IND vs NZ 1st t20 Live Update: ପ୍ରଥମ ଟି୨୦ ମ୍ୟାଚରେ ହାରିଲା ଭାରତ

ଜୀ ଓଡ଼ିଶା ଡେସ୍କ Fri, 27 Jan 2023-10:30 pm,

ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

नवीनतम अद्यतन

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୧୫୫/୯

    ବ୍ୟାଟସମ୍ୟାନ
    ଅର୍ଶଦୀପ ସିଂହ: ୦
    ଉମରାନ ମଲ୍ଲିକ : ୪

    ନ୍ୟୁଜିଲାଣ୍ଡ
    ୨୦ତମ ଓଭର (0,6,0,0,wd,w,4)
    ବୋଲର: ଜାକବ ଡଫି

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୧୪୪/୮

    ବ୍ୟାଟସମ୍ୟାନ
    ଅର୍ଶଦୀପ ସିଂହ: ୦
    ଓ୍ୱାସିଂଟନ ସୁନ୍ଦର : ୪୪

    ନ୍ୟୁଜିଲାଣ୍ଡ
    ୧୯ତମ ଓଭର (6,4,4,wd,0,wd,1,0)
    ବୋଲର: ଜାକବ ଡଫି

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୧୨୭/୮

    ବ୍ୟାଟସମ୍ୟାନ
    ଅର୍ଶଦୀପ ସିଂହ: ୦
    ଓ୍ୱାସିଂଟନ ସୁନ୍ଦର : ୨୯

    ନ୍ୟୁଜିଲାଣ୍ଡ
    ୧୮ତମ ଓଭର (w,0,0,0,0,0)
    ବୋଲର: ଲକି ଫର୍ଗୁସନ

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୧୨୭/୭

    ବ୍ୟାଟସମ୍ୟାନ
    କୁଳଦୀପ ଯାଦବ: ୦
    ଓ୍ୱାସିଂଟନ ସୁନ୍ଦର : ୨୯

    ନ୍ୟୁଜିଲାଣ୍ଡ
    ୧୭ତମ ଓଭର (w,0,4,0,2,6)
    ବୋଲର: ବ୍ଲେୟାର ଟିକନର

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୧୧୫/୬

    ବ୍ୟାଟସମ୍ୟାନ
    ଶିବମ ମାଭି : ୨
    ଓ୍ୱାସିଂଟନ ସୁନ୍ଦର : ୧୭

    ନ୍ୟୁଜିଲାଣ୍ଡ
    ୧୬ତମ ଓଭର (1,0,0,w,1,wd+1,1)
    ବୋଲର: ମିଚେଲ ସାଣ୍ଟନର

  • ଦୀପକ ହୁଡ୍ଡା ଆଉଟ। ମାତ୍ର ୧୦ ରନ କରି ପାଭିଲିୟନ ଫେରିଲେ ଦୀପକ।

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୧୧୦/୫

    ବ୍ୟାଟସମ୍ୟାନ
    ଦୀପକ ହୁଡ୍ଡା : ୧୦
    ଓ୍ୱାସିଂଟନ ସୁନ୍ଦର : ୧୬

    ନ୍ୟୁଜିଲାଣ୍ଡ
    ୧୫ତମ ଓଭର (1,1,1,1,6,1,1)
    ବୋଲର: ମିଚେଲ ବ୍ରେସଓ୍ୱେଲ

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୯୯/୫

    ବ୍ୟାଟସମ୍ୟାନ
    ଦୀପକ ହୁଡ୍ଡା : ୨
    ଓ୍ୱାସିଂଟନ ସୁନ୍ଦର : ୧୩

    ନ୍ୟୁଜିଲାଣ୍ଡ
    ୧୪ତମ ଓଭର (1,0,wd,4,0,2,1)
    ବୋଲର: ଲକି ଫର୍ଗୁସନ

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୯୦/୫

    ବ୍ୟାଟସମ୍ୟାନ
    ଦୀପକ ହୁଡ୍ଡା : ୧
    ଓ୍ୱାସିଂଟନ ସୁନ୍ଦର : ୬

    ନ୍ୟୁଜିଲାଣ୍ଡ
    ୧୩ତମ ଓଭର (1,w,0,0,1,0)
    ବୋଲର: ମିଚେଲ ବ୍ରେସଓ୍ୱେଲ

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୮୮/୪

    ବ୍ୟାଟସମ୍ୟାନ
    ହାର୍ଦ୍ଦିକ ପାଣ୍ଡ୍ୟା : ୨୧
    ଓ୍ୱାସିଂଟନ ସୁନ୍ଦର : ୫

    ନ୍ୟୁଜିଲାଣ୍ଡ
    ୧୨ତମ ଓଭର (1,1,6,w,4,1)
    ବୋଲର: ଇସ ସୋଢି

  • ଭାରତର ଚତୁର୍ଥ ଓ୍ୱିକେଟର ପତନ। ଚତୁର୍ଥ ଓ୍ୱିକେଟ ଭାବେ ସୂର୍ଯ୍ୟକୁମାର ଯାଦବ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ବ୍ୟକ୍ତିଗତ ୪୭ ରନ କରି ଆଉଟ ହୋଇଛନ୍ତି ସୂର୍ଯ୍ୟକୁମାର। 

