Migratory Bird in India: କାହିଁକି ଶୀତ ଦିନେ ଭାରତ ଆସିଥାନ୍ତି ବିଦେଶାଗତ ପ୍ରବାସୀ ପକ୍ଷୀ; ଜାଣନ୍ତୁ କାରଣ

Migratory Birds come to in India in Winter: ବିଦେଶାଗତ ପ୍ରବାସୀ ପକ୍ଷୀ ଦୀର୍ଘ ଦୂରତା ବିଶିଷ୍ଟ ଯାତ୍ରା କରିଥାନ୍ତି। ଏହା ପଛରେ ଅନେକ କାରଣ ରହିଛି। ପ୍ରାୟତଃ ଶୀତ ଦିନେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ଯେତେବେଳେ ବିଦେଶାଗତ ପ୍ରବାସୀ ପକ୍ଷୀ ଭାରତ ମୁହାଁ ହୋଇଥାନ୍ତି।

Tue, 19 Dec 2023-12:52 am,
1/5

ନିଜ ଅଞ୍ଚଳର ଥଣ୍ଡା ପାଗ ଏବଂ ଖାଦ୍ୟ ଅଭାବ ହେତୁ ବିଦେଶାଗତ ପ୍ରବାସୀ ପକ୍ଷୀ ଏପରି ଏକ ସ୍ଥାନ ଖୋଜିବାକୁ ବାହାରି ଯାଇଥାନ୍ତି ଯାହା ବହୁତ ଦୂରରେ ଅବସ୍ଥିତ। 

2/5

ବସା ନିର୍ମାଣ କରିବାକୁ ସେମାନେ ନିରାପଦ ଏବଂ ଅନୁକୂଳ ପାଗ ସହିତ ବିଦେଶାଗତ ପ୍ରବାସୀ ପକ୍ଷୀ ଏପରି ଏକ ସ୍ଥାନକୁ ଯାଇଥାନ୍ତିଷ। ସେଥିପାଇଁ ବିଦେଶୀ ପକ୍ଷୀ ପ୍ରାୟତଃ ଲକ୍ଷ ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଛେଇ ନଥାନ୍ତି। 

3/5

ପ୍ରବଳ ଶୀତ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବିଦେଶାଗତ ପ୍ରବାସୀ ପକ୍ଷୀ ଦୂର ସ୍ଥାନକୁ ଯାତ୍ରା କରିଥାନ୍ତି। ଅନେକ ଥର ଦେଖାଯାଏ ଯେ ଶୀତ ଋତୁରେ ପ୍ରବାସୀ ପକ୍ଷୀ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିଥାନ୍ତି। 

4/5

ନିଜ ସନ୍ତାନକୁ ଖାଦ୍ୟ ଦେବା ଏବଂ ତାହାର ଲାଳନ ପାଳନ ତଥା ପ୍ରଜନନ ଏବଂ ଆଶ୍ରୟ ଖୋଜିବା ପାଇଁ ଭ୍ରମଣ ଜାରି ରଖିଥାଏ ପ୍ରବାସୀ ପକ୍ଷୀ। 

5/5

ପ୍ରବାସୀ ପକ୍ଷୀ ଗରମ ରହିଥିବା ସ୍ଥାନକୁ ଯାତ୍ରା କରିଥାନ୍ତି। ଯେଉଁଠାରେ ଖାଦ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ ରହିଥାଏ। ଶୀତ ଋତୁ ସରିବା ପରେ ପ୍ରବାସୀ ପକ୍ଷୀ  ସେମାନଙ୍କ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link