Perfect Age For Marriage: ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଉଁ ବୟସରେ ବିବାହ କରିବା ଉଚିତ?

Perfect Age For Marriage: ବିବାହ (Marriage) ଏକ ବଡ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ । ବିବାହ ସମସ୍ତଙ୍କ ପାଇଁ ଏକ ବିଶେଷ ମହତ୍ତ୍ୱ ରଖେ । ଏହା ସହିତ ବିବାହ ପରେ ସମସ୍ତଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସେ । ଏହା ବ୍ୟତୀତ ଅନେକ ଥର ଲୋକମାନେ ବେଳେବେଳେ ଶୀଘ୍ର ବିବାହ କରନ୍ତି । ଏହା ପରେ ସେମାନଙ୍କ ଜୀବନ ବେକାର ହୋଇଯାଏ । ଅନ୍ୟପକ୍ଷେ ଯଦି ଆପଣ ମଧ୍ୟ ବିବାହ କରିବାକୁ ଯାଉଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର (Astrology) ଅନୁଯାୟୀ ଦେଖନ୍ତୁ, କେଉଁ ବୟସରେ ଜଣେ ବିବାହ କରିବା ଆବଶ୍ୟକ । ଜାଣନ୍ତୁ କେଉଁ ବୟସରେ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ...

ଜୀ ଓଡ଼ିଶା ଡେସ୍କ Sun, 12 Feb 2023-8:36 am,
1/12

ମେଷ (Aries)

ଏମାନଙ୍କ ପାଇଁ ୨୬ ବର୍ଷ ବୟସ ପରେ ବିବାହ କରିବା ଅଧିକ ଶୁଭ ହୋଇଥାଏ ।

2/12

ବୃଷ (Taurus)

ଏହି ଲୋକଙ୍କ ପାଇଁ ବିବାହର ସର୍ବୋତ୍ତମ ବୟସ ହେଉଛି ୩୦ ବର୍ଷ ।

3/12

ମିଥୁନ (Gemini)

ବିବାହ ପାଇଁ ସର୍ବୋତ୍ତମ ବୟସ ହେଉଛି ୩୦ ।

4/12

କର୍କଟ (Cancer)

ଏହି ଲୋକମାନେ ବିବାହ ପାଇଁ ୩୦ ବର୍ଷ ଯାଏ ଅପେକ୍ଷା କରିବା ଉଚିତ ।

5/12

ସିଂହ (Leo)

ଏମାନଙ୍କ ପାଇଁ ବିବାହର ସଠିକ୍ ବୟସ ୩୫ ବର୍ଷ ପରେ ରହିଥାଏ ।

6/12

କନ୍ୟା (Virgo)

ଏହି ରାଶି ପାଇଁ ସଠିକ୍ ବିବାହ ବୟସ ୨୫-୨୬ ବର୍ଷ ହୋଇଥାଏ ।

7/12

ତୁଳା (Libra)

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବିବାହର ସଠିକ୍ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ରହିଥାଏ ।

8/12

ବିଛା (Scorpio)

9/12

ଧନୁ (Sagittarius)

ଏହି ରାଶିର ଲୋକଙ୍କ ପାଇଁ ବିବାହର ସଠିକ ବୟସ ୩୪ ବର୍ଷ ପରେ ହୋଇଥାଏ ।

10/12

ମକର (Capricorn)

ମକର ରାଶିର ଲୋକମାନେ ଯେକୌଣସି ବୟସରେ ବିବାହ କରିପାରିବେ ।

11/12

କୁମ୍ଭ (Aquarius)

ଆପଣ ଆପଣଙ୍କର ସ୍ୱାଧୀନତାକୁ ଦୁନିଆର ସବୁକିଛି ଅପେକ୍ଷା ଅଧିକ ଭଲ ପାଆନ୍ତି । ଯଦି ଆପଣ ସମାନ ମନୋଭାବ ଥିବା ସାଥୀ ଖୋଜୁଛନ୍ତି, ତେବେ ଆପଣ ଯେକୌଣସି ସମୟରେ ବିବାହ କରିପାରିବେ । ଆପଣଙ୍କର ସଠିକ୍ ବିହାହ ବୟସ ହେଉଛି ୩୦ ବର୍ଷ ।

12/12

ମୀନ (Pisces)

ଆପଣ ପରୀଙ୍କ କାହାଣୀରେ ବିଶ୍ୱାସ କରନ୍ତି । ପ୍ରେମରେ ପଡ଼ିବାକୁ ଚାହାଁନ୍ତି ଓ ୨୦ ବର୍ଷ ବୟସ ମଧ୍ୟରେ ମଧ୍ୟରେ ବିବାହ କରିବାର ଇଚ୍ଛା ରଖନ୍ତି । ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ, ଆପଣ ସଠିକ୍ ସାଥୀ ଖୋଜିବା ଉପରେ ଧ୍ୟାନ ଦିଅନ୍ତୁ, ନା କି ବିବାହ ବୟସ ଉପରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link