Vande Bharat: ବନ୍ଦେ ଭାରତ ଟ୍ରେନ ନିର୍ମାଣରେ ହୋଇଥାଏ କେତେ ଟଙ୍କା ଖର୍ଚ୍ଚ? ଜାଣନ୍ତୁ

Vande Bharat Making Cost: ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମୀ ହାଇସ୍ପୀଡ଼ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ଏବେ ଦେଶର କୋଣ ଅନୁକୋଣରେ ସେବା ଯୋଗାଉଛି। ବନ୍ଦେ ଭାରତ ଏକ୍ସପ୍ରେସ ମୂଲ୍ୟ କେତେ ହୋଇଥାଏ? ଏହାର ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ?

Dec 23, 2023, 01:24 AM IST
1/5

ବନ୍ଦେ ଭାରତ ଏକ୍ସପ୍ରେସ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ କରାଯାଇ ସାରିଛି। ନିକଟରେ କିଛି ପରିବର୍ତ୍ତିତ ବନ୍ଦେ ଭାରତ ଟ୍ରେନ୍ ପହଞ୍ଚିଛି। ଯାହାର ୧୬ କୋଚ୍ ରହିଛି। 

2/5

୧୬ କୋଚ ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍ ତିଆରି ପାଇଁ ମୂଲ୍ୟ ହେଉଛି ୧୧୫ କୋଟି ଟଙ୍କା। ଅର୍ଥାତ୍ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ପାଇଁ ୧୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। 

3/5

କୁହାଯାଉଛି ଯେ ବନ୍ଦେ ଭାରତ ଟ୍ରେନ ଉତ୍ପାଦନ ବୃଦ୍ଧି ପାଇବ ସେତେବେଳେ ଏହାର ମୂଲ୍ୟ ଆହୁରି ହ୍ରାସ ହୋଇପାରେ।

4/5

ଏନେଇ ହୋଇଥିବା ଆକଳନ ଅନୁସାରେ ଖୁବ୍ ଶୀଘ୍ର ୫୦ ରୁ ଅଧିକ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବାକୁ ଯାଉଛି। ଯାହା ପରେ ଏହାର ମୂଲ୍ୟ ଆହୁରି ହ୍ରାସ ହୋଇପାରେ।

 

5/5

ଏହା ପୂର୍ବରୁ ବନ୍ଦେ ଭାରତ ଟ୍ରେନ ନିର୍ମାଣ ପାଇଁ ୧୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏପରିକି କିଛି ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ପାଇଁ ୧୧୦ କୋଟିରୁ ୧୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link