IND Vs SL T20 LIVE: ଚମକିଲେ ସୂର୍ଯ୍ୟ, ଟିମ ଇଣ୍ଡିଆର ବିଶାଳ ବିଜୟ

ଜୀ ଓଡ଼ିଶା ଡେସ୍କ Jan 07, 2023, 22:14 PM IST

ସିରିଜର ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ରାଜକୋଟସ୍ଥିତ ଏସସିଏ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆକୁ ୧୬ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ​​ଯେଉଁଥିପାଇଁ ସିରିଜ୍ ୧-୧ରେ ବରାବର ରହିଛି। ବର୍ତ୍ତମାନ ଏହି ମ୍ୟାଚ୍ ବେଶ ଦମଦାର ହେବାର ସମ୍ଭାବନା ରହିଛି। ଯେ

India Vs Sri Lanka LIVE Updates: ସିରିଜର ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ରାଜକୋଟସ୍ଥିତ ଏସସିଏ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆକୁ ୧୬ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ​​ଯେଉଁଥିପାଇଁ ସିରିଜ୍ ୧-୧ରେ ବରାବର ରହିଛି। ବର୍ତ୍ତମାନ ଏହି ମ୍ୟାଚ୍ ବେଶ ଦମଦାର ହେବାର ସମ୍ଭାବନା ରହିଛି। ଯେଉଁ ଦଳ ଏହି ମ୍ୟାଚ ଜିତିବ ସେହି ଦଳ ସିରିଜ ହାତେଇବ।

नवीनतम अद्यतन

  • ଶ୍ରୀଲଙ୍କାକୁ ୯୧ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି ଭାରତ। ଏହା ସହିତ ସିରିଜ କବଜା କରିଛି ଘରୋଇ ଦଳ।

    ସ୍କୋର
    ଶ୍ରୀଲଙ୍କା: ୧୩୫/୯

    ବ୍ୟାଟସମ୍ୟାନ
    କାସୁନ ରଜିଥା : ୮
    ଦାସୁନ ଶନାକା : ୨୩

    ୧୬ତମ ଓଭର
    ବୋଲର: ଉମରାନ ମଲ୍ଲିକ

    ପ୍ରଥମ ବଲ: ଓ୍ୱିକେଟ
    ଅତିରିକ୍ତ ବଲ: ୧
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ଓ୍ୱିକେଟ
    ଚତୁର୍ଥ ବଲ: 
    ପଞ୍ଚମ ବଲ: 
    ଷଷ୍ଠ ବଲ: 

     

  • ସ୍କୋର
    ଶ୍ରୀଲଙ୍କା: ୧୩୫/୮

    ବ୍ୟାଟସମ୍ୟାନ
    କାସୁନ ରଜିଥା : ୮
    ଦାସୁନ ଶନାକା : ୨୩

    ୧୬ତମ ଓଭର
    ବୋଲର: ଉମରାନ ମଲ୍ଲିକ

    ପ୍ରଥମ ବଲ: ୧
    ଅତିରିକ୍ତ ବଲ: ଓ୍ୱାଇଡ଼
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ଓ୍ୱିକେଟ
    ଚତୁର୍ଥ ବଲ: ୪
    ପଞ୍ଚମ ବଲ: ୪
    ଷଷ୍ଠ ବଲ: ୦

  • ସ୍କୋର
    ଶ୍ରୀଲଙ୍କା: ୧୨୫/୭

    ବ୍ୟାଟସମ୍ୟାନ
    ମାହିଶ ଥିକସାଣା : ୨
    ଦାସୁନ ଶନାକା : ୨୨

    ୧୫ତମ ଓଭର
    ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ଓ୍ୱିକେଟ
    ଚତୁର୍ଥ ବଲ: ୦
    ପଞ୍ଚମ ବଲ: ୦
    ଷଷ୍ଠ ବଲ: ୨

  • ସ୍କୋର
    ଶ୍ରୀଲଙ୍କା: ୧୨୨/୬

    ବ୍ୟାଟସମ୍ୟାନ
    ଚାମିକା କରୁଣାରତ୍ନେ : ୦ 
    ଦାସୁନ ଶନାକା : ୨୧

    ୧୪ତମ ଓଭର
    ବୋଲର: ୟୁଜୁବେନ୍ଦ୍ର ଚହଲ

    ପ୍ରଥମ ବଲ: ୨
    ଦ୍ୱିତୀୟ ବଲ: ୬
    ତୃତୀୟ ବଲ: ୦
    ଚତୁର୍ଥ ବଲ: ୬
    ପଞ୍ଚମ ବଲ: ୦
    ଷଷ୍ଠ ବଲ: ୧

