Gujarat Elections Phase 1 Voting: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୮୯ ଆସନ ଲାଗି ଶେଷ ହୋଇଛି ଭୋଟ ଗ୍ରହଣ। ମତଦାନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ୧୪ ହଜାରରୁ ଅଧିକ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଇଭିଏମ୍ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ଭୋଟର।  


COMMERCIAL BREAK
SCROLL TO CONTINUE READING

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଡିସେମ୍ବର ୧ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୮୯ ଆସନ ଲାଗି ହୋଇଥିଲା ମତଦାନ। ଭୋଟ ଗ୍ରହଣ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ୧୪ ହଜାରରୁ ଅଧିକ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୯ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ​ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୨ କୋଟି ୩୯ ଲକ୍ଷ ୭୬ ରାଜ୍ୟ ୬୭୦ ମତଦାତା।


ଗୁରୁବାର ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ  ୫୬.୮୮% ମତଦାନ ହୋଇଥିବା ଜଣାପଡିଛି। ବାକି ୯୩ ଆସନ ଲାଗି ଡିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ କେଉଁ ଜିଲ୍ଲାର କେଉଁ ଆସନ ଲାଗି ଅନୁଷ୍ଠିତ ହୋଇଛି ମତଦାନ...


କଚ୍ଛ ଜିଲ୍ଲା
---------------
ଅବଦାସା 
ମାଣ୍ଡଭି 
ଭୁଜ୍ 
ଅଞ୍ଜର 
ଗାନ୍ଧୀଧାମ  
ରାପର୍
ଦାସଦା 



ସୁରେନ୍ଦ୍ରନଗର ଜିଲ୍ଲା
-----------------------
ଲିମ୍ବଡି 
ୱାଢୱାନ୍ 
ଛୋଟିଲା 
ଧରଙ୍ଗଧରା 


ମୋର୍ବି ଜିଲ୍ଲା
-------------
ମୋର୍ବି 
ଟାଙ୍କାରା
ୱାନକାନର୍
 
ରାଜକୋଟ ଜିଲ୍ଲା

-------------------
ରାଜକୋଟ ପୂର୍ବ
ରାଜକୋଟ ପଶ୍ଚିମ
ରାଜକୋଟ ଦକ୍ଷିଣ 
ରାଜକୋଟ ଗ୍ରାମୀଣ 
ଜସଦାନ 
ଗୋଣ୍ଡାଲ
ଜେଟପୁର
ଧୋରଜୀ 


ଜାମନଗର ଜିଲ୍ଲା
----------------
କାଲାଭାଦ 
ଜାମନଗର ଗ୍ରାମୀଣ
ଜାମନଗର ଉତ୍ତର
ଜାମନଗର ଦକ୍ଷିଣ
ଜାମଜୋଧପୁର 


ଦେବଭୂମୀ ଦ୍ୱାରକା ଜିଲ୍ଲା
------------------------
ଖମ୍ବଲିଆ 
ଦ୍ୱାରକା


ପୋରବନ୍ଦର ଜିଲ୍ଲା
-------------------------
ପୋରବନ୍ଦର 
କୁଟିୟାନା 
ମନଭଦର


ଜୁନାଗଡ଼ ଜିଲ୍ଲା
---------------
ଜୁନାଗଡ 
ବିଶାବଦର 
କେଶୋଦ  
ମଙ୍ଗରୋଲ୍ 


ଗିର୍ ସୋମନାଥ ଜିଲ୍ଲା
----------------------
ସୋମନାଥ 
ତଲାଲା 
କୋଡିନାର୍ 
ଉନା 


ଅମରେଲି ଜିଲ୍ଲା
----------------------------
ଧାରୀ 
ଅମରେଲି
ଲାଥୀ
ସାର୍ବାକୁଣ୍ଡଲା 
ରାଜୁଲା 


ଭାବନଗର ଜିଲ୍ଲା
----------------------------------------
​​ମହୁଭା
ତାଲାଜା
ଗରିଆଧର
ପଲିଟାନା
ଭାବନଗର ଗ୍ରାମୀଣ 
ଭାବନଗର ପୂର୍ବ 
ଭାବନଗର ପଶ୍ଚିମ


ବୋତାଡ ଜିଲ୍ଲା
-------------
ଗଡ଼ହାଡ଼ା
ବୋତାଡ଼


ନର୍ମଦା ଜିଲ୍ଲା
------------
ନାନ୍ଦୋଡ଼
ଡେଡ଼ିଆପଡ଼ା


ଭରୁଚ ଜିଲ୍ଲା
-------------
ଜାମ୍ବୁସର 
ଭାଗ୍ରା
ଜଗଡିଆ 
ଭରୁଚ 
ଆଙ୍କଲେଶ୍ୱର 


ସୁରଟ ଜିଲ୍ଲା
-------------
ଅଲପାଦ 
ମାଙ୍ଗରୋଲ୍ 
ମାଣ୍ଡଭି 
କାମରେଜ
ସୁରଟ ପୂର୍ବ 
ସୁରତ ଉତ୍ତର 
ସୁରଟ ପଶ୍ଚିମ
ଭାରାଚା ରୋଡ୍
କରଞ୍ଜ
ଲିମ୍ବାୟତ୍ 
ଉଦନା 
ମଜୁରା 
କାଟାରଗାମ 
ଚୋରିସି 
ବର୍ଦ୍ଦୋଳୀ
ମହୁଭା


ତାପି  ଜିଲ୍ଲା
----------------------
ଭାୟରା
ନିଜାର


ଡାଙ୍ଗ ଜିଲ୍ଲା
--------------
ଡାଙ୍ଗ



ନଭସାରୀ ଜିଲ୍ଲା
------------------
ଜାଲାଲପୋର 
ନଭସାରୀ
ଗାନ୍ଦେବୀ 
ବାଂସଦା 


ଭାଲସାଦ ଜିଲ୍ଲା
-----------------------
ଧର୍ମପୁର 
ଭାଲସାଦ
ପାରଦୀ
କପରାଡ଼ା 
ଉମ୍ବରଗାଓଁ