୨୫୦ରୁ ଅଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ
ଆଜି ହାଟପଦା ମାଥିଲି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ମାଓ ସମର୍ଥକ
ମାଲକାନଗିରି: ଲାଲଗଡ଼ରେ ଲାଲବାହିନୀର ହାତ ଛାଡିଲେ ୨୫୦ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳରେ । ଆଜି ହାଟପଦା ମାଥିଲି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ମାଓ ସମର୍ଥକ । ଆଉ ପୁଲିସ୍ ସେମାନଙ୍କୁ ମାଗଣାରେ କମ୍ବଳ ଓ ଡ୍ରେସ ବଣ୍ଟନ କରିଛନ୍ତି ।