ୍ୟୁଜିଲ୍ୟାଣ୍ଡର ପ୍ଲେଇଂ ଇଲେଭେନ
    ଟମ୍ ଲାଥାମ୍ (ଅଧିନାୟକ), ଫିନ୍ ଆଲେନ୍, ଡିଭନ୍ କନୱେ, ହେନେରୀ ନିକୋଲସ୍, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର୍, ହେନେରୀ ସିପଲି, ଲକି ଫର୍ଗୁସନ୍, ବ୍ଲେୟାର ଟିକନର୍

  • IND vs NZ Live Score: ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ
    ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶର୍ଦ୍ଦଲ ଠାକୁର

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link