Railway Station In India: ଦେଶର ସବୁଠାରୁ ବଡ ରେଳ ଷ୍ଟେସନ, ଦେଖନ୍ତୁ ଫଟୋ

India Railway: ଦେଶରେ ପ୍ରାୟ ୭୦୮୩ ରେଳ ଷ୍ଟେସନ ରହିଛି। ହେଲେ ଏହା ମଧ୍ୟରୁ ଏପରି କିଛି ରେଳ ଷ୍ଟେସନ ଯାହା ଆକାରରେ ଅନ୍ୟ ଷ୍ଟେସନ ଅପେକ୍ଷା ବହୁତ ବଡ଼। ଜାଣନ୍ତୁ ଦେଶର ସବୁଠାରୁ ବଡ ରେଳ ଷ୍ଟେସନ ସମ୍ପର୍କରେ ଜାଣନ୍ତୁ।

Thu, 09 Feb 2023-9:10 pm,
1/10

ଅହମ୍ମଦାବାଦ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୨। 

2/10

ଆହ୍ଲାବାଦ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୦। 

3/10

ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୭। 

4/10

ଛତ୍ରପତି ଶିବାଜୀ ଟର୍ମିନସ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୮।

5/10

ହାୱଡ଼ା ଜଙ୍କସନ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୨୩।

6/10

କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୦।

7/10

ଖଡ଼ଗପୁର ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୨।

8/10

ନୂଆଦିଲ୍ଲୀ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୬।

9/10

ପାଟନା ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା-୧୦।

10/10

ସିଆଲଦା ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା-୨୧

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link