ବିବାଦୀୟ କାର୍ଯ୍ୟକ୍ରମ ପ୍ରସାରଣ ମାମଲା: ଜୋରିମାନା ଗଣିବ ଜାକିର ନାଏକ
ଭାରତରୁ ପଳାୟନ କରିଥିବା ବିବାଦୀୟ ଇସଲାମିକ ଧର୍ମଗୁରୁ ଜାକିର ନାଏକକୁ ତିନି ଲକ୍ଷ ପାଉଣ୍ଡର ଜୋରିମାନ ଦେବାକୁ ନିର୍ଦ୍ଦେଶ ମିଳିଛି |