India Vs New Zealand: ୪ ୱିକେଟରେ ଜିତିଲା ଭାରତ

ଜୀ ଓଡ଼ିଶା ଡେସ୍କ Sun, 22 Oct 2023-10:48 pm,

Zee Odisha କ୍ରିକେଟ ବିଶ୍ୱକପ୍ ୨୦୨୩ ଲାଇଭ ବ୍ଲଗରେ ଆପଣଙ୍କୁ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚର ଅପଡେଟ ଆମେ ଦେଇ ଆସୁଥିଲୁ। ଏହି ମ୍ୟାଚରେ ଭାରତ ୪ ଓ୍ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।

ଆଜିର ଲାଇଭ ବ୍ଲଗରେ ଆପଣଙ୍କୁ ଆମେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମ୍ପର୍କିତ ଟିକିନିଖ ଅପଡେଟ ପ୍ରଦାନ କରୁଥିଲୁ। ଏହି ମ୍ୟାଚରେ ଭାରତ ୪ ଓ୍ୱିକେଟରେ କିଓ୍ୱି ଦଳକୁ ପରାସ୍ତ କରିଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କିୱି ଦଳ ଧାର୍ଯ୍ୟ ଓଭରରେ ୨୭୩ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ ଦୁଇ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ବିରାଟ ୯୫ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ।


ଧନ୍ୟବାଦ। ଶୁଭରାତ୍ରୀ

नवीनतम अद्यतन

  • ଆଜିର ଲାଇଭ ବ୍ଲଗରେ ଆପଣଙ୍କୁ ଆମେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମ୍ପର୍କିତ ଟିକିନିଖ ଅପଡେଟ ପ୍ରଦାନ କରୁଥିଲୁ। ଏହି ମ୍ୟାଚରେ ଭାରତ ୪ ଓ୍ୱିକେଟରେ କିଓ୍ୱି ଦଳକୁ ପରାସ୍ତ କରିଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କିୱି ଦଳ ଧାର୍ଯ୍ୟ ଓଭରରେ ୨୭୩ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ ଦୁଇ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ବିରାଟ ୯୫ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ଆଜିର ଲାଇଭ ବ୍ଲଗକୁ ଏଠାରେ ସମାପ୍ତ କରୁଛୁ। 

    ଧନ୍ୟବାଦ। ଶୁଭରାତ୍ରୀ

  • IND VS NZ Live Score: ୪ ଓ୍ୱିକେଟରେ ଜିତିଲା ଭାରତ 

    ବିଶ୍ୱକପରେ ଭାରତ ତାର ବିଜୟ ଯାତ୍ରା ଅବ୍ୟାହତି ଜାରି ରଖିଛି। ଧର୍ମଶାଳାରେ ଖେଳାଯାଉଥିବା ମ୍ୟାଚରେ ନ୍ୟୁଜିଲାଣ୍ଡର ବିଜୟ ଧାରାରେ ବ୍ରେକ ଲଗାଇଛି ଭାରତ। ୨ ଓଭର ବାକି ଥାଇ ବିଜୟ ହାସଲ କରିନେଇଛି ଦଳ। 

    ନ୍ୟୁଜିଲାଣ୍ଡ: 273/10
    ଭାରତ: 274/06

    ମହମ୍ମଦ ଶାମି: 01
    ରବୀନ୍ଦ୍ର ଜାଡ଼େଜା: 39

    ନ୍ୟୁଜିଲାଣ୍ଡ
    ବୋଲର: ମ୍ୟାଚ ହେନରୀ

    48ତମ ଓଭର
    2.0.0.W.1.4

    ଶେଷ ଓ୍ୱିକେଟ
    ବିରାଟ କୋହଲି: 95

  • IND VS NZ Live Score: ବିଜୟ ଲକ୍ଷ୍ୟ ଅଭିମୁଖେ ଭାରତ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 267/05

    ବିରାଟ କୋହଲି: 93
    ରବୀନ୍ଦ୍ର ଜାଡ଼େଜା: 35

    ନ୍ୟୁଜିଲାଣ୍ଡ
    ବୋଲର: ଟ୍ରେଣ୍ଟ ବୋଲ୍ଟ

    47ତମ ଓଭର
    6.0.4.0.Wd.1.0 

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ବିଜୟ ଲକ୍ଷ୍ୟ ଅଭିମୁଖେ ଭାରତ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 255/05

