Cauliflower Side Effects: ଫୁଲକୋବି ଖାଉଥିଲେ ସାବଧାନ୍! ଅଜାଣତରେ ହୋଇଥାଏ ଏହି ଘାତକ ରୋଗ

Cauliflower Side Effects: ଫୁଲକୋବି (Cauliflower) ଏକ ଏମିତି ପରିବା, ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ପିଲାଠୁ ବୁଢା ସଭିଏଁଙ୍କ ପସନ୍ଦ ଏହି ପରିବା । ଏ-ଥିରୁ ତିଆରି ହେଉଥିବା ତରକାରୀ, ଭଜା, ପକୋଡା ଏବଂ ଅନେକ ପ୍ରକାର ରେସିପିଜକୁ ଲୋକମାନେ ଆଙ୍ଗୁଳି ଚାଟି ଖାଆନ୍ତି ।

Apr 14, 2023, 18:30 PM IST
1/5

ଫୁଲକୋବି ଦେଖିବାକୁ ଯେତିକି ସୁନ୍ଦର ଲାଗିଥାଏ ଖାଇବାକୁ ସେତିକି ଟେଷ୍ଟୀ ଏବଂ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭକାରୀ ମଧ୍ୟ ହୋଇଥାଏ । ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ମହଜୁଦ ରହିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ । କିନ୍ତୁ ଏ-ସବୁ ବାଦ୍‌ ଏମିତି କଣ କାରଣ ରହିଛି ଯେ ଯାହାକୁ ଅଧିକ ସେବନ କଲେ ଏହା ସ୍ୱାସ୍ଥ୍ୟକୁ ଖରାପ କରିପାରେ ।

 

2/5

ଫୁଲକୋବିରେ (Cauliflower) ରେଫିନୋଜ୍‌ ନାମକ ତତ୍ତ୍ୱ ମିଳିଥାଏ । ଏହା ଏକପ୍ରକାରର କାର୍ବୋହାଇଡ୍ରେଟ ଭଳି ଆମ ଶରୀରକୁ ନ୍ୟାଚୁରାଲ ତରିକାରେ ବ୍ରେକ କରିବାକୁ ଦିଏନାହିଁ ଏବଂ ଛୋଟ ଅନ୍ତ ଜରିଆରେ ବଡ ଅନ୍ତନଳୀକୁ ପହଁଚିଯାଇଥାଏ । ଯେଉଁ କାରଣରୁ ପେଟରେ ଗ୍ୟାସ(Gas) ସମସ୍ୟା ସୃଷ୍ଟି ହୋଇଥାଏ ।

 

3/5

ଯେଉଁ ଲୋକ ଥାଇରଏଡ ସମସ୍ୟାକୁ (Thyroid disease) ସାମ୍ନା କରନ୍ତି ସେମାନଙ୍କ ପାଇଁ ଫୁଲକୋବି ସେବନ ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ । କାହିଁକିନା ଏହା କାରଣରୁ ଟି-୩ ଏବଂ ଟି-୪ ହର୍ମୋନ୍‌ ସିକ୍ରିସନ୍‌ ବଢ଼ିବାକୁ ଲାଗିଥାଏ । ଯାହା ସେହି ରୋଗୀଙ୍କ ପାଇଁ ବିଲକୁଲ ମଧ୍ୟ ଭଲ ହୋଇନଥାଏ ।

4/5

ଫୁଲକୋବିକୁ ପୋଟାସିୟମର ରିଚ୍‌ ସୋର୍ସ ବୋଲି ଧରାଯାଏ । ଏଥିପାଇଁ ଯେଉଁ ଲୋକ ଏହାକୁ ଖାଆନ୍ତି ତାଙ୍କ ରକ୍ତ ଧିରେ ଧିରେ ଗାଢ଼ ହେବାକୁ ଲାଗିଥାଏ । 

5/5

ଯେଉଁ ଲୋକଙ୍କୁ ହାର୍ଟ ଆଟାକ(Heart attack) ହୋଇସାରିଛି ସେମାନଙ୍କ ମଧ୍ୟରୁ ଅନେକ ଲୋକ ରକ୍ତକୁ ପତଳା କରିବା ପାଇଁ ମେଡିସିନ୍‌ ଖାଇଥାନ୍ତି । ଏମିତିରେ ସେମାନଙ୍କ ପାଇଁ ଫୁଲକୋବିର ସେବନ ବହୁତ ବିପଦପୂର୍ଣ୍ଣ ସାଜିପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link