Deepika Padukone: OSCARS 2023ରେ ଦୀପିକାଙ୍କ କିଲର ଲୁକ୍, ବାକ୍ଲ ଗାଉନରେ ଦେଖାଇଲେ ଗ୍ଲାମରସ୍ ଅନ୍ଦାଜ୍

Deepika padukone: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍(Deepika padukone) । ପୁଣିଥରେ ବିଶ୍ବ ମଞ୍ଚମଞ୍ଚରେ ଭାରତକୁ ଗର୍ବିତ କରିଛନ୍ତି । ୯୫ ତମ ଏକାଡେମୀ ପୁରସ୍କାରରେ ଅଭିନେତ୍ରୀ ଦୀପିକା ପାଦୁକୋନ ଉପସ୍ଥାପିକା ଭାବେ ନଜର ଆସିଥିଲେ। ସୋମବାର ସକାଳେ ଦୀପିକା ଓସ୍କାର ୨୦୨୩ (OSCARS 2023) ଲୁକ୍ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଦୀପିକା ପ୍ରଥମ ଥର ପାଇଁ ଓସ୍କାରର ଉପସ୍ଥାପିକା ଦାୟିତ୍ବ ତୁଲାଇଛନ୍ତି । ଏହି ଫଟୋ ସେୟାର କରି ଦୀପିକା ପାଦୁକୋନ ଲେଖିଛନ୍ତି -ଓସ୍କାର ୯୫ (OSCARS 2023)।

Mon, 13 Mar 2023-2:34 pm,
1/5

 ଓସ୍କାର ୨୦୨୩ ଆଓ୍ବାର୍ଡ ସୋ’ରେ(OSCARS 2023) ଦୀପିକା ପିନ୍ଧିଥିବା  ଲୁଇ ଭ୍ୟୁଟନ୍ ଗାଉନ୍ ସମସ୍ତଙ୍କ ଦୃଷ୍ଚି ଆକର୍ଷଣ କରିଥିଲା।  ଏହାକୁ ନିକୋଲାସ୍ ଗେସ୍କୁଏର ତିଆରି କରିଥିଲେ।  ହୋଷ୍ଚି ସମୟରେ ଦୀପିକାଙ୍କ ସହ ସାଲିନି ନଥାନି ଉପସ୍ଥିତ ଥିଲେ ।  

 

2/5

ଏହି ଅପ ସୋଲଡର ଗାଉନ୍ ସହ ଏକ ସୁନ୍ଦର ହାର ମଧ୍ୟ ପିନ୍ଧିଥିଲେ। ଯେଉଁଥିରେ ସେ ବହୁତ୍ ସୁନ୍ଦର ଦେଖାଯାଉଥିଲେ।  

 

3/5

ଦୀପିକା ‘ଆରଆରଆର’(RRR Movie) ର ‘ନାଟୁ ନାଟୁ’ ଗୀତକୁ  ଓସ୍କାର ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରିଥିଲେ।  ଦୀପିକା ପାଦୁକୋନଙ୍କ ବ୍ୟତୀତ ଏହି  ମଞ୍ଚରେ ହଲିଉଡର ବହୁ ତାରକା ମଧ୍ୟ ଉପସ୍ଥିତ ଥିଲେ। ଦୀପିକାଙ୍କ ବ୍ୟତୀତ ଏସଏସ ରାଜମୌଲି ଏବଂ ଭାରତର ଆରଆରଆର ଷ୍ଟାରକାଷ୍ଟ ମଧ୍ୟ ୯୫ ତମ ଏକାଡେମୀ ପୁରସ୍କାରରେ ସାମିଲ ହୋଇଥିଲେ। 

 

4/5

ଦୀପିକା ଓସ୍କାର ମଞ୍ଚରେ ‘ନାଟୁ ନାଟୁ’ ଗୀତ ବିଷୟରେ  କହିବା କ୍ଷଣି ଏକାଧିର ଥର ତାଳି ବାଜିବା ସହ ଉପସ୍ଥିତ ଅତିଥି ଚିଅର ଅଫ କରିଥିଲେ। ବଲିଉଡ ମସ୍ତାନୀ ଗାର୍ଲ ‘ନାଟୁ ନାଟୁ’  ବିଷୟରେ ଘୋଷଣା କରିବା ପୂର୍ବରୁ ହିଁ ଅଭିନେତା ଆଓ୍ବାର୍ଡ ନେବା ପାଇଁ ଉତ୍ସାହିତ ହୋଇ ପୋଜ୍ ହେଇଥିବା ନଜର ଆସିଥିଲେ । ୯୫ ତମ ଓସ୍କାର ସୋରେ ନାଟୁନାଟୁ ଗୀତକୁ ଗର୍ବର ସହ ପରିଚିତ୍ କରାଇ ଚମକି ଥିଲେ। 

5/5

‘ଆରଆରଆର’ ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିଛି। ଶ୍ରେଷ୍ଠ ଅରିଜିନାଲ୍‌ ଗୀତ ପାଇଁ ଓସ୍କାର ମିଳିଛି। ସେହିପରି ୯୫ତମ ଓସ୍କାରରେ ଭାରତୀୟ ଡକ୍ୟୁମେଣ୍ଟାରୀ 'ଦ ଏଲିଫ୍ୟାଣ୍ଟ ହୁଇସ୍‌ପରର୍ସ' ଓସ୍କାର ଜିତିଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link