    ବିରାଟ କୋହଲି: 82
    ରବୀନ୍ଦ୍ର ଜାଡ଼େଜା: 35

    ନ୍ୟୁଜିଲାଣ୍ଡ
    ବୋଲର: ରଚିନ ରବୀନ୍ଦ୍ର

    46ତମ ଓଭର
    1.1.Wd.1.1.1.1

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ବିଜୟ ଲକ୍ଷ୍ୟ ଅଭିମୁଖେ ଭାରତ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 248/05

    ବିରାଟ କୋହଲି: 79
    ରବୀନ୍ଦ୍ର ଜାଡ଼େଜା: 32

    ନ୍ୟୁଜିଲାଣ୍ଡ
    ବୋଲର: ଟ୍ରେଣ୍ଟ ବୋଲ୍ଟ

    45ତମ ଓଭର
    0.1.0.1.0.1

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ବିଜୟ ଲକ୍ଷ୍ୟ ଅଭିମୁଖେ ଭାରତ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 245/05

    ବିରାଟ କୋହଲି: 78
    ରବୀନ୍ଦ୍ର ଜାଡ଼େଜା: 30

    ନ୍ୟୁଜିଲାଣ୍ଡ
    ବୋଲର: ରଚିନ ରବୀନ୍ଦ୍ର

    44ତମ ଓଭର
    0.0.0.0.1.1

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ବିଜୟ ଲକ୍ଷ୍ୟ ଅଭିମୁଖେ ଭାରତ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 243/05

    ବିରାଟ କୋହଲି: 77
    ରବୀନ୍ଦ୍ର ଜାଡ଼େଜା: 29

    ନ୍ୟୁଜିଲାଣ୍ଡ
    ବୋଲର: ରଚିନ ରବୀନ୍ଦ୍ର

    43ତମ ଓଭର
    1.0.1.0.1.1

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ବିଜୟ ଲକ୍ଷ୍ୟ ଅଭିମୁଖେ ଭାରତ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 239/05

