Astro Tips: ଶୋଇବା ସମୟରେ ରାତିରେ ତକିଆ ତଳେ ରଖନ୍ତୁ ଏହି ସବୁ ଜିନିଷ, ଚମକିବ ଭଗ୍ୟ, ହୋଇଯିବେ ମାଲାମାଲ!

Astro Tips for good sleep: ଆପଣଙ୍କୁ ଯଦି ରାତିରେ ଠିକ୍ ଭାବରେ ନିଦ ହେଉନି । ଶୋଇବା ପରେ ନିଦ ବାରମ୍ବାର ଭାଙ୍ଗୁଛି । ଏଥିପାଇଁ ଆଜି ଆମେ କିଛି ଆପଣଙ୍କୁ ଟିପ୍ସ ଦେବୁ । ଯାହାକୁ ଆପଣ ନିଜ ତକିଆ ତଳେ ରଖିବା ଦ୍ବାରା ଭଲ ନିଦ ହେବ ।

Sun, 29 Jan 2023-2:20 pm,
1/5

ବାସ୍ତୁଶାସ୍ତ୍ରଙ୍କ ଅନୁଯାୟୀ, ଶୋଇବା ସମୟରେ ଗୀତା କିମ୍ବା ସୁନ୍ଦରକଣ୍ଡକୁ ତକିଆ ତଳେ ରଖିବା ଉଚିଚ୍ । ଏହା ମନକୁ ଶାନ୍ତ କରିଥାଏ ଏବଂ ଭଲ ନିଦ ଦେଇଥାଏ । ଏହା କରିବା ଦ୍ୱାରା, ଆପଣଙ୍କ ରାଶିରେ  ବୃହସ୍ପତି ମଧ୍ୟ ଶକ୍ତିଶାଳୀ ହୁଅନ୍ତି । ଯାହା ଦ୍ବାରା ଆପଣ ଯଶ ଓ ଖ୍ୟାତି ମଧ୍ୟ ଅର୍ଜନ କରନ୍ତି । 

2/5

ବାସ୍ତୁଶାସ୍ତ୍ରଙ୍କ ଅନୁଯାୟୀ,ଯଦି ଶୋଇବାରେ ସମସ୍ୟା ବହୁତ ବଢୁଛି । ତେବେ ମୂଳାର ସାହାର୍ଯ୍ୟ ମଧ୍ୟ ନେଇପାରିବେ । ଏଥିପାଇଁ, ରାତିରେ ଶୋଇବା ସମୟରେ, ତକିଆ ତଳେ ମୂଳା ରଖନ୍ତୁ ଏବଂ ସକାଳେ ଗାଧୋଇବା ପରେ ସେହି ମୂଳା ଶିବଲିଙ୍ଗ ଉପରେ ଚଢାନ୍ତୁ । ଏହା କରିବା ଦ୍ୱାରା ରାହୁ ଦୋଷ କଟିବା ସହ ଅନିଦ୍ରା ସମସ୍ୟା ଦୂର ହୋଇଯିବ ।

 

3/5

ଯଦି ଆପଣ ଶୋଇବା ସମୟରେ ସମସ୍ୟା ଦେଖା ଦେଉଛି । ତେବେ,ରାତିରେ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ଶୁଅନ୍ତୁ, ତା’ପରେ ସେହି ଜଳକୁ ସକାଳେ ଏକ ହାଣ୍ଡିରେ ରଖନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକିବା ସବ ଶକ୍ତିଶାଳୀ ହେବେ। କ୍ୟାରିୟରରେ ଅଗ୍ରଗତି ହେବା ସହ ଅନିଦ୍ରା ସମସ୍ୟା ମଧ୍ୟ ଦୂର ହେବ ।

4/5

ମଙ୍ଗଳବାର ରାତିରେ ,କଞ୍ଚା ମୁଗକୁ ଏକ ସବୁଜ କପଡ଼ାରେ ବାନ୍ଧି ତକିଆ ତଳେ ରଖ ଏବଂ ପରେ ସେହି ମୁଗକୁ ପରଦିନ  କୌଣସି ଏକ କନ୍ୟା କି ଦୁର୍ଗା ମାଆଙ୍କୁ ଅର୍ପଣ କରନ୍ତୁ ।  ଏହା କରିବା ଦ୍ବାରା ବୁଧ ଗ୍ରହ ରାଶିଫଳରେ ଶକ୍ତିଶାଳୀ ହେବ । ସେହି ସମୟରେ ବ୍ୟବସାୟ କ୍ଷେତ୍ରରେ ଆପଣ ଆଗକୁ ଯିବେ । ଏବଂ ଆର୍ଥିକ ସମସ୍ୟା ଦୂର ହେବ । 

 

5/5

ଯଦି ଆପଣ ରାତିରେ ଶୋଇବା ସମୟେ କୌଣସି ଖରାପ ସ୍ବପ୍ନ ଦେଖୁଛନ୍ତି । ଆଉ ନିଦ ଭାଙ୍ଗି ଯାଉଛି । ତେବେ, ଆପଣ ଶୋଇବା ପୂର୍ବରୁ ତକିଆ ତଳେ ଏକ ଲୁହା କଣ୍ଟା, ଲୁହା ଚାବି କିମ୍ବା ଛୁରୀ ରଖନ୍ତୁ । ଏହା କରିବା ଦ୍ୱାରା ନକାରାତ୍ମକତା ଦୂର ହୋଇଥାଏ । ଏହା ସହିତ ଶନି, ରାହୁ ଏବଂ କେଟୁ ମଧ୍ୟ ଶାନ୍ତ ରହିଥାନ୍ତି । 

 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ ।  ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ।) 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link