Delhi MCD Election Results 2022: ଲଗାତର ବଦଳୁଛି ସ୍ଥିତି, ବିଜେପି-ଆପ୍ ମଧ୍ୟ କଡ଼ା ଟକ୍କର; କଂଗ୍ରେସ ସଫା

Tamal Bakchi/ତମାଲ ବାକଚି Wed, 07 Dec 2022-10:06 am,

MCD Election Results 2022: ଏଠାରେ କହି ରଖୁଛୁ ଯେ, ଦିଲ୍ଲୀରେ ମେୟରଙ୍କ ପ୍ରତ୍ୟକ୍ଷ ନିର୍ବାଚନ ହୁଏ ନାହିଁ । କେବଳ ବିଜେତା କାଉନସିଲରମାନେ ମେୟର ଚୟନ କରନ୍ତି । ଯେଉଁ ଦଳ ଏମସିଡି ନିର୍ବାଚନରେ ​​ଜିତିବ, ସେହି ଦଳର କାର୍ଯ୍ୟକାଳ ୫ ବର୍ଷ ହେବ । କିନ୍ତୁ ଜଣେ ବ୍ୟକ୍ତି ୫ ବର୍ଷ ମେୟର ରହିବେ, ତାହା ମଧ୍ୟ ହୁଏ ନାହିଁ । ପୂର୍ବରୁ ଦିଲ୍ଲୀରେ ୩ଟି ଏମସିଡି ଥିଲା, ଏବେ ଗୋଟିଏ ଅଛି ।

MCD Election Results Live Streaming: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡ ପାଇଁ ଭୋଟ୍ ଗଣନା ଚାଲିଛି । ଆମ୍ ଆଦମୀ ପାର୍ଟି (AAP) ପ୍ରାରମ୍ଭିକ ଆକଳନରେ ଆଗୁଆ ରହିଛି । ଦିଲ୍ଲୀର ୨୫୦ ମ୍ୟୁନିସିପାଲିଟି ୱାର୍ଡ ନିର୍ବାଚନରେ ରବିବାର ଅର୍ଥାତ ଡିସେମ୍ବର ୪ରେ ପ୍ରାୟ ୫୦.୪୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା । ବର୍ତ୍ତମାନ ସମୟରେ ଭାରତୀୟ ଜନତା ପାର୍ଟି (BJP) ଓ ଆମ୍ ଆଦମୀ ପାର୍ଟି (AAP) ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଉଭୟ ଦଳ ନିଜ ନିଜ ବିଜୟ ଦାବି କରୁଛନ୍ତି । ସେପଟେ କଂଗ୍ରେସ (Congress) ପ୍ରାୟ ସଫା ହୋଇଯାଇଛି ।

नवीनतम अद्यतन

    ZEE ODISHA TRENDING STORIES

    By continuing to use the site, you agree to the use of cookies. You can find out more by Tapping this link