    ବିରାଟ କୋହଲି: 75
    ରବୀନ୍ଦ୍ର ଜାଡ଼େଜା: 27

    ନ୍ୟୁଜିଲାଣ୍ଡ
    ବୋଲର: ରଚିନ ରବୀନ୍ଦ୍ର

    42ତମ ଓଭର
    0.6.1.1.0.1

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 230/05

    ବିରାଟ କୋହଲି: 74
    ରବୀନ୍ଦ୍ର ଜାଡ଼େଜା: 19

    ନ୍ୟୁଜିଲାଣ୍ଡ
    ବୋଲର: ମିଚେଲ ସାଣ୍ଟନର

    41ତମ ଓଭର
    1.2.0.0.1.1

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 225/05

    ବିରାଟ କୋହଲି: 71
    ରବୀନ୍ଦ୍ର ଜାଡ଼େଜା: 17

    ନ୍ୟୁଜିଲାଣ୍ଡ
    ବୋଲର: ମ୍ୟାଟ ହେନରୀ

    40ତମ ଓଭର
    1.0.0.1.1.0

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 222/05

    ବିରାଟ କୋହଲି: 70
    ରବୀନ୍ଦ୍ର ଜାଡ଼େଜା: 15

    ନ୍ୟୁଜିଲାଣ୍ଡ
    ବୋଲର: ଗ୍ଲେନ ଫିଲିପ୍ସ

    39ତମ ଓଭର
    1.1.0.1.1.1

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 217/05

    ବିରାଟ କୋହଲି: 68
    ରବୀନ୍ଦ୍ର ଜାଡ଼େଜା: 12

    ନ୍ୟୁଜିଲାଣ୍ଡ
    ବୋଲର: ଲକି ଫର୍ଗୁସନ

    38ତମ ଓଭର
    1.2.0.0.1.Wd.4

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 208/05

    ବିରାଟ କୋହଲି: 63
    ରବୀନ୍ଦ୍ର ଜାଡ଼େଜା: 09

    ନ୍ୟୁଜିଲାଣ୍ଡ
    ବୋଲର: ଗ୍ଲେନ ଫିଲିପ

    37ତମ ଓଭର
    4.1.0.0.1.1

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 201/05

    ବିରାଟ କୋହଲି: 57
    ରବୀନ୍ଦ୍ର ଜାଡ଼େଜା: 08

    ନ୍ୟୁଜିଲାଣ୍ଡ
    ବୋଲର: ମିଚେଲ ସାଣ୍ଟନର

    36ତମ ଓଭର
    1.0.4.4.0.0

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 192/05

    ବିରାଟ କୋହଲି: 56
    ରବୀନ୍ଦ୍ର ଜାଡ଼େଜା: 00

    ନ୍ୟୁଜିଲାଣ୍ଡ
    ବୋଲର: ମିଚେଲ ସାଣ୍ଟନର

    35ତମ ଓଭର
    1.0.0.0.0.0

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 191/05

    ବିରାଟ କୋହଲି: 55
    ରବୀନ୍ଦ୍ର ଜାଡ଼େଜା: 00

    ନ୍ୟୁଜିଲାଣ୍ଡ
    ବୋଲର: ଟ୍ରେଣ୍ଟ ବୋଲ୍ଟ

    34ତମ ଓଭର
    0.2.2.1.W.0

    ଶେଷ ଓ୍ୱିକେଟ
    ସୂର୍ଯ୍ୟକୁମାର ଯାଦବ: 2

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 186/04

    ବିରାଟ କୋହଲି: 50
    ସୂର୍ଯ୍ୟକୁମାର ଯାଦବ: 02

    ନ୍ୟୁଜିଲାଣ୍ଡ
    ବୋଲର: ମିଚେଲ ସାଣ୍ଟନର

    33ତମ ଓଭର
    W.1.1.0.1.1

    ଶେଷ ଓ୍ୱିକେଟ
    କେଏଲ ରାହୁଲ: 27

    ଅର୍ଦ୍ଧଶତକ ପୂରଣ କଲେ ବିରାଟ କୋହଲି। ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି କୋହଲି ୫୦ ରନ ପୂରଣ କରି ଅପରାଜିତ ରହିଛନ୍ତି। 

  • IND VS NZ Live Score: ଭାରତର ଚତୁର୍ଥ ଓ୍ୱିକେଟର ପତନ

    ଭାରତକୁ ଚତୁର୍ଥ ଝଟକା। ଚତୁର୍ଥ ଓ୍ୱିକେଟ ଭାବେ କେଏଲ ରାହୁଲ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ବ୍ୟକ୍ତିଗତ ଭାବେ ୨୭ ରନ କରି ସାଣ୍ଟନରଙ୍କ ବଲରେ ଆଉଟ ହୋଇଛନ୍ତି ରାହୁଲ।

