Bharatiya Desi Jugaad: ଯୋଗାଡ ମାମାଲାରେ ଭାରତ କାହିଁକି ୧ ନମ୍ବର? ଦେଖନ୍ତୁ କିଛି ଭାଇରାଲ୍ ଫଟୋ

Desi Jugaad: ଆପଣ ସୋସିଆଲ ମିଡିଆ ମାଧ୍ୟମରେ ଏପରି ଅନେକ ଫଟୋ ଦେଖିବାକୁ ପାଇଥିବେ, ଯାହା ଦେଶରେ ବ୍ୟବହୃତ ହେଉଥିବା ଦେଶୀ ଯୋଗାଡ ସହ ଜଡ଼ିତ ରହିଥାଏ। ଏବେ ଆମେ ଆପଣଙ୍କୁ ଦେଶରର କିଛି ଅନନ୍ୟ ଯୋଗାଡ ଫଟୋ ସହ ପରିଚିତ କରାଇବୁ। ଯାହା ଦେଖିବାକୁ ବେଶ ମଜାଦାର।

Thu, 09 Feb 2023-10:25 pm,
1/10

୧. ଡବା ବ୍ୟବବାର କରିଥିବା ନିର୍ମିତ ହୋଇଥିବା ସୁଇଚ୍ ବୋର୍ଡ

2/10

୨. ଗାଡିରେ ସେଲ୍ୟୁନ, ଘରେ ଲଗାଯାଇଛି ଆଶ୍ଚର୍ଯ୍ୟଜନକ ତାଲା

3/10

୩. ଖରାପ ସୋଫାରେ ଚେୟାରର ଆଧୁନିକ ଯୋଗାଡ଼

4/10

୪. ଦୁଇଟି ଚକିଆ ଯାନରେ ଚାରି ଚକିଆ ଯାନର ମଜା

5/10

୫. ଯଦି ଲାପଟପ୍ ହୁଏ ଗରମ, ତାହେଲେ ଲ୍ୟାପଟପ୍ ଥଣ୍ଡା କରିବାର କୌଶଳ 

6/10

୬. ଖରାଦିନେ ଦୁଇଟି ଘରକୁ ଥଣ୍ଡା ପବନ ଦେଉଥିବା ଗୋଟିଏ କୁଲର୍

7/10

୭. ନିଆଁ ଜାଳିବା ପାଇଁ ଅଦ୍ଭୂତ ବ୍ୟବସ୍ଥା 

8/10

୮. ସମୁଦ୍ର କୂଳରେ ବେସିନ ତିଆରି କରିବା ଅଦ୍ଭୂତ କୌଶଳ 

9/10

୯. ୱାଶିଂ ମେସିନ୍ ମଧ୍ୟରେ ପାଣି ଢାଳିବାର ବ୍ୟବସ୍ଥା ଏବଂ ଗଦି ରହିଥିବା ସାଇକେଲ 

10/10

୧୦. ପାଣି ବାହାର କରିବାର ନୂତନ ପଦ୍ଧତି

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link