ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ପ୍ରଭୃତ ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ଶେଷ ହୋଇଯାଇଛି ଭୋଟ ଗ୍ରହଣ। ଏହି ନିର୍ବାଚନରେ କେଉଁ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ ତାହାର Exit Poll ବିଭିନ୍ନ ଗଣମାଧ୍ୟମ ଏବଂ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇଛି। ଏହିକ୍ରମରେ ୨୦୨୨ ବିଧାନସଭା ନିର୍ବାଚନକୁ ନେଇ Zee News ପକ୍ଷରୁ ପ୍ରକାଶ ପାଇଛି Exit Poll। ଜାଣନ୍ତୁ କେଉଁ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ 
ମୋଟ ୪୦୩ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୧୦ ତାରିଖରୁ ୩ ମାର୍ଚ୍ଚ ମଧ୍ୟରେ ମୋଟ ୭ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ରାଜ୍ୟର ସରକାର ଗଠନ କରିବା କୌଣସି ଦଳକୁ ୨୦୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜାଣନ୍ତୁ ଏହି ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?


  • ବିଜେପି ମେଣ୍ଟ: ୨୨୩-୨୪୮

  • ସମାଜବାଦୀ ମେଣ୍ଟ: ୧୩୮-୧୫୭

  • ବହୁଜନ ସମାଜ ପାର୍ଟି: ୫-୧୧

  • କଂଗ୍ରେସ:୪-୯

  • ଅନ୍ୟ ଦଳ: ୩-୫


ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇବ କେତେ ପ୍ରତିଶତ ଭୋଟ


  • ବିଜେପି ମେଣ୍ଟ: ୩୯%

  • ସମାଜବାଦୀ ମେଣ୍ଟ:୩୪%

  • ବହୁଜନ ସମାଜ ପାର୍ଟି:୧୩%

  • କଂଗ୍ରେସ:୬%

  • ଅନ୍ୟ ଦଳ:୮%


ପଞ୍ଜାବ 
ମୋଟ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୨୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ରାଜ୍ୟର ସରକାର ଗଠନ କରିବା କୌଣସି ଦଳକୁ ୫୯ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜାଣନ୍ତୁ ଏହି ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?


  • କଂଗ୍ରେସ:୨୬-୩୩

  • ଶିରୋମଣି ଅକାଳୀ ଦଳ ମେଣ୍ଟ: ୨୪-୩୨

  • ଆମ ଆଦମୀ ପାର୍ଟି: ୫୨-୬୧

  • ବିଜେପି ମେଣ୍ଟ: ୩-୭

  • ଅନ୍ୟ ଦଳ: ୧-୨



ପଞ୍ଜାବ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇବ କେତେ ପ୍ରତିଶତ ଭୋଟ


  • କଂଗ୍ରେସ:୨୫%

  • ଶିରୋମଣି ଅକାଳୀ ଦଳ ମେଣ୍ଟ: ୨୪%

  • ଆମ ଆଦମୀ ପାର୍ଟି:୩୯%

  • ବିଜେପି ମେଣ୍ଟ: ୬%

  • ଅନ୍ୟ ଦଳ: ୬%


ଉତ୍ତରାଖଣ୍ଡ 
ମୋଟ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୧୪ ତାରିଖ ଗୋଟିଏ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ରାଜ୍ୟର ସରକାର ଗଠନ କରିବା କୌଣସି ଦଳକୁ ୩୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜାଣନ୍ତୁ ଏହି ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?


  • ବିଜେପି:୨୬-୩୦

  • କଂଗ୍ରେସ: ୩୫-୪୦

  • ବହୁଜନ ସମାଜ ପାର୍ଟି (BSP): ୨-୩

  • ଅନ୍ୟ ଦଳ: ୧-୩

  • ଆମ ଆଦମୀ ପାର୍ଟି (AAP): ୦


ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇବ କେତେ ପ୍ରତିଶତ ଭୋଟ


  • ବିଜେପି: ୩୫%

  • କଂଗ୍ରେସ: ୩୯%

  • BSP:୮% 

  • ଅନ୍ୟ ଦଳ: ୯%

  • AAP: ୯%


ମଣିପୁର
ମୋଟ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନ ଲାଗି ୨ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ରାଜ୍ୟର ସରକାର ଗଠନ କରିବା କୌଣସି ଦଳକୁ ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜାଣନ୍ତୁ ଏହି ରାଜ୍ୟରେ   
କେଉଁ ଦଳ ପାଇବ କେତେ ଆସନ?


  • ବିଜେପି: ୩୨-୩୮

  • କଂଗ୍ରେସ: ୧୨-୧୭

  • Naga Peoples Front(NPF):୩-୫

  • National Peoples Party(NPP):୨-୪


ମଣିପୁର ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇବ କେତେ ପ୍ରତିଶତ ଭୋଟ


  • ବିଜେପି: ୩୯% 

  • କଂଗ୍ରେସ: ୩୦%

  • NPF:୯%

  • NPP:୬%

  • ଅନ୍ୟ ଦଳ: ୧୬%


ଗୋଆ
ମୋଟ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୧୪ ତାରିଖ ଗୋଟିଏ ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ। ଏହି ରାଜ୍ୟର ସରକାର ଗଠନ କରିବା କୌଣସି ଦଳକୁ ୨୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜାଣନ୍ତୁ ଏହି ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?


  • ବିଜେପି:୧୩-୧୮

  • କଂଗ୍ରେସ: ୧୪-୧୯ 

  • Maharashtrawadi Gomantak Party (MGP):୨-୫

  • ଆମ ଆଦମୀ ପାର୍ଟି (AAP): ୧-୩

  • ଅନ୍ୟ ଦଳ: ୧-୩


ଗୋଆ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇବ କେତେ ପ୍ରତିଶତ ଭୋଟ


  • ବିଜେପି: ୩୧% 

  • କଂଗ୍ରେସ: ୩୩%

  • MGP:୧୨%

  • AAP:୧୨%

  • ଅନ୍ୟ ଦଳ: ୧୨%