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 182/03

    ବିରାଟ କୋହଲି: 48
    କେଏଲ ରାହୁଲ: 27

    ନ୍ୟୁଜିଲାଣ୍ଡ
    ବୋଲର: ଟ୍ରେଣ୍ଟ ବୋଲ୍ଟ

    32ତମ ଓଭର
    1.2.0.0.1.4

    ଶେଷ ଓ୍ୱିକେଟ
    ଶ୍ରେୟାସ ଆୟାର: 33

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 174/03

    ବିରାଟ କୋହଲି: 43
    କେଏଲ ରାହୁଲ: 24

    ନ୍ୟୁଜିଲାଣ୍ଡ
    ବୋଲର:  ରଚିନ ରବିନ୍ଦ୍ର

    31ତମ ଓଭର
    1.1.0.0.0.4

    ଶେଷ ଓ୍ୱିକେଟ
    ଶ୍ରେୟାସ ଆୟାର: 33

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 160/03

    ବିରାଟ କୋହଲି: 36
    କେଏଲ ରାହୁଲ: 17

    ନ୍ୟୁଜିଲାଣ୍ଡ
    ବୋଲର:  ରଚିନ ରବୀନ୍ଦ୍ର

    29ତମ ଓଭର
    6.1.0.1.0.1

    ଶେଷ ଓ୍ୱିକେଟ
    ଶ୍ରେୟାସ ଆୟାର: 33

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 151/03

    ବିରାଟ କୋହଲି: 28
    କେଏଲ ରାହୁଲ: 16

    ନ୍ୟୁଜିଲାଣ୍ଡ
    ବୋଲର:  ମ୍ୟାଟ ହେନେରୀ

    28ତମ ଓଭର
    1.0.0.1.1.1

    ଶେଷ ଓ୍ୱିକେଟ
    ଶ୍ରେୟାସ ଆୟାର: 33

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 147/03

    ବିରାଟ କୋହଲି: 26
    କେଏଲ ରାହୁଲ: 14

    ନ୍ୟୁଜିଲାଣ୍ଡ
    ବୋଲର:  ରଚିନ ରବୀନ୍ଦ୍ର

    27ତମ ଓଭର
    1.0.0.0.0.0

    ଶେଷ ଓ୍ୱିକେଟ
    ଶ୍ରେୟାସ ଆୟାର: 33

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 146/03

    ବିରାଟ କୋହଲି: 26
    କେଏଲ ରାହୁଲ: 13

    ନ୍ୟୁଜିଲାଣ୍ଡ
    ବୋଲର:  ଲକି ଫର୍ଗୁସନ

    26ତମ ଓଭର
    0.1.1.1.Wd.1.1

    ଶେଷ ଓ୍ୱିକେଟ
    ଶ୍ରେୟାସ ଆୟାର: 33

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 140/03

    ବିରାଟ କୋହଲି: 24
    କେଏଲ ରାହୁଲ: 10

    ନ୍ୟୁଜିଲାଣ୍ଡ
    ବୋଲର:  ରଚିନ ରବୀନ୍ଦ୍ର

    25ତମ ଓଭର
    4.0.1.0.0.0

    ଶେଷ ଓ୍ୱିକେଟ
    ଶ୍ରେୟାସ ଆୟାର: 33

  • ND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 135/03

    ବିରାଟ କୋହଲି: 24
    କେଏଲ ରାହୁଲ: 05

    ନ୍ୟୁଜିଲାଣ୍ଡ
    ବୋଲର:  ଲକି ଫର୍ଗୁସନ

    24ତମ ଓଭର
    1.0.4.0.0.1

    ଶେଷ ଓ୍ୱିକେଟ
    ଶ୍ରେୟାସ ଆୟାର: 33

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 129/03

    ବିରାଟ କୋହଲି: 23
    କେଏଲ ରାହୁଲ: 00

    ନ୍ୟୁଜିଲାଣ୍ଡ
    ବୋଲର:  ରଚିନ ରବିନ୍ଦ୍ର

    23ତମ ଓଭର
    0.0.1.0.0.0

    ଶେଷ ଓ୍ୱିକେଟ
    ଶ୍ରେୟାସ ଆୟାର: 33

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 128/03

    ବିରାଟ କୋହଲି: 22
    କେଏଲ ରାହୁଲ: 00

    ନ୍ୟୁଜିଲାଣ୍ଡ
    ବୋଲର:  ଟ୍ରେଣ୍ଟ ବୋଲ୍ଟ

    22ତମ ଓଭର
    1.0.W.0.0.0

    ଶେଷ ଓ୍ୱିକେଟ
    ଶ୍ରେୟାସ ଆୟାର: 33

  • IND VS NZ Live Score: ଭାରତର ତୃତୀୟ ଓ୍ୱିକେଟର ପତନ

    ଭାରତକୁ ତୃତୀୟ ଝଟକା। ତୃତୀୟ ଓ୍ୱିକେଟ ଭାବେ ଶ୍ରେୟାସ ଆୟାର ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ବ୍ୟକ୍ତିଗତ ଭାବେ ୩୩ ରନ କରି ବୋଲ୍ଟଙ୍କ ବଲରେ ଆଉଟ ହୋଇଛନ୍ତି ଶ୍ରେୟାସ।

  • IND VS NZ Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 127/02

    ବିରାଟ କୋହଲି: 21
    ଶ୍ରେୟାସ ଆୟାର: 33

    ନ୍ୟୁଜିଲାଣ୍ଡ
    ବୋଲର:  ରଚିନ ରବୀନ୍ଦ୍ର

    21ତମ ଓଭର
    0.0.0.4.1.1

    ଶେଷ ଓ୍ୱିକେଟ
    ଶୁବମନ ଗିଲ: 26

  • IND VS NZ Live Score: ରୋହିତଙ୍କ ଲମ୍ବା ଛକା

    ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତଙ୍କ ଲମ୍ବା ଛକା। ଦେଖନ୍ତୁ ଭିଡ଼ିଓ

     

  • IND VS NZ Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 121/02

    ବିରାଟ କୋହଲି: 20
    ଶ୍ରେୟାସ ଆୟାର: 28

    ନ୍ୟୁଜିଲାଣ୍ଡ
    ବୋଲର:  ଟ୍ରେଣ୍ଟ ବୋଲ୍ଟ

    20ତମ ଓଭର
    0.0.1.0.0.1

    ଶେଷ ଓ୍ୱିକେଟ
    ଶୁବମନ ଗିଲ: 26

  • IND VS NZ Live Score: ଉତ୍ସାହିତ ପ୍ରଶଂସକ

    ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯାଉଥିବା ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। 

