SIM Transfer Process: କେତେ ଦିନ ବନ୍ଦ ରହିବା ପରେ ଆପଣଙ୍କ ନମ୍ବର ଅନ୍ୟ ଜଣଙ୍କୁ ଦେଇଥାଏ କମ୍ପାନୀ?

SIM Transfer Rules: ଯେତେବେଳେ କୌଣସି ଏକ ସିମ୍ କାର୍ଡ ଦୀର୍ଘ ସମୟ ଧରି ବ୍ୟବହୃତ ହୁଏ ନାହିଁ, ସେତେବେଳେ ଟେଲିକମ୍ କମ୍ପାନୀ ସେହି ନମ୍ବର ଅନ୍ୟ ଜଣେ ଗ୍ରାହକଙ୍କୁ ଦେଇ ଦେଇଥାନ୍ତି। ହେଲେ କ`ଣ ଆପଣ ଜାଣିଛନ୍ତି କେତେ ଦିନ ମଧ୍ୟରେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥାଏ?

Tue, 29 Aug 2023-6:29 pm,
1/5

ଟେଲିକମ୍ କମ୍ପାନୀ କୌଣସି ନମ୍ବର ସ୍ଥାନାନ୍ତର କରିବା ପୂର୍ବରୁ ଅନେକ ପ୍ରକ୍ରିୟା କାର୍ଯ୍ୟକାରୀ କରିଥାଏ। ସର୍ବପ୍ରଥମେ ଯେତେବେଳେ ଆପଣ ୬୦ ଦିନ ପାଇଁ ଆପଣଙ୍କର ଫୋନ୍ ରିଚାର୍ଜ କରନ୍ତି ନାହିଁ, ସେତେବେଳେ ଆପଣଙ୍କ ସିମ୍ କାର୍ଡ ନିଷ୍କ୍ରିୟ ହୋଇଯାଏ।

2/5

ଯଦି ଆପଣ ତଥାପି ସିମ୍ ବ୍ୟବହାର କରୁନାହାଁନ୍ତି, ତାହେଲେ ଟେଲିକମ କମ୍ପାନୀ ଅନେକ ଚେତାବନୀ ଦେବା ସିମ୍ କାର୍ଡ ସମାପ୍ତି କରିବା ପ୍ରକ୍ରିୟା ଆଡ଼କୁ ଗତି କରେ।

3/5

ଯଦି ଆପଣ ତଥାପି ସିମ୍ ବ୍ୟବହାର କରୁନାହାଁନ୍ତି, ତାହେଲେ ଟେଲିକମ କମ୍ପାନୀ ଅନେକ ଚେତାବନୀ ଦେବା ସିମ୍ କାର୍ଡ ସମାପ୍ତି କରିବା ପ୍ରକ୍ରିୟା ଆଡ଼କୁ ଗତି କରେ।

4/5

କିଛି ମାସ ଅପେକ୍ଷା କରିବା ପରେ ସିମ୍ ନମ୍ବର ଅନ୍ୟ କାହାକୁ ସ୍ଥାନାନ୍ତରିତ ହୋଇଥାଏ। ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବା ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିଥାଏ।

5/5

କୁହାଯାଏ ଯେ ଯେ କୌଣସି ବ୍ୟକ୍ତିଙ୍କ ସିମ୍ କାର୍ଡ ଅନ୍ୟ କାହାକୁ ସ୍ଥାନାନ୍ତର ହେବା ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିଥାଏ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link