  • ସ୍କୋର
    ଶ୍ରୀଲଙ୍କା: ୧୦୭/୬

    ବ୍ୟାଟସମ୍ୟାନ
    ଓ୍ୱାହିନ୍ଦୁ ହାସରଙ୍ଗା : ୯
    ଦାସୁନ ଶନାକା : ୬

    ୧୩ତମ ଓଭର
    ବୋଲର: ଉମରାନ ମଲ୍ଲିକ

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୦
    ଚତୁର୍ଥ ବଲ: ୦
    ପଞ୍ଚମ ବଲ: ୪
    ଷଷ୍ଠ ବଲ: ଓ୍ୱିକେଟ

  • ସ୍କୋର
    ଶ୍ରୀଲଙ୍କା: ୯୪/୪

    ବ୍ୟାଟସମ୍ୟାନ
    ଓ୍ୱାହିନ୍ଦୁ ହାସରଙ୍ଗା :  ୪
    ଦାସୁନ ଶନାକା: ୫

    ୧୨ତମ ଓଭର
    ବୋଲର: ୟୁଜୁବେନ୍ଦ୍ର ଚହଲ

    ପ୍ରଥମ ବଲ: ୧
    ଅତିରିକ୍ତ ବଲ: ଓ୍ୱାଇଡ଼
    ଦ୍ୱିତୀୟ ବଲ: ଓ୍ୱିକେଟ
    ତୃତୀୟ ବଲ: ୨
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୧

  • ସ୍କୋର
    ଶ୍ରୀଲଙ୍କା: ୯୪/୪

    ବ୍ୟାଟସମ୍ୟାନ
    ଧନଞ୍ଜୟ ଡି ସିଲଭା: ୨୨
    ଦାସୁନ ଶନାକା: ୩

    ୧୧ତମ ଓଭର
    ବୋଲର: ଅକ୍ଷର ପଟେଲ

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୧
    ଚତୁର୍ଥ ବଲ: ୦
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୦

  • ସ୍କୋର
    ଶ୍ରୀଲଙ୍କା: ୯୧/୪

    ବ୍ୟାଟସମ୍ୟାନ
    ଧନଞ୍ଜୟ ଡି ସିଲଭା: ୨୧
    ଦାସୁନ ଶନାକା: ୧

    ଦଶମ ଓଭର
    ବୋଲର: ୟୁଜୁବେନ୍ଦ୍ର ଚହଲ

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ଓ୍ୱିକେଟ
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୦
    ଷଷ୍ଠ ବଲ: ୬

  • ସ୍କୋର
    ଶ୍ରୀଲଙ୍କା: ୮୩/୩

    ବ୍ୟାଟସମ୍ୟାନ
    ଚାରିଥ ଆସଲାଙ୍କା : ୧୯
    ଧନଞ୍ଜୟ ଫର୍ଣ୍ଣାଣ୍ଡୋ : ୧୪

    ନବମ ଓଭର
    ବୋଲର: ଅକ୍ଷର ପଟେଲ

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୬
    ତୃତୀୟ ବଲ: ୦
    ଅତିରିକ୍ତ ବଲ: ଓ୍ୱାଇଡ଼
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୦

  • ସ୍କୋର
    ଶ୍ରୀଲଙ୍କା: ୭୩/୩

    ବ୍ୟାଟସମ୍ୟାନ
    ଚାରିଥ ଆସଲାଙ୍କା : ୧୨
    ଧନଞ୍ଜୟ ଫର୍ଣ୍ଣାଣ୍ଡୋ : ୧୨

    ଅଷ୍ଟମ ଓଭର
    ବୋଲର: ଉମରାନ ମଲ୍ଲିକ

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୧
    ଚତୁର୍ଥ ବଲ: ୧
    ଅତିରିକ୍ତ ବଲ: ଓ୍ୱାଇଡ଼
    ଅତିରିକ୍ତ ବଲ: ଓ୍ୱାଇଡ଼
    ପଞ୍ଚମ ବଲ: ୪
    ଅତିରିକ୍ତ ବଲ: ନୋ ବଲ
    ଷଷ୍ଠ ବଲ: ୪

  • ସ୍କୋର
    ଶ୍ରୀଲଙ୍କା: ୫୮/୩

    ବ୍ୟାଟସମ୍ୟାନ
    ଚାରିଥ ଆସଲାଙ୍କା : ୬
    ଧନଞ୍ଜୟ ଫର୍ଣ୍ଣାଣ୍ଡୋ : ୬

    ସପ୍ତମ ଓଭର
    ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ: ଓ୍ୱିକେଟ
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ୪
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୧

  • ସ୍କୋର
    ଶ୍ରୀଲଙ୍କା: ୫୧/୨

    ବ୍ୟାଟସମ୍ୟାନ
    ଅଭିଷ୍କା ଫର୍ଣ୍ଣାଣ୍ଡୋ : ୧
    ଧନଞ୍ଜୟ ଫର୍ଣ୍ଣାଣ୍ଡୋ : ୫

    ଷଷ୍ଠ ଓଭର
    ବୋଲର: ଅକ୍ଷର ପଟେଲ

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ଓ୍ୱିକେଟ
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୧
    ଅତିରିକ୍ତ ବଲ: ଓ୍ୱାଇଡ଼
    ଷଷ୍ଠ ବଲ: ୪

  • ଶ୍ରୀଲଙ୍କାର ଦ୍ୱିତୀୟ ଓ୍ୱିକେଟର ପତନ। ପାଥମ ନିଶାଙ୍କାଙ୍କୁ ଆଉଟ କଲେ ଅର୍ଶଦୀପ ସିଂହ। 

  • ସ୍କୋର
    ଶ୍ରୀଲଙ୍କା: ୪୪/୧

    ବ୍ୟାଟସମ୍ୟାନ
    ଅଭିଷ୍କା ଫର୍ଣ୍ଣାଣ୍ଡୋ : ୧୫
    ପାଥମ ନିଶାଙ୍କା : ୧୦

    ପଞ୍ଚମ ଓଭର
    ବୋଲର: ଅକ୍ଷର ପଟେଲ

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୪
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ଓ୍ୱିକେଟ
    ଷଷ୍ଠ ବଲ: ୦

  • ଶ୍ରୀଲଙ୍କାର ପ୍ରଥମ ଓ୍ୱିକେଟର ପତନ। କୁଶଲ ମେଣ୍ଡିସଙ୍କୁ ଆଉଟ କଲେ ଅକ୍ଷର। 

  • ସ୍କୋର
    ଶ୍ରୀଲଙ୍କା: ୩୭/୦

    ବ୍ୟାଟସମ୍ୟାନ
    କୁଶାଲ ମେଣ୍ଡିସ: ୨୨
    ପାଥମ ନିଶାଙ୍କା: ୧୦

    ଚତୁର୍ଥ ଓଭର
    ବୋଲର: ଶିବମ ମାଭି

    ପ୍ରଥମ ବଲ: ୪
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ୦
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୦
    ଷଷ୍ଠ ବଲ: ୧

  • ସ୍କୋର
    ଶ୍ରୀଲଙ୍କା: ୩୧/୦

    ବ୍ୟାଟସମ୍ୟାନ
    କୁଶାଲ ମେଣ୍ଡିସ: ୧୭
    ପାଥମ ନିଶାଙ୍କା: ୯

    ତୃତୀୟ ଓଭର
    ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୬
    ତୃତୀୟ ବଲ: ୬
    ଅତିରିକ୍ତ ବଲ: ଓ୍ୱାଇଡ଼
    ଚତୁର୍ଥ ବଲ: ୦
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୦

  • ସ୍କୋର
    ଶ୍ରୀଲଙ୍କା: ୧୭/୦

    ବ୍ୟାଟସମ୍ୟାନ
    କୁଶାଲ ମେଣ୍ଡିସ: ୪
    ପାଥମ ନିଶାଙ୍କା: ୯

    ଦ୍ୱିତୀୟ ଓଭର
    ବୋଲର: ଅର୍ଶଦୀପ ସିଂହ

    ପ୍ରଥମ ବଲ: ୪
    ଅତିରିକ୍ତ ବଲ: ଓ୍ୱାଇଡ଼
    ଅତିରିକ୍ତ ବଲ: ଓ୍ୱାଇଡ଼
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ୪
    ଚତୁର୍ଥ ବଲ: ୦
    ଅତିରିକ୍ତ ବଲ: ଓ୍ୱାଇଡ଼
    ପଞ୍ଚମ ବଲ: ୦
    ଷଷ୍ଠ ବଲ: ୦

  • ସ୍କୋର
    ଶ୍ରୀଲଙ୍କା: ୬/୦

    ବ୍ୟାଟସମ୍ୟାନ
    କୁଶାଲ ମେଣ୍ଡିସ: ୪
    ପାଥମ ନିଶାଙ୍କା: ୧

    ପ୍ରଥମ ଓଭର
    ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୦
    ଅତିରିକ୍ତ ବଲ: ଓ୍ୱାଇଡ଼
    ଚତୁର୍ଥ ବଲ: ୪
    ପଞ୍ଚମ ବଲ: ୦
    ଷଷ୍ଠ ବଲ: ୦

  • ସ୍କୋର
    ଭାରତ: ୨୨୮/୫

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୧୧୨
    ଅକ୍ଷର ପଟେଲ: ୨୧

    ୨୦ତମ ଓଭର
    ବୋଲର: ଚାମିକା କରୁଣାରତ୍ନେ

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୬
    ତୃତୀୟ ବଲ: ୦
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୪

  • ସ୍କୋର
    ଭାରତ: ୨୧୨/୫

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୧୦୧
    ଅକ୍ଷର ପଟେଲ: ୧୬

    ୧୯ତମ ଓଭର
    ବୋଲର: କାସୁନ ରଜିଥା

    ପ୍ରଥମ ବଲ: ୧
    ଅତିରିକ୍ତ ବଲ: ଓ୍ୱାଇଡ଼
    ଦ୍ୱିତୀୟ ବଲ: ୪
    ତୃତୀୟ ବଲ: ୪
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୪

  • ସ୍କୋର
    ଭାରତ: ୨୦୦/୫

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୯୯
    ଅକ୍ଷର ପଟେଲ: ୭

    ୧୮ତମ ଓଭର
    ବୋଲର: ମାହିସ ଥିକସାଣା

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୧
    ଚତୁର୍ଥ ବଲ: ୨
    ପଞ୍ଚମ ବଲ: ୦
    ଷଷ୍ଠ ବଲ: ୧

  • ସ୍କୋର
    ଭାରତ: ୧୯୪/୫

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୯୫
    ଅକ୍ଷର ପଟେଲ: ୫

    ୧୭ତମ ଓଭର
    ବୋଲର: ଦିଲସାନ ମାଣ୍ଡୁଶକା

    ପ୍ରଥମ ବଲ: ୬
    ଦ୍ୱିତୀୟ ବଲ: ୪
    ତୃତୀୟ ବଲ: ୧
    ଚତୁର୍ଥ ବଲ: ଓ୍ୱିକେଟ
    ପଞ୍ଚମ ବଲ: ୪
    ଷଷ୍ଠ ବଲ: ୧

  • ଭାରତର ପଞ୍ଚମ ଓ୍ୱିକେଟର ପତନ। ଦୀପକ ହୁଡ୍ଡା ମାତ୍ର  ୪ ରନ କରି ପାଭିଲିୟନ ଫେରିଲେ ଦୀପକ ହୁଡ୍ଡା। 

  • ସ୍କୋର
    ଭାରତ: ୧୭୮/୪

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୭୭
    ଦୀପକ ହୁଡ୍ଡା: ୪

    ୧୬ତମ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ: ୨
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୬
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ଓ୍ୱିକେଟ
    ଷଷ୍ଠ ବଲ: ୪

    ଚତୁର୍ଥ ଓ୍ୱିକେଟ ଭାବେ ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହରାଇଛି। ମାତ୍ର ୪ ରନ କରି ପାଭିଲିୟନ ଫେରିଛନ୍ତି ହାର୍ଦ୍ଦିକ। 

  • ସ୍କୋର
    ଭାରତ: ୧୬୪/୩

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୭୭
    ହାର୍ଦ୍ଦିକ ପାଣ୍ଡ୍ୟା: ୧

    ୧୫ତମ ଓଭର
    ବୋଲର: ମାହିଶ ଥିକସାଣା

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୬
    ତୃତୀୟ ବଲ: ୨
    ଚତୁର୍ଥ ବଲ: ଓ୍ୱିକେଟ
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୦

  • ଭାରତର ତୃତୀୟ ଓ୍ୱିକେଟର ପତନ। ହାସରଙ୍ଗାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଲେ ଶୁବମନ। 

  • ସ୍କୋର
    ଭାରତ: ୧୫୪/୨

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୭୭
    ଶୁବମନ ଗିଲ: ୩୮

    ୧୪ତମ ଓଭର
    ବୋଲର: ମାହିଶ ଥିକସାଣା

    ପ୍ରଥମ ବଲ: ୨
    ଦ୍ୱିତୀୟ ବଲ: ୪
    ତୃତୀୟ ବଲ: ୬
    ଚତୁର୍ଥ ବଲ: ୬
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୪

  • ସ୍କୋର
    ଭାରତ: ୧୩୧/୨

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୫୮
    ଶୁବମନ ଗିଲ: ୩୪

    ୧୩ଶ ଓଭର
    ବୋଲର:  ଦିଲସାନ ମଧୁଶଙ୍କା

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୬
    ତୃତୀୟ ବଲ: ୦
    ଚତୁର୍ଥ ବଲ: ୪
    ପଞ୍ଚମ ବଲ: ୬
    ଷଷ୍ଠ ବଲ: ୧

  • ସ୍କୋର
    ଭାରତ: ୧୧୩/୨

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୪୧
    ଶୁବମନ ଗିଲ: ୩୩

    ୧୨ଶ ଓଭର
    ବୋଲର:  ଓ୍ୱାହିନ୍ଦୁ ହାସରଙ୍ଗା

    ପ୍ରଥମ ବଲ: ୨
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୧
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୨
    ଷଷ୍ଠ ବଲ: ୨

  • ସ୍କୋର
    ଭାରତ: ୧୦୪/୨

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୩୬
    ଶୁବମନ ଗିଲ: ୨୯

    ୧୧ଶ ଓଭର
    ବୋଲର:  ଚାମିକା କରୁଣାରତ୍ନେ

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ୪
    ଚତୁର୍ଥ ବଲ: ୬
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୧

  • ସ୍କୋର
    ଭାରତ: ୯୨/୨

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୨୪
    ଶୁବମନ ଗିଲ: ୨୮

    ଦଶମ ଓଭର
    ବୋଲର:  ମାହିସ ଥିକସାଣା

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୧
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୨
    ଷଷ୍ଠ ବଲ: ୧

  • ସ୍କୋର
    ଭାରତ: ୮୫/୨

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୨୦
    ଶୁବମନ ଗିଲ: ୨୬

    ନବମ ଓଭର
    ବୋଲର:  ଓ୍ୱାହିନ୍ଦୁ ହାସରଙ୍ଗା

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ୧
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୪
    ଷଷ୍ଠ ବଲ: ୧

  • ସ୍କୋର
    ଭାରତ: ୭୬/୨

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୧୪
    ଶୁବମନ ଗିଲ: ୨୪

    ଅଷ୍ଟମ ଓଭର
    ବୋଲର:  ଚାମିକା କରୁଣାରତ୍ନେ

    ପ୍ରଥମ ବଲ: ୪
    ଦ୍ୱିତୀୟ ବଲ: ୬
    ତୃତୀୟ ବଲ: ୧
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୧

  • ସ୍କୋର
    ଭାରତ: ୬୩/୨

    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୨
    ଶୁବମନ ଗିଲ: ୨୨

    ସପ୍ତମ ଓଭର
    ବୋଲର:  ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୧
    ଚତୁର୍ଥ ବଲ: ୧
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୬

  • ସ୍କୋର
    ଭାରତ: ୫୩/୨
    ବ୍ୟାଟସମ୍ୟାନ
    ସୂର୍ଯ୍ୟକୁମାର ଯାଦବ: ୦
    ଶୁବମନ ଗିଲ: ୧୩

    ଷଷ୍ଠ ଓଭର
    ବୋଲର:  ଚାମିକା କରୁଣାରତ୍ନେ

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୧
    ତୃତୀୟ ବଲ: ୬
    ଚତୁର୍ଥ ବଲ: ୬
    ପଞ୍ଚମ ବଲ: ଓ୍ୱିକେଟ
    ଅତିରିକ୍ତ ବଲ: ଓ୍ୱାଇଡ଼
    ଷଷ୍ଠ ବଲ: ୦

  • ଭାରତର ଦ୍ୱିତୀୟ ଓ୍ୱିକେଟର ପତନ। ଚାମିକା କରୁଣାରତ୍ନେଙ୍କ ବଲରେ ରାହୁଲ ତ୍ରିପାଠୀ ଆଉଟ। ୩୫ ରନ କରି ପାଭିଲିୟନ ଫେରିଲେ ରାହୁଲ। 