  • IND VS NZ Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 119/02

    ବିରାଟ କୋହଲି: 19
    ଶ୍ରେୟାସ ଆୟାର: 27

    ନ୍ୟୁଜିଲାଣ୍ଡ
    ବୋଲର:  ମିଚେଲ ସାଣ୍ଟନର

    19ତମ ଓଭର
    1.0.0.1.0.0

    ଶେଷ ଓ୍ୱିକେଟ
    ଶୁବମନ ଗିଲ: 26

  • IND VS NZ Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 117/02

    ବିରାଟ କୋହଲି: 18
    ଶ୍ରେୟାସ ଆୟାର: 26

    ନ୍ୟୁଜିଲାଣ୍ଡ
    ବୋଲର:  ଲକି ଫର୍ଗୁସନ

    18ତମ ଓଭର
    1.4.1.L1.0.4

    ଶେଷ ଓ୍ୱିକେଟ
    ଶୁବମନ ଗିଲ: 26

  • IND VS NZ Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 106/02

    ବିରାଟ କୋହଲି: 09
    ଶ୍ରେୟାସ ଆୟାର: 25

    ନ୍ୟୁଜିଲାଣ୍ଡ
    ବୋଲର:  ମିଚେଲ ସେଣ୍ଟନର

    17ତମ ଓଭର
    1.0.1.1.1.0

    ଶେଷ ଓ୍ୱିକେଟ
    ଶୁବମନ ଗିଲ: 26

  • IND VS NZ Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 102/02

    ବିରାଟ କୋହଲି: 07
    ଶ୍ରେୟାସ ଆୟାର: 23

    ନ୍ୟୁଜିଲାଣ୍ଡ
    ବୋଲର: ଲକି ଫର୍ଗୁସନ

    16ତମ ଓଭର
    1.4.0.4.0.2

    ଶେଷ ଓ୍ୱିକେଟ
    ଶୁବମନ ଗିଲ: 26

  • IND VS NZ Live Score: ଅଧାରୁ ବନ୍ଦ ହେଲା ଖେଳ

    ଘନ କୁହୁଡ଼ି ତଥା ଖରାପ ପାଗ ଯୋଗୁଁ ଅଧାରେ ବନ୍ଦ ରହିଛି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ।

  • IND VS NZ Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 91/02

    ବିରାଟ କୋହଲି: 06
    ଶ୍ରେୟାସ ଆୟାର: 13

    ନ୍ୟୁଜିଲାଣ୍ଡ
    ବୋଲର: ମିଚେଲ ସାଣ୍ଟନର

    14ତମ ଓଭର
    0.0.1.4.1.1

    ଶେଷ ଓ୍ୱିକେଟ
    ଶୁବମନ ଗିଲ: 26

  • IND VS NZ Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 84/02

    ବିରାଟ କୋହଲି: 04
    ଶ୍ରେୟାସ ଆୟାର: 8

    ନ୍ୟୁଜିଲାଣ୍ଡ
    ବୋଲର: ଲକି ଫର୍ଗୁସନ

    14ତମ ଓଭର
    0.W.0.4.0.4

    ଶେଷ ଓ୍ୱିକେଟ
    ଶୁବମନ ଗିଲ: 26

  • IND VS NZ Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

    ଭାଙ୍ଗିଲା ଓପନିଂ ପାର୍ଟନରସିପ। ଦ୍ୱିତୀୟ ଓ୍ୱିକେଟ ହରାଇଲା ଭାରତ।  ଦ୍ୱିତୀୟ ଓ୍ୱିକେଟ ଭାରେ ଶୁବମନ ଗିଲ ଆଉଟ ହୋଇଛନ୍ତି। ବ୍ୟକ୍ତିଗତ ୨୬ ରନ କରି ମିଚେଲ ସାଣ୍ଟନରଙ୍କ ବଲରେ କ୍ୟାଚ ଆଉଟ ହୋଇଛନ୍ତି ଗିଲ।

  • IND VS NZ Live Score: ଭାରତର ପ୍ରଥମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 76/01

