Bharatiya Desi Jugaad: ପାଣି ଗରମ କରିବା ଠାରୁ ଆରମ୍ଭ କରି କ୍ରିକେଟ୍ ଖେଳିବା ପର୍ଯ୍ୟନ୍ତ, ବିଭିନ୍ନ କାମର ଏପରି ଯୋଗାଡ କରିଥାନ୍ତି ଭାରତୀୟ
Desi Jugaad News: ଆପଣ ସୋସିଆଲ ମିଡିଆ ମାଧ୍ୟମରେ ଏପରି ଅନେକ ଫଟୋ ଦେଖିବାକୁ ପାଇଥିବେ, ଯାହା ଦେଶରେ ବ୍ୟବହୃତ ହେଉଥିବା ଦେଶୀ ଯୋଗାଡ ସହ ଜଡ଼ିତ ରହିଥାଏ। ଏବେ ଆମେ ଆପଣଙ୍କୁ ଦେଶରର କିଛି ଅନନ୍ୟ ଯୋଗାଡ ଫଟୋ ସହ ପରିଚିତ କରାଇବୁ। ଯାହା ଦେଖିବାକୁ ବେଶ ମଜାଦାର।
1/10
![](https://hindi.cdn.zeenews.com/hindi/sites/default/files/2023/02/08/1584797-desi-jugad-1.jpg?im=FitAndFill=(1200,900))
୧: ଗରମ ପାଣି ପାଇବା ପାଇଁ ଏହା ହେଉଛି ସ୍ୱଦେଶୀ କୌଶଳ
2/10
![](https://hindi.cdn.zeenews.com/hindi/sites/default/files/2023/02/08/1584795-desi-jugad-2.jpg?im=FitAndFill=(1200,900))
୨: ଟ୍ରାକ୍ଟର ନୁହେଁ ବାଇକ୍ ସହାୟତାରେ ଚାଷ ଜମିରେ ହେଉଛି ହଳ
3/10
![](https://hindi.cdn.zeenews.com/hindi/sites/default/files/2023/02/08/1584794-desi-jugad-3.jpg?im=FitAndFill=(1200,900))
୩: ଗରମରେ ବୋହିବ ନାହିଁ ଝାଳ, ଦେଶୀ ବାଲୋକନି ପ୍ରସ୍ତୁତ
4/10
୪: କୁକୁରକୁ ସାଇକେଲରେ ବସିବା ପାଇଁ ଆଶ୍ଚର୍ଯ୍ୟଜନକ କୌଶଳ
5/10
୫: ଶୀତ ପରେ ଗ୍ରୀଷ୍ମ ପାଇଁ ପ୍ରସ୍ତୁତ
6/10
୬: ଖଟିଆ ଯୋଡ଼ି ପ୍ରସ୍ତୁତ ହୋଇଛି ସ୍ୱଦେଶୀ ସୁଇମିଂ ପୁଲ୍
7/10
୭: ଯଦି ମାସ୍କ ନ ମିଳେ, ତାହେଲେ ପତ୍ର ହେଉଛି ଠିକ୍
8/10
୮: କାର ଛାତରେ ରଖିଦେଲେ ପାଇପ୍
9/10
୯: ମଇଁଷିକୁ ୱିକେଟ୍ କରି କ୍ରିକେଟ ଖେଳିବା ପାଇଁ ମଜାଳିଆ କୌଶଳ
10/10
୧୦: ସ୍କୁଟରରେ ପ୍ରଚାର କରିବାର ନୂଆ ଉପାୟ