Mani Shankar Aiyar: ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ବୟାନବାଜି ଜାରି ରହିଛି। ଯେତେବେଳେ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ବିବୃତ୍ତି ନେଇ ବିବାଦ ବଢିଥିବା ବେଳେ ମଣି ଶଙ୍କର ଆୟାର ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସହ ଭାରତ କଥା ହେବା ଉଚିତ। ପାକିସ୍ତାନକୁ ସମ୍ମାନ ଦିଆଯିବା ଉଚିତ କାରଣ ଏହା ଏକ ସ୍ୱାଧୀନ ଦେଶ। ସେହି ଦେଶ ନିକଟରେ ପରମାଣୁ ବୋମା ମଧ୍ୟ ଅଛି ବୋଲି ଶ୍ରୀ ଆୟାର କହିଛନ୍ତି।


COMMERCIAL BREAK
SCROLL TO CONTINUE READING