    ବିରାଟ କୋହଲି: 04
    ଶୁବମନ ଗିଲ: 26

    ନ୍ୟୁଜିଲାଣ୍ଡ
    ବୋଲର: ମିଚେଲ ସାଣ୍ଟନର

    13ତମ ଓଭର
    0.1.0.0.0.0

    ଶେଷ ଓ୍ୱିକେଟ
    ରୋହିତ ଶର୍ମା: 46

  • IND VS NZ Live Score: ଭାରତର ପ୍ରଥମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 75/01

    ବିରାଟ କୋହଲି: 04
    ଶୁବମନ ଗିଲ: 25

    ନ୍ୟୁଜିଲାଣ୍ଡ
    ବୋଲର: ଲକି ଫର୍ଗୁସନ

    12ତମ ଓଭର
    W.0.0.4.0.0

    ଶେଷ ଓ୍ୱିକେଟ
    ରୋହିତ ଶର୍ମା: 46

  • IND VS NZ Live Score: ଭାରତକୁ ଲାଗିଲା ପ୍ରଥମ ଝଟକା

    ନ୍ୟୁଜିଲାଣ୍ଡକୁ ମିଳିଲା ପ୍ରଥମ ସଫଳତା। ଲକି ଫର୍ଗୁସନଙ୍କ ବଲରେ କ୍ଲିନ ବୋଲ୍ଡ ହେଲେ ହିଟ ମ୍ୟାନ ରୋହିତ ଶର୍ମା। ସେ ବ୍ୟକ୍ତିଗତ ୪୬ ରନ କରି ପାଭିଲିୟନ ଫେରିଛନ୍ତି। 

  • IND VS NZ Live Score: ଭାରତର ପାଳି ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 71/00

    ରୋହିତ ଶର୍ମା: 46
    ଶୁବମନ ଗିଲ: 25

    ନ୍ୟୁଜିଲାଣ୍ଡ
    ବୋଲର: ମିଚେଲ ସାଣ୍ଟନର

    11ତମ ଓଭର
    0.1.0.0.6.1

  • IND VS NZ Live Score: ଭାରତର ପାଳି ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 63/00

    ରୋହିତ ଶର୍ମା: 39
    ଶୁବମନ ଗିଲ: 24

    ନ୍ୟୁଜିଲାଣ୍ଡ
    ବୋଲର: ମ୍ୟାଟ ହେନେରୀ

    ଦଶମ ଓଭର
    0.4.0.0.6.0

  • IND VS NZ Live Score: ଭାରତର ପାଳି ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 53/00

    ରୋହିତ ଶର୍ମା: 29
    ଶୁବମନ ଗିଲ: 24

    ନ୍ୟୁଜିଲାଣ୍ଡ
    ବୋଲର: ମିଚେଲ ସାଣ୍ଟନର

    ନବମ ଓଭର
    0.0.0.0.0.1

  • IND VS NZ Live Score: ଭାରତର ପାଳି ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 52/00

    ରୋହିତ ଶର୍ମା: 28
    ଶୁବମନ ଗିଲ: 24

    ନ୍ୟୁଜିଲାଣ୍ଡ
    ବୋଲର: ମ୍ୟାଟ ହେନରୀ

    ଅଷ୍ଟମ ଓଭର
    0.0.0.4.0.0

  • IND VS NZ Live Score: ଭାରତର ମଜବୁତ ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 48/00

    ରୋହିତ ଶର୍ମା: 28
    ଶୁବମନ ଗିଲ: 20

    ନ୍ୟୁଜିଲାଣ୍ଡ
    ବୋଲର: ଟ୍ରେଣ୍ଟ ବୋଲ୍ଟ

    ସପ୍ତମ ଓଭର
    0.1.4.4.1.2

  • IND VS NZ Live Score: ଭାରତର ପାଳି ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 36/00

    ରୋହିତ ଶର୍ମା: 25
    ଶୁବମନ ଗିଲ: 11

    ନ୍ୟୁଜିଲାଣ୍ଡ
    ବୋଲର: ମ୍ୟାଟ ହେନେରୀ

    ଷଷ୍ଠ ଓଭର
    0.0.0.0.4.0

  • IND VS NZ Live Score: ଭାରତର ପାଳି ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 32/00

    ରୋହିତ ଶର୍ମା: 25
    ଶୁବମନ ଗିଲ: 07

    ନ୍ୟୁଜିଲାଣ୍ଡ
    ବୋଲର: ଟ୍ରେଣ୍ଟ ବୋଲ୍ଟ

    ପଞ୍ଚମ ଓଭର
    0.0.0.6.0.0

  • IND VS NZ Live Score: ଭାରତର ପାଳି ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 26/00

