ନୂଆଦିଲ୍ଲୀ: ଦିଲ୍ଲୀ ସରକାର ପ୍ରଗତି ମୈଦାନ ମେଟ୍ରୋ ଷ୍ଟେସନର  ନାମ  ବଦଳାଇ ସୁପ୍ରିମ କୋର୍ଟ ମେଟ୍ରୋ ଷ୍ଟେସନ କରିବାକୁ ନିଷ୍ପତି ନେଇଛନ୍ତି ।  ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆ ଏହାକୁ ଆଜି ଘୋଷଣା କରିଛନ୍ତି  । 



COMMERCIAL BREAK
SCROLL TO CONTINUE READING

ଏହା ସହ  ମୁକାରବା ଚୌକ ଓ ଫ୍ଲାଇଓଭରର ନାମ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା କ୍ୟାପଟେନ ବିକ୍ରମ ବତ୍ରାଙ୍କ ନାମ ଅନୁସାରେ ରଖାଯିବ  । ଏବଂ ବଦରପୁର - ମେହରୋୖଲି ରୋଡର  ନାମ ବଦଳାଇ ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞା ମାର୍ଗ କରାଯିବ ବୋଲି  ସିସୋଦିଆ କହିଛନ୍ତି  ।