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୭୫/୩

    ବ୍ୟାଟସମ୍ୟାନ
    ହାର୍ଦ୍ଦିକ ପାଣ୍ଡ୍ୟା : ୨୦
    ସୂର୍ଯ୍ୟକୁମାର ଯାଦବ : ୪୦

    ନ୍ୟୁଜିଲାଣ୍ଡ
    ଦଶମ ଓଭର (0,0,0,1,0,0)
    ବୋଲର: ମିଚେଲ ସାଣ୍ଟନର

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୭୪/୩

    ବ୍ୟାଟସମ୍ୟାନ
    ହାର୍ଦ୍ଦିକ ପାଣ୍ଡ୍ୟା : ୨୦
    ସୂର୍ଯ୍ୟକୁମାର ଯାଦବ : ୩୯

    ନ୍ୟୁଜିଲାଣ୍ଡ
    ଦଶମ ଓଭର (1,1,4,4,1,0)
    ବୋଲର: ବ୍ଲେୟାର ଟିକନର

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୬୩/୩

    ବ୍ୟାଟସମ୍ୟାନ
    ହାର୍ଦ୍ଦିକ ପାଣ୍ଡ୍ୟା : ୧୯
    ସୂର୍ଯ୍ୟକୁମାର ଯାଦବ : ୨୯

    ନ୍ୟୁଜିଲାଣ୍ଡ
    ନବମ ଓଭର (0,4,1,1,4,1)
    ବୋଲର: ଇସ ସୋଢି

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୫୨/୩

    ବ୍ୟାଟସମ୍ୟାନ
    ହାର୍ଦ୍ଦିକ ପାଣ୍ଡ୍ୟା : ୧୮
    ସୂର୍ଯ୍ୟକୁମାର ଯାଦବ : ୧୯

    ନ୍ୟୁଜିଲାଣ୍ଡ
    ଅଷ୍ଟମ ଓଭର (1,1,wd+1, 6, wd, 0, 1)
    ବୋଲର: ମିଚେଲ ବ୍ରାସଓ୍ୱେଲ

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୩୯/୩

    ବ୍ୟାଟସମ୍ୟାନ
    ହାର୍ଦ୍ଦିକ ପାଣ୍ଡ୍ୟା : ୧୦
    ସୂର୍ଯ୍ୟକୁମାର ଯାଦବ : ୧୭

    ନ୍ୟୁଜିଲାଣ୍ଡ
    ସପ୍ତମ ଓଭର (1,1,0,2,1,1)
    ବୋଲର: ଇସ ସୋଢି

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୩୩/୩

    ବ୍ୟାଟସମ୍ୟାନ
    ହାର୍ଦ୍ଦିକ ପାଣ୍ଡ୍ୟା : ୬
    ସୂର୍ଯ୍ୟକୁମାର ଯାଦବ : ୧୫

    ନ୍ୟୁଜିଲାଣ୍ଡ
    ଷଷ୍ଠ ଓଭର (0,0,0,0,0,0)
    ବୋଲର: ମିଚେଲ ସାଣ୍ଟନେର

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୩୩/୩

    ବ୍ୟାଟସମ୍ୟାନ
    ହାର୍ଦ୍ଦିକ ପାଣ୍ଡ୍ୟା : ୬
    ସୂର୍ଯ୍ୟକୁମାର ଯାଦବ : ୧୫

    ନ୍ୟୁଜିଲାଣ୍ଡ
    ପଞ୍ଚମ ଓଭର (1,6,0,wd,1,4,0)
    ବୋଲର: ଲକି ଫର୍ଗୁସନ

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୨୦/୩

    ବ୍ୟାଟସମ୍ୟାନ
