Sanjeevani yojana: ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ମାଗଣା ଚିକିତ୍ସା, ସରକାର କଲେ ବଡ଼ ଘୋଷଣା...

Sanjeevani yojana: ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ(Arvind Kejriwal) ଏକ ବଡ଼ ଘୋଷଣା କରିଛନ୍ତି। ଆମ୍ ଆଦମୀ ପାର୍ଟି(AAP)ର ସୁପ୍ରିମୋ ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ସଞ୍ଜୀବନୀ ଯୋଜନା ଆରମ୍ଭ କରିଛନ୍ତି।

ପ୍ରିୟମ୍ବଦା ରଣା Dec 18, 2024, 14:21 PM IST
1/6

Sanjeevani yojana: ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ(Arvind Kejriwal) ଏକ ବଡ଼ ଘୋଷଣା କରିଛନ୍ତି। ଆମ୍ ଆଦମୀ ପାର୍ଟି(AAP)ର ସୁପ୍ରିମୋ ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ସଞ୍ଜୀବନୀ ଯୋଜନା ଆରମ୍ଭ କରିଛନ୍ତି। 

2/6

ଯାହା ଅଧୀନରେ ଏହି ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା କରାଯିବ। ଏଥିପାଇଁ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପଞ୍ଜିକରଣ ପାଇଁ କାହାକୁ ସେଣ୍ଟର ଯିବା ଆବଶ୍ୟକ ନାହିଁ, ଆମ ଲୋକମାନେ ଆପଣଙ୍କ ଘରକୁ ଆସି ଆପଣଙ୍କୁ କାର୍ଡ ଦେବେ, ଆପଣଙ୍କୁ କେବଳ ଏହାକୁ ସୁରକ୍ଷିତ ରଖିବାକୁ ପଡିବ।  

दिल्ली के बुजुर्गों ने मुझे हमेशा अपना बेटा माना है। आज मैं अपना फ़र्ज़ निभाने जा रहा हूं। AAP के जीतने पर संजीवनी योजना द्वारा दिल्ली में सभी 60 वर्ष से अधिक उम्र के नागरिकों का मुफ़्त इलाज होगा। चाहे अस्पताल सरकारी हो या प्राइवेट, इलाज का खर्चा जो भी हो, अब बुजुर्गों का पूरा… https://t.co/IwibRyLVHr

— Arvind Kejriwal (@ArvindKejriwal) December 18, 2024

3/6

ସଞ୍ଜୀବନୀ ଯୋଜନା କ’ଣ? ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲ ଅନେକ ବଡ଼ ଘୋଷଣା କରିଛନ୍ତି। ପ୍ରଥମେ ସେ ମହିଳାମାନଙ୍କୁ ଏକ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ। ବର୍ତ୍ତମାନ ସେ ଦିଲ୍ଲୀର ବୃଦ୍ଧ-ବୃଦ୍ଧାମାନଙ୍କୁ ଏକ ବଡ଼ ଉପହାର ଦେଇ ସଞ୍ଜୀବନୀ ଯୋଜନା ଆରମ୍ଭ କରିଛନ୍ତି। 

4/6

ଏହି ଯୋଜନା ଘୋଷଣା କରି କେଜ୍ରିୱାଲ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ୬୦ ବର୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଚିକିତ୍ସା ଦିଆଯିବ।

5/6

ଏହି ଯୋଜନା ଘୋଷଣା କରି କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ବୃଦ୍ଧା-ବୃଦ୍ଧାମାନେ ମୋତେ ସବୁବେଳେ ନିଜ ପୁଅ ବୋଲି ଭାବିଆସିଛନ୍ତି।

6/6

 ଆଜି ମୁଁ ମୋର କର୍ତ୍ତବ୍ୟ ପାଳନ କରିବାକୁ ଯାଉଛି ଏହି ଯୋଜନା ଅଧୀନରେ ୬୦ ବର୍ଷରୁ ଅଧିକ ନାଗରିକମାନେ ମାଗଣା ଚିକିତ୍ସା ପାଇବେ। ଡାକ୍ତରଖାନା ସରକାରୀ ହେଉ କିମ୍ବା ବେସରକାରୀ, ଚିକିତ୍ସା ଖର୍ଚ୍ଚ ଯାହା ହେଉ, ବର୍ତ୍ତମାନ ବୃଦ୍ଧମାନଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ମୋର ଦାୟିତ୍ୱ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link