ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରେ ଦେବେନ୍ଦ୍ର କୁମାର ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ସେହିପରି ସତ୍ୟବାଦୀରେ ମନୋଜ ରଥ, ଭୁବନେଶ୍ୱର (ମଧ୍ୟ)ରେ ପ୍ରକାଶ ଚନ୍ଦ୍ର ଜେନା ଓ ଭୁବନେଶ୍ୱର (ଉତ୍ତର) ଆସନରେ ଅଶୋକ କୁମାର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି।