Indian Bank Notes: ଭାରତୀୟ ନୋଟ ଉପରେ ମୁଦ୍ରିତ ଐତିହାସିକ ସ୍ମାରକୀ ଏବଂ ଘଟଣା ବିଷୟରେ ଜାଣନ୍ତୁ
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବ୍ୟାଙ୍କ ନୋଟ ଉପରେ ଅନେକ ଐତିହାସିକ ସ୍ମାରକୀ ଏବଂ ଘଟଣା ମୁଦ୍ରିତ ହୋଇଛି। କ`ଣ ଆପଣ ଏହି ଐତିହାସିକ ସ୍ମାରକୀ ଏବଂ ଘଟଣା ସମ୍ପର୍କରେ ଜାଣିଛନ୍ତି। ଯଦି ଜାଣିନାହାଁନ୍ତି ତାହେଲେ ଜାଣନ୍ତୁ।
![](https://hindi.cdn.zeenews.com/hindi/sites/default/files/2023/06/17/1884011-10-rupee-note.jpg?im=FitAndFill=(1200,900))
୨୦ ଟଙ୍କିଆ ନୋଟ ଉପରେ ଯେଉଁ ସ୍ତମ୍ଭ ଫଟୋ ରହିଛି ତାହା ମହାରାଷ୍ଟ୍ରର ଏଲୋରା ଗୁମ୍ଫାରେ ଅବସ୍ଥିତ କୈଳାଶ ମନ୍ଦିରରୁ ନିଆଯାଇଛି।
![](https://hindi.cdn.zeenews.com/hindi/sites/default/files/2023/06/17/1884010-20-rupee-note.jpg?im=FitAndFill=(1200,900))
୨୦ ଟଙ୍କିଆ ନୋଟ ଉପରେ ଯେଉଁ ସ୍ତମ୍ଭ ଫଟୋ ରହିଛି ତାହା ମହାରାଷ୍ଟ୍ରର ଏଲୋରା ଗୁମ୍ଫାରେ ଅବସ୍ଥିତ କୈଳାଶ ମନ୍ଦିରରୁ ନିଆଯାଇଛି।
![](https://hindi.cdn.zeenews.com/hindi/sites/default/files/2023/06/17/1884009-50-rupee-note.jpg?im=FitAndFill=(1200,900))
୫୦ ଟଙ୍କିଆ ନୋଟ ଉପରେ ଯେଉଁ ରଥ ଫଟୋ ରହିଛି ତାହା କର୍ଣ୍ଣାଟକର ହାମ୍ପି ଠାରେ ଅବସ୍ଥିତ ରହିଥିବା ପଥର ନିର୍ମିତ ରଥରୁ ନିଆଯାଇଛି।
୧୦୦ ଟଙ୍କିଆ ଉପରେ "ରାନି କା ଭାଭ" ମୁଦ୍ରିତ ହୋଇଛି। ଯାହା ଗୁଜୁରାଟ ପାଟନ ଅଞ୍ଚଳରେ ଅବସ୍ଥିତ ରହିଥିବା ଏକ କୂପ। ଯାହା ସିଡ଼ି ସହ ସଂଯୁକ୍ତ।
୨୦୦ ଟଙ୍କିଆ ନୋଟ ଉପରେ ସାଞ୍ଚି ସ୍ତୁପ ରହିଛି। ବୌଦ୍ଧ ଧର୍ମ ସହ ଜଡ଼ିତ ଏହି ଐତିହାସିକ ସ୍ଥାନ ମଧ୍ୟ ପ୍ରଦେଶର ରାୟସେନ ଜିଲ୍ଲାରେ ଅବସ୍ଥିତ।
୫୦୦ ଟଙ୍କିଆ ନୋଟ ଉପରେ ଐତିହାସିକ ଲାଲ କିଲ୍ଲା ଫଟୋ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଏହି ଐତିହାସିକ ଦୁର୍ଗ ଭାରତ ଇତିହାସରେ ଘଟିଥବା ଅନେକ ଘଟଣାର ମୂକସାକ୍ଷୀ।
୨୦୦୦ ଟଙ୍କିଆ ନୋଟ ଉପରେ ମଙ୍ଗଳାୟନ ଫଟୋ ରହିଛି। ଯାହା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଦ୍ୱାରା କାର୍ଯ୍ୟ ମଙ୍ଗଳ ଅଭିଯାନ ଉପରେ ପର୍ଯ୍ୟବେସିତ।