    ହାର୍ଦ୍ଦିକ ପାଣ୍ଡ୍ୟା : ୧
    ସୂର୍ଯ୍ୟକୁମାର ଯାଦବ : ୮

    ନ୍ୟୁଜିଲାଣ୍ଡ
    ଚତୁର୍ଥ ଓଭର (w,0,0,1,4,0)
    ବୋଲର: ମିଚେଲ ସାଣ୍ଟନର

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୧୫/୨

    ବ୍ୟାଟସମ୍ୟାନ
    ଶୁବମନ ଗିଲ : ୭
    ସୂର୍ଯ୍ୟକୁମାର ଯାଦବ : ୪

    ନ୍ୟୁଜିଲାଣ୍ଡ
    ତୃତୀୟ ଓଭର (1,0,0,w,0,4)
    ବୋଲର: ଜାକବ ଡଫି

  • ଘରୋଇ ଦଳର ଦ୍ୱିତୀୟ ଓ୍ୱିକେଟ ପତନ। ଦ୍ୱିତୀୟ ଓ୍ୱିକେଟ ଭାବେ ରାହୁଲ ତ୍ରିପାଠୀ ଆଉଟ। 

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୧୦/୧

    ବ୍ୟାଟସମ୍ୟାନ
    ଶୁବମନ ଗିଲ : ୬
    ରାହୁଲ ତ୍ରିପାଠୀ : ୦

    ନ୍ୟୁଜିଲାଣ୍ଡ
    ଦ୍ୱିତୀୟ ଓଭର (4,1,W,0,0,0)
    ବୋଲର : ମିଚେଲ ବ୍ରେସଓ୍ୱେଲ

  • ଭାରତର ପ୍ରଥମ ଓ୍ୱିକେଟର ପତନ। ୪ ରନ କରି ଇଶାନ କିଶାନ ଆଉଟ।

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬
    ଭାରତ: ୫/୦

    ବ୍ୟାଟସମ୍ୟାନ
    ଶୁବମନ ଗିଲ : ୧
    ଇଶାନ କିସାନ : ୪

    ନ୍ୟୁଜିଲାଣ୍ଡ
    ପ୍ରଥମ ଓଭର (0,1,0,0,0,4)
    ବୋଲର : ଜାକବ ଡଫି

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୭୬/୬

    ବ୍ୟାଟସମ୍ୟାନ
    ଇସ ସୋଢି : ୦
    ଡାରିଲ ମିଚେଲ : ୫୯

    ଭାରତ
    ୨୦ତମ ଓଭର (6,6,6,4,0,2,2)
    ବୋଲର : ଅର୍ଶଦୀପ ସିଂହ

    ୨୦ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୬ଟି ଓ୍ୱିକେଟ ବିନିମୟରେ ୧୭୬ ରନ କରିଛି। ଦଳ ପକ୍ଷରୁ ଡାରିଲ ମିଚେଲ ଓ ଇସ ସୋଢି ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୪୯/୬

    ବ୍ୟାଟସମ୍ୟାନ
    ମିଚେଲ ସାଣ୍ଟନର : ୭
    ଡାରିଲ ମିଚେଲ : ୩୩

    ଭାରତ
    ୧୯ତମ ଓଭର (1,1,4,1,1,w)
    ବୋଲର : ଶିବମ ମାଭି

    ୧୯ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୬ଟି ଓ୍ୱିକେଟ ବିନିମୟରେ ୧୪୯ ରନ କରିଛି। ଦଳ ପକ୍ଷରୁ ଡାରିଲ ମିଚେଲ ଓ ଇସ ସୋଢି ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୪୧/୫

