Odisha BJP Media Cell: ଆଗାମୀ ୨୦୨୪ ନିର୍ବାଚନକୁ ନଜରରେ ରଖି ଦଳୀୟ ସଙ୍ଗଠନକୁ ମଜବୁତ କରିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି। ଏହି କ୍ରମରେ ଦଳର ମିଡିଆ ସେଲ୍‌ କରାଯାଇଛି ପୁନର୍ଗଠନ। ରାଜ୍ୟ ବିଜେପି ସଭାପତି  ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି। ଯେଉଁଥିରେ ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା ଦଳ ପକ୍ଷରୁ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ଦଳୀୟ ମୁଖପାତ୍ର ହେଉଛନ୍ତି


  • ସଜ୍ଜନ ଶର୍ମା

  • ସୁଦୀପ୍ତ ରାୟ

  • ପୀତାମ୍ବର ଆଚାର୍ଯ୍ୟ

  • ବଳଭଦ୍ର ମାଝୀ

  • ନବଚରଣ ମାଝୀ (ବିଧାୟକ)

  • ମୁକେଶ ମହାଲିଙ୍ଗ (ବିଧାୟକ)

  • ରମାରଞ୍ଜନ ବଳିୟାରସିଂହ

  • ପ୍ରଦୀପ ପୁରୋହିତ

  • ସତ୍ୟବ୍ରତ ପଣ୍ଡା

  • ଦିଲୀପ ମହାନ୍ତି

  • ଉର୍ମିଳା ମହାପାତ୍ର

  • ଦିଲୀପ ମଲ୍ଲିକ

  • ଧୀରେନ ସେନାପତି

  • ଜ୍ଞାନଦେବ ବେହୁରା

  • ରାଜେନ୍ଦ୍ର ପଣ୍ଡା

  • ତେଜେଶ୍ୱର ପରିଡା

  • ମନୋଜ ମହାପାତ୍ର

  • ସୋନାଲୀ ସାହୁ

  • ଅନିଲ ବିଶ୍ୱାଳ



ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ଦଳୀୟ ପ୍ୟାନେଲିଷ୍ଟ ହେଉଛନ୍ତି


  • ସ୍ୱାଧୀନ ଶତପଥୀ

  • ଲକ୍ଷ୍ମଣ ପଣ୍ଡା

  • କବି ବିଷ୍ଣୁ ଶତପଥୀ

  • ପ୍ରକାଶ ରଥ

  • ହିତେଶ ମହାପାତ୍ର

  • ପତଞ୍ଜଳୀ କରଶର୍ମା

  • ମାନସ ରଞ୍ଜନ ବକ୍ସି

  • ବିଭୁପଦ ଦାସ

  • ବ୍ରଜକିଶୋର ମିଶ୍ର

  • ସରୋଜ ସାମଲ

  • ଶତରୂପା ମିଶ୍ର

  • ବିରଜା ମିଶ୍ର


ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ଦଳୀୟ ଗଣମାଧ୍ୟମ ସଂଯୋଜକ ହେଉଛନ୍ତି


  • ସୁଜିତ କୁମାର ଦାସ