    ରୋହିତ ଶର୍ମା: 19
    ଶୁବମନ ଗିଲ: 07

    ନ୍ୟୁଜିଲାଣ୍ଡ
    ବୋଲର: ମ୍ୟାଟ ହେନରୀ

    ଚତୁର୍ଥ ଓଭର
    0.0.0.0.0.4

  • IND VS NZ Live Score: ଭାରତର ପାଳି ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 22/00

    ରୋହିତ ଶର୍ମା: 19
    ଶୁବମନ ଗିଲ: 03

    ନ୍ୟୁଜିଲାଣ୍ଡ
    ବୋଲର: ଟ୍ରେଣ୍ଟ ବୋଲ୍ଟ

    ତୃତୀୟ ଓଭର
    1.1.1.0.0.4

  • IND VS NZ Live Score: ଭାରତର ପାଳି ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 15/00

    ରୋହିତ ଶର୍ମା: 14
    ଶୁବମନ ଗିଲ: 01

    ନ୍ୟୁଜିଲାଣ୍ଡ
    ବୋଲର: ମ୍ୟାଟ ହେନରୀ

    ଦ୍ୱିତୀୟ ଓଭର
    0.1.0.0.6.4

  • IND VS NZ Live Score: ଭାରତର ପାଳି ଆରମ୍ଭ

    ନ୍ୟୁଜିଲାଣ୍ଡ: 273/10
    ଭାରତ: 04/00

    ରୋହିତ ଶର୍ମା: 04
    ଶୁବମନ ଗିଲ: 00

    ନ୍ୟୁଜିଲାଣ୍ଡ
    ବୋଲର: ଟ୍ରେଣ୍ଟ ବୋଲ୍ଟ

    ପ୍ରଥମ ଓଭର
    0.4.0.0.0.0

  • IND VS NZ Live Score: ନ୍ୟୁଜିଲାଣ୍ଡ 273/10

    ନ୍ୟୁଜିଲାଣ୍ଡ: 273/10

    ଲକି ଫର୍ଗୁସନ: 01
    ଟ୍ରେଣ୍ଟ ବୋଲ୍ଟ: 00

    ଭାରତ
    ବୋଲର: ମହମ୍ମଦ ଶାମୀ

    50ତମ ଓଭର
    0.6.4.0.W.W

    ଶେଷ ଓ୍ୱିକେଟ
    ଲକି ଫର୍ଗୁସନ: 01 (ରନଆଉଟ)

    ଭାରତକୁ ୨୭୪ ରନର ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ। 

  • IND VS NZ Live Score: ଅଷ୍ଟମ ଓ୍ୱିକେଟ ହରାଇଲା ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 263/08

    ଲକି ଫର୍ଗୁସନ: 01
    ଡାରିଲ ମିଚେଲ: 120

    ଭାରତ
    ବୋଲର: ଜଶପ୍ରିତ ବୁମରା

    49ତମ ଓଭର
    1.0.1.1.0.0

    ଶେଷ ଓ୍ୱିକେଟ
    ମ୍ୟାଟ ହେନରି: 00

  • IND VS NZ Live Score: ଅଷ୍ଟମ ଓ୍ୱିକେଟ ହରାଇଲା ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 260/08

    ଲକି ଫର୍ଗୁସନ: 00
    ଡାରିଲ ମିଚେଲ: 118

    ଭାରତ
    ବୋଲର: ମହମ୍ମଦ ଶାମୀ

    48ତମ ଓଭର
    L1.1.1.W.W.0

    ଶେଷ ଓ୍ୱିକେଟ
    ମ୍ୟାଟ ହେନରି: 00

    ଲଗାତାର ଦୁଇଟି ଓ୍ୱିକେଟ ହରାଇଛି କିୱି ଦଳ। ମହମ୍ମଦ ଶାମୀ ଚତୁର୍ଥ ଓ ପଞ୍ଚମ ବଲରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ ହାତେଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। 

  • IND VS NZ Live Score: ଷଷ୍ଠ ଓ୍ୱିକେଟ ହରାଇଲା ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 257/06

    ମାର୍କ ଚାପମାନ: 06
    ଡାରିଲ ମିଚେଲ: 117

    ଭାରତ
    ବୋଲର: ଜଶପ୍ରିତ ବୁମରା

    47ତମ ଓଭର
    1.4.1.0.2.W

    ଶେଷ ଓ୍ୱିକେଟ
    ଗ୍ଲେନ ଫିଲିପ: 23

  • IND VS NZ Live Score: ପଞ୍ଚମ ଓ୍ୱିକେଟ ହରାଇଲା ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 249/05