  • ସ୍କୋର
    ଭାରତ: ୩୯/୧

    ବ୍ୟାଟସମ୍ୟାନ
    ରାହୁଲ ତ୍ରିପାଠୀ: ୨୩
    ଶୁବମନ ଗିଲ: ୧୩

    ପଞ୍ଚମ ଓଭର
    ବୋଲର:  ମାହିଶ ଥିକସାଣା

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୪
    ତୃତୀୟ ବଲ: ୪
    ଚତୁର୍ଥ ବଲ: ୦
    ପଞ୍ଚମ ବଲ: ୦
    ଷଷ୍ଠ ବଲ: ୪

  • ସ୍କୋର
    ଭାରତ: ୧୭/୧

    ବ୍ୟାଟସମ୍ୟାନ
    ରାହୁଲ ତ୍ରିପାଠୀ: ୧୧
    ଶୁବମନ ଗିଲ: ୧୩

    ଚତୁର୍ଥ ଓଭର
    ବୋଲର: କାସୁନ ରଜିଥା

    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ୨
    ଚତୁର୍ଥ ବଲ: ୦
    ପଞ୍ଚମ ବଲ: ୧
    ଷଷ୍ଠ ବଲ: ୧

  • ସ୍କୋର
    ଭାରତ: ୭/୧

    ବ୍ୟାଟସମ୍ୟାନ
    ରାହୁଲ ତ୍ରିପାଠୀ: ୯
    ଶୁବମନ ଗିଲ: ୧୦

    ତୃତୀୟ ଓଭର
    ବୋଲର: ଦିଲସାନ ମଧୁଶଙ୍କା

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୪
    ତୃତୀୟ ବଲ: ୧
    ଚତୁର୍ଥ ବଲ: ୦
    ପଞ୍ଚମ ବଲ: ୬
    ଷଷ୍ଠ ବଲ: ୪

  • ସ୍କୋର
    ଭାରତ: ୭/୧

    ବ୍ୟାଟସମ୍ୟାନ
    ରାହୁଲ ତ୍ରିପାଠୀ: ୪
    ଶୁବମନ ଗିଲ: ୧

    ଦ୍ୱିତୀୟ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ: ୦
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ୦
    ଚତୁର୍ଥ ବଲ: ୦
    ପଞ୍ଚମ ବଲ: ୦
    ଷଷ୍ଠ ବଲ: ୦

  • ସ୍କୋର
    ଭାରତ: ୭/୧

    ବ୍ୟାଟସମ୍ୟାନ
    ରାହୁଲ ତ୍ରିପାଠୀ: ୪
    ଶୁବମନ ଗିଲ: ୧

    ପ୍ରଥମ ଓଭର
    ବୋଲର: ଦିଲସାନ ମଧୁଶଙ୍କା

    ଅତିରିକ୍ତ ବଲ: ଓ୍ୱାଇଡ଼
    ପ୍ରଥମ ବଲ: ୧
    ଦ୍ୱିତୀୟ ବଲ: ୦
    ତୃତୀୟ ବଲ: ୧
    ଚତୁର୍ଥ ବଲ: ଓ୍ୱିକେଟ
    ପଞ୍ଚମ ବଲ: ୦
    ଷଷ୍ଠ ବଲ: ୪

  • ଶ୍ରୀଲଙ୍କା ଟିମ୍ ପ୍ଲେଇଂ ଇଲେଭେନ୍: ପାଥୁମ୍ ନିସଙ୍କା, କୁସାଲ ମେଣ୍ଡିସ୍ (WK), ଅଭିସ୍କା ଫର୍ନାଣ୍ଡୋ, ଧନଞ୍ଜୟ ଡି ସିଲଭା, ଚାରିଥ ଆସାଲଙ୍କା, ଦାସୁନ୍ ଶାନାକା (ଅଧିନାୟକ), ୱାନିଣ୍ଡୁ ହାସରାଙ୍ଗା, ଚାମିକା କରୁଣାତ୍ନେ, ମହେଶ ଥିଶାନା, କାସୁନ୍ ରାଜିତା, ଦିଲସାନ ମଧୁଶଙ୍କା

  • ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ: ଇଶାନ କିଶନ (wk), ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ୍ଡା, ଅକ୍ସର ପଟେଲ, ଶିବମ ମାଭି, ଉମ୍ରାନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ

  • ନମସ୍କାର!
    ନମସ୍କାର! ଜି ଓଡ଼ିଶା ନ୍ୟୁଜ୍ ର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗ୍ ରେ, ଆମେ ଆପଣଙ୍କୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ତୃତୀୟ ମ୍ୟାଚ୍ ର ଲଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link