    ବ୍ୟାଟସମ୍ୟାନ
    ମିଚେଲ ସାଣ୍ଟନର : ୧
    ଡାରିଲ ମିଚେଲ : ୩୧

    ଭାରତ
    ୧୮ତମ ଓଭର (0,w,0,1,w,1)
    ବୋଲର : ଅର୍ଶଦୀପ ସିଂହ

    ୧୮ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ପଞ୍ଚମ ଓ୍ୱିକେଟ ବିନିମୟରେ ୧୪୧ ରନ କରିଛି। ଦଳ ପକ୍ଷରୁ ଡାରିଲ ମିଚେଲ ଓ ମିଚେଲ ସାଣ୍ଟନର ଖେଳ ଜାରି ରଖିଛନ୍ତି।

  • ଲଗାତାର ପଞ୍ଚମ ଓ୍ୱିକେଟର ପତନ। ପଞ୍ଚମ ଓ୍ୱିକେଟ ହରାଇଲା ଭ୍ରମଣକାରୀ ଦଳ। ପଞ୍ଚମ ଓ୍ୱିକେଟ ଭାବେ ମିଚେଲ ବ୍ରେସଓ୍ୱେଲ ଆଉଟ। 

  • ଡେଭନ କନଭେ ୫୨ ରନ କରି ଆଉଟ। ଦଳର ଚତୁର୍ଥ ଓ୍ୱିକେଟର ପତନ

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୩୯/୩

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୫୨
    ଡେଭନ ମିଚେଲ : ୩୧

    ଭାରତ
    ୧୭ତମ ଓଭର (6,1,1,1,1,6)
    ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

    ୧୭ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତିନି ଓ୍ୱିକେଟ ବିନିମୟରେ ୧୩୯ ରନ କରିଛି। ଦଳ ପକ୍ଷରୁ ଡେଭନ ମିଚେଲ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୨୩/୩

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୫୦
    ଡେଭନ ମିଚେଲ : ୧୭

    ଭାରତ
    ୧୬ତମ ଓଭର (1,2,0,1,1,1)
    ବୋଲର : ଓ୍ୱାସିଂଟନ ସୁନ୍ଦର

    ୧୬ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତିନି ଓ୍ୱିକେଟ ବିନିମୟରେ ୧୨୩ ରନ କରିଛି। ଦଳ ପକ୍ଷରୁ ଡେଭନ ମିଚେଲ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୧୭/୩

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୪୮
    ଡେଭନ ମିଚେଲ : ୧୩

    ଭାରତ
    ୧୫ତମ ଓଭର (0,0,0,1,1,0)
    ବୋଲର : କୁଳଦୀପ ଯାଦବ

    ୧୫ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତିନି ଓ୍ୱିକେଟ ବିନିମୟରେ ୧୧୭ ରନ କରିଛି। ଦଳ ପକ୍ଷରୁ ଡେଭନ ମିଚେଲ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୧୫/୩

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୪୭
    ଡେଭନ ମିଚେଲ : ୧୨

    ଭାରତ
    ୧୪ତମ ଓଭର (0,0,4,4,2,1)
    ବୋଲର : ଶିବମ ମାଭି

    ୧୫ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତିନି ଓ୍ୱିକେଟ ବିନିମୟରେ ୧୧୫ ରନ କରିଛି। ଦଳ ପକ୍ଷରୁ ଡେଭନ ମିଚେଲ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୧୦୪/୩

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୪୭
    ଡେଭନ ମିଚେଲ : ୧

    ଭାରତ
    ୧୩ତମ ଓଭର (1,1,4,1,W,1)
    ବୋଲର : କୁଳଦୀପ ଯାଦବ

    ୧୩ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତିନି ଓ୍ୱିକେଟ ବିନିମୟରେ ୧୦୪ ରନ କରିଛି। ଦଳ ପକ୍ଷରୁ ଡେର ମିଚେଲ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ଭ୍ରମଣକାରୀ ଦଳର ତୃତୀୟ ଓ୍ୱିକେଟର ପତନ। ତୃତୀୟ ଓ୍ୱିକେଟ ଭାବେ ଗ୍ଲେନ ଫିଲିପ ଆଉଟ। ବ୍ୟକ୍ତିଗତ ଭାବେ ୧୭ ରନ କରି ଆଉଟ ହୋଇଛନ୍ତି। 

