Mr Gulua Wedding Pics: ହାତକୁ ଦି ହାତ ହେଲେ ମିଷ୍ଟର ଗୁଲୁଆ, ଜାଣନ୍ତୁ କିଏ ହେଲେ ତାଙ୍କ ସାତଜନ୍ମର ସାଥୀ ?

Mr Gulua Wedding Pics: ପ୍ରତିକ୍ଷାର ଘଟିଲା ଅନ୍ତ। ହାତକୁ ଦି ହାତ ହେଲେ ଓଡିଆ କମେଡିଆନ୍ ତଥା ୟୁଟ୍ୟୁବର ମିଷ୍ଟର ଗୁଲୁଆ (Mr Gulua) । ଆଜିକା ଦିନରେ ମିଷ୍ଟର ଗୁଲୁଆହି ନାଁ ଘରେ ଘରେ ପରିଚିତ। ଏହି କମେଡିଆନ ନିକଟରେ ବିବାବ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ, ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ, ଗୁଲୁଆ କାହାକୁ ବିବାହ କରିଛନ୍ତି।

ଜୀ ଓଡ଼ିଶା ଡେସ୍କ Tue, 12 Dec 2023-12:04 pm,
1/5

ନିକଟରେ, ମିଷ୍ଟର ଗୁଲୁଆ (Mr Gulua) ନିଜର ବାନ୍ଧବୀ ବର୍ଷାଙ୍କୁ ମନ୍ଦିରରେ ବିବାହ କରିଛନ୍ତି।

 

2/5

ଏହି ବିବାହରେ ମିଷ୍ଟର ଗୁଲୁଆଙ୍କ ପୂରା ଟିମ୍ ଓ ପରିବାର ଲୋକଙ୍କ ସହ ବନ୍ଧୁ ବାନ୍ଧବ ସାମିଲ୍ ହୋଇଥିଲେ।

 

3/5

ବିବାହଟି ଜାକଜମକରେ ହୋଇ ନଥିବା ବେଳେ ରିସେପସନ୍ ପାର୍ଟିଟି ଖୁବ୍ ଧୂମଧାମରେ ହୋଇଥିଲେ।

 

4/5

ଏହି ରିସେପସନ୍ ପାର୍ଟିରେ କିଛି ଓଡିଆ ସେଲିବ୍ରେଟିଙ୍କ ସହ  ନନସେନ୍ସ ମଣି ବି  ସାମିଲ୍ ହୋଇଥିଲେ। 

 

5/5

ତେବେ, ଉଭୟଙ୍କ ଏହି ବୈବାହିକ ଜୀବନ ସୁଖମୟ ହେଉ ବୋଲି ଜି ଓଡି଼ଶା ନ୍ୟୁଜ୍ ପକ୍ଷରୁ ଶୁଭେଚ୍ଛା ଜଣାଉଛୁ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link