Vote: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ବରିଷ୍ଠ ନାଗରିକ ଓ ମହିଳା, ଦେଖନ୍ତୁ କିଛି ଝଲକ

Vote: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଛି। ସମୁଦାୟ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଗଣତନ୍ତ୍ରର ଏହି ମହାନ୍ ପର୍ବରେ ରାଜ୍ୟବାସୀ ମଧ୍ୟ ସାମିଲ୍ ହୋଇଛନ୍ତି। ଦେଖନ୍ତୁ କିଛି ଫଟୋ...

Narmada Behera Sat, 25 May 2024-3:04 pm,
1/5

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଛି।  

2/5

ସମୁଦାୟ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି।  

3/5

ଗଣତନ୍ତ୍ରର ଏହି ମହାନ୍ ପର୍ବରେ ରାଜ୍ୟବାସୀ ମଧ୍ୟ ସାମିଲ୍ ହୋଇଛନ୍ତି। 

4/5

ଭୋଟିଂରେ ବରିଷ୍ଠ ନାଗରିକଙ୍କ ସମତେ ମହିଳା ଓ ପୁରୁଷ ମଧ୍ୟ ସାମିଲ୍ ହୋଇଛନ୍ତି।

5/5

ଏବଂ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link