  • ନ୍ୟୁଜିଲାଣ୍ଡ
    ସ୍କୋର: ୯୬/୨

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୪୧
    ଗ୍ଲେନ ଫିଲିପ : ୧୬

    ଭାରତ
    ୧୨ତମ ଓଭର (1,0,4,0,1,4)
    ବୋଲର : ଦୀପକ ହୁଡ୍ଡା

    ୧୨ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦୁଇ ଓ୍ୱିକେଟ ବିନିମୟରେ ୯୬ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୮୬/୨

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୩୬
    ଗ୍ଲେନ ଫିଲିପ : ୧୧

    ଭାରତ
    ୧୧ତମ ଓଭର (1,4,1,0,0,1)
    ବୋଲର : କୁଳଦୀପ ଯାଦବ

    ୧୧ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୮୬ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୭୯/୨

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୩୧
    ଗ୍ଲେନ ଫିଲିପ : ୯

    ଭାରତ
    ଦଶମ ଓଭର (L1,1,1,1,1,1)
    ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

    ଦଶମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୭୯ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ

     

    ସ୍କୋର: ୭୩/୨

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୨୯
    ଗ୍ଲେନ ଫିଲିପ : ୬

    ଭାରତ
    ନବମ ଓଭର (1,1,1,0,0,0)
    ବୋଲର : କୁଳଦୀପ ଯାଦବ

    ନବମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୭୩ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୭୦/୨

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୨୭
    ଗ୍ଲେନ ଫିଲିପ : ୫

    ଭାରତ
    ଅଷ୍ଟମ ଓଭର (1,4,4,0,6,1)
    ବୋଲର : ଉମରାନ ମଲ୍ଲିକ

    ଅଷ୍ଟମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୫୪ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୫୪/୨

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୧୨
    ଗ୍ଲେନ ଫିଲିପ : ୪

    ଭାରତ
    ସପ୍ତମ ଓଭର (0,1,0,4,1,1)
    ବୋଲର : ଓ୍ୱାସିଂଟନ ସୁନ୍ଦର

    ସପ୍ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୫୪ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୪୭/୨

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୭
    ଗ୍ଲେନ ଫିଲିପ : ୨

    ଭାରତ
    ଷଷ୍ଠ ଓଭର (1,0,1,0,1,1)
    ବୋଲର : ଦୀପକ ହୁଡ୍ଡା

    ଷଷ୍ଠ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୪୭ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୩୭/୦

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୫
    ଗ୍ଲେନ ଫିଲିପ : ୧

    ଭାରତ
    ପଞ୍ଚମ ଓଭର (6,w,0,0,0,w)
    ବୋଲର : ଅର୍ଶଦୀପ ସିଂହ

    ପଞ୍ଚମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୩୭ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ୫ ରନ କରି ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡର ଦ୍ୱିତୀୟ ଓ୍ୱିକେଟର ପତନ। ଓ୍ୱାସିଂଟନ ସୁନ୍ଦରଙ୍କ ବଲରେ ମାର୍କ ଚାପମାନଙ୍କ ବଲରେ କ୍ୟାଚ ଆଉଟ ହୋଇଛନ୍ତି। ଖାତା ଖୋଲି ନ ପାରି ପାଭିଲିୟନ ଫେରିଛନ୍ତି ମାର୍କ ଚାପମାନ। ଗୋଟିଏ ଓଭରରେ ଦୁଇଟି ଓ୍ୱିକେଟ ହାତେଇଛନ୍ତି ଓ୍ୱାସିଂଟନ ସୁନ୍ଦର।

