Asthma: ଆସ୍ଥମା ରୋଗୀମାନେ ପ୍ରତିଦିନ ଖାଆନ୍ତୁ ଏହି ସବୁ ଫଳ, ବ୍ୟବହାର କରିବାକୁ ପଡିବନି Inhaler!

Asthma: ସାଧାରଣତଃ ଆସ୍ଥମା ରୋଗୀମାନଙ୍କ ଠାରେ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟାରେ ସମସ୍ୟା ଦେଖାଦେଇଥାଏ ।ଏହାସହ ଅଧିକ ବାଟ ଚାଲିଲେ ଏମାନେ ହାଲିଆ ମଧ୍ୟ ହୋଇପଡିଥାନ୍ତି । ପ୍ରଦୂଷଣ ଯୋଗୁଁ ମଧ୍ୟ ଏହି ସମସ୍ୟା ଆହୁରି ଜଟିଳ ହୁଏ ।

Fri, 27 Jan 2023-1:39 pm,
1/5

ଆସ୍ଥମା ରୋଗୀଙ୍କ ପାଇଁ ପାଚିଲା ଅମୃତଭଣ୍ତା ଅତ୍ୟନ୍ତ ଲାଭଦାୟକ। ଏହା ଖାଇବା ଦ୍ବାରା, ଉଭୟ ପେଟ ଏବଂ ଫୁସଫୁସ ସୁସ୍ଥ ରହିଥାଏ । ତେଣୁ, ଯଦି ଆପଣ ଆସ୍ଥମା ରୋଗୀ,ତେବେ ଆପଣ ପ୍ରତିଦିନ ପାଚିଲା ଅମୃତଭଣ୍ତା ଖାଇଲେ ଆପଣଙ୍କ ଆସ୍ଥମା ରୋଗ ଭଲ ହୋଇପାରିବ। 

 

2/5

ଭିଟାମିନ୍ ସିରେ ଭରପୂର ହେଉଛି ପିଜୁଳୀ । ଏହା ଆସ୍ଥମା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ। ଯଦି ଆପଣ ପ୍ରତିଦିନ ପାଚିଲା ପିଜୁଳୀ ଖାଆନ୍ତି, ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଫୁସଫୁସକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯାହା ଦ୍ବାରା ଆପଣ ସହଜରେ ନିଶ୍ବାସ ପ୍ରଶ୍ବାସ ନେବାରେ କୌଣସି ସମସ୍ୟା ଦେଖାଦେଇ ନଥାଏ । 

3/5

ଆସ୍ଥମା  ରୋଗୀଙ୍କ ପାଇଁ କମଳା ଏକ ଭଲ ଫଳ । ଏହାର କାରଣ ହେଉଛି ଏଥିରେ ଭିଟାମିନ୍ ସି ଭରପୂର ପରିମାଣରେ ରହିଛି । 

 

4/5

ଯଦି ଆପଣଙ୍କ ଠାରେ ଆସ୍ଥମା ରୋଗର ଲକ୍ଷଣ ଆରମ୍ଭ ହୋଇଥାଏ । ତେବେ ଆପଣ ପ୍ରତିଦିନ ନିଜ ଡାଏଟରେ ଆପଲ୍ ବା ସେଓ ସାମିଲ କରନ୍ତୁ । ଏହା ଫୁସଫୁସର ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

5/5

ଯଦି ଆପଣ ଆସ୍ଥମା ରୋଗୀ ତେବେ ଷ୍ଟ୍ରବେରୀ ଆପଣଙ୍କ ପାଇଁ ବେଶ ଲାଭଦାୟକ । ଏହାର କାରଣ ଏହା ଭିଟାମିନ୍ ସି ର ଉତ୍ସ, ଯାହା ଫୁସଫୁସର ପ୍ରଦାହକୁ ହ୍ରାସ କରି ଫୁସଫୁସକୁ ସୁରକ୍ଷା ଦେଇଥାଏ।

 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link