  • ନ୍ୟୁଜିଲାଣ୍ଡର ପ୍ରଥମ ଓ୍ୱିକେଟର ପତନ। ଓ୍ୱାସିଂଟନ ସୁନ୍ଦରଙ୍କ ବଲରେ ସୂର୍ଯ୍ୟଙ୍କ ହାତରେ କ୍ୟାଚ ଆଉଟ ହେଲେ ଫିନ ଆଲେନ। ବ୍ୟକ୍ତିଗତ ୩୫ ରନ କରି ପାଭିଲିୟନ ଫେରିଛନ୍ତି ଫିନ।

  • ନ୍ୟୁଜିଲାଣ୍ଡ
    ସ୍କୋର: ୩୭/୦

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୫
    ଫିନ ଆଲେନ : ୨୯

    ଭାରତ
    ଦ୍ୱିତୀୟ ଓଭର (6,0,0,0,4,1)
    ବୋଲର : ଅର୍ଶଦୀପ ସିଂହ

  • ନ୍ୟୁଜିଲାଣ୍ଡ
    ସ୍କୋର: ୨୬/୦

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୫
    ଫିନ ଆଲେନ : ୧୮

    ଭାରତ
    ଦ୍ୱିତୀୟ ଓଭର (0,0,0,1,1,1)
    ବୋଲର : ଓ୍ୱାସିଂଟନ ସୁନ୍ଦର

    ତୃତୀୟ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୨୬ ରନ କରିଛି। ଦଳ ପକ୍ଷରୁ ଫିନ ଆଲେନ ୧୮ ଓ ଡେଭନ କନଓ୍ୱେ ୫ ରନ କରି ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ
    ସ୍କୋର: ୨୩/୦

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୪
    ଫିନ ଆଲେନ : ୧୬

    ଭାରତ
    ଦ୍ୱିତୀୟ ଓଭର (0, wd,wd,0,4,1,4,0)
    ବୋଲର : ଅର୍ଶଦୀପ ସିଂହ

    ଦ୍ୱିତୀୟ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୨୩ ରନ କରିଛି। ଦଳ ପକ୍ଷରୁ ଫିନ ଆଲେନ ୧୬ ଓ ଡେଭନ କନଓ୍ୱେ ୪ ରନ କରି ଖେଳ ଜାରି ରଖିଛନ୍ତି।

  • ନ୍ୟୁଜିଲାଣ୍ଡ

    ସ୍କୋର: ୧୨/୦

    ବ୍ୟାଟସମ୍ୟାନ
    ଡେଭନ କନଓ୍ୱେ : ୦
    ଫିନ ଆଲେନ : ୧୧

    ଭାରତ
    ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ : ୦
    ଅତିରିକ୍ତ ବଲ : +୨ 
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୨
    ଚତୁର୍ଥ ବଲ : ୪
    ପଞ୍ଚମ ବଲ : ୪
    ଷଷ୍ଠ ବଲ : ୧

    ପ୍ରଥମ ଓଭର ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୧୨ ରନ କରିଛି। ଦଳ ପକ୍ଷରୁ ଫିନ ଆଲେନ ୧୧ ରନ କରି ଖେଳ ଜାରି ରଖିଛନ୍ତି। ଗୋଟିଏ ଅତିରିକ୍ତ ରନ ରହିଛି। 

  • ନ୍ୟୁଜିଲାଣ୍ଡ ଦଳ: ଡେଭନ କନଓ୍ୱେ, ଫିନ ଆଲେନ, ମାର୍କ ଚାପମାମ, ଡାରିଲ ମିଚେଲ, ଗ୍ଲେନ ଫିଲିପ, ମିଚେଲ ସେଣ୍ଟନର (ଅଧିନାୟକ), ମିଚେଲ ବ୍ରେସଓ୍ୱେଲ, ଇସ ସୋଢୀ, ଲକି ଫର୍ଗୁସନ, ଜାକବ ଡଫି, ବ୍ଲେୟାର ଟିକନର

  • ଭାରତର ପ୍ଲେଇଂ ଇଲେଭେନ: ଶୁବମନ ଗିଲ, ଇଶାନ କିଶାନ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦିପକ ହୁଡ୍ଡା, ଓ୍ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଶିବମ ମାଭି, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ ।

  • ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି। ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ।

  • ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link