    ମାର୍କ ଚାପମାନ: 03
    ଡାରିଲ ମିଚେଲ: 112

    ଭାରତ
    ବୋଲର: ମହମ୍ମଦ ସିରାଜ

    46ତମ ଓଭର
    0.1.1.1.1.0

    ଶେଷ ଓ୍ୱିକେଟ
    ଗ୍ଲେନ ଫିଲିପ: 23

  • IND VS NZ Live Score: ପଞ୍ଚମ ଓ୍ୱିକେଟ ହରାଇଲା ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 245/05

    ମାର୍କ ଚାପମାନ: 01
    ଡାରିଲ ମିଚେଲ: 110

    ଭାରତ
    ବୋଲର: କୂଳଦୀପ ଯାଦବ

    45ତମ ଓଭର
    0.W.1.0.1.0

    ଶେଷ ଓ୍ୱିକେଟ
    ଗ୍ଲେନ ଫିଲିପ: 23

  • IND VS NZ Live Score: ନ୍ୟୁଜିଲାଣ୍ଡର ପଞ୍ଚମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡକୁ ପଞ୍ଚମ ଝଟକା। ପଞ୍ଚମ ଓ୍ୱିକେଟ ଭାବେ ଗ୍ଲେନ ଫିଲିପ ଆଉଟ ହୋଇଛନ୍ତି। ବ୍ୟକ୍ତିଗତ ୨୩ ରନ କରି କୂଳଦୀପ ଯାଦବଙ୍କ ବଲରେ ଆଉଟ ହୋଇଚନ୍ତି ଗ୍ଲେନ ଫିଲିପ। 

  • IND VS NZ Live Score: ଶତକ ପୂରଣ କଲେ ଡାରିଲ ମିଚେଲ

    ନ୍ୟୁଜିଲାଣ୍ଡ: 243/04

    ଗ୍ଲେନ ଫିଲିପ: 23
    ଡାରିଲ ମିଚେଲ: 109

    ଭାରତ
    ବୋଲର: ମହମ୍ମଦ ସିରାଜ

    44ତମ ଓଭର
    6.1.1.1.1.1

    ଶେଷ ଓ୍ୱିକେଟ
    ଟମ ଲାଥମ: 05

  • IND VS NZ Live Score: ଶତକ ପୂରଣ କଲେ ଡାରିଲ ମିଚେଲ

    ନ୍ୟୁଜିଲାଣ୍ଡ: 232/04

    ଗ୍ଲେନ ଫିଲିପ: 14
    ଡାରିଲ ମିଚେଲ: 107

    ଭାରତ
    ବୋଲର: ଜଶପ୍ରିତ ବୁମରା

    43ତମ ଓଭର
    2.0.0.2.1.1

    ଶେଷ ଓ୍ୱିକେଟ
    ଟମ ଲାଥମ: 05

  • IND VS NZ Live Score: ଶତକ ପୂରଣ କଲେ ଡାରିଲ ମିଚେଲ

    ନ୍ୟୁଜିଲାଣ୍ଡ: 226/04

    ଗ୍ଲେନ ଫିଲିପ: 13
    ଡାରିଲ ମିଚେଲ: 102

    ଭାରତ
    ବୋଲର: ମହମ୍ମଦ ଶାମୀ

    42ତମ ଓଭର
    1.1.0.0.1.1

    ଶେଷ ଓ୍ୱିକେଟ
    ଟମ ଲାଥମ: 05

  • IND VS NZ Live Score: ଶତକ ପୂରଣ କଲେ ଡାରିଲ ମିଚେଲ

    ନ୍ୟୁଜିଲାଣ୍ଡ: 222/04

    ଗ୍ଲେନ ଫିଲିପ: 11
    ଡାରିଲ ମିଚେଲ: 100

    ଭାରତ
    ବୋଲର: ଜଶପ୍ରିତ ବୁମରା

    41ତମ ଓଭର
    0.1.0.1.1.0

    ଶେଷ ଓ୍ୱିକେଟ
    ଟମ ଲାଥମ: 05

  • IND VS NZ Live Score: ନ୍ୟୁଜିଲାଣ୍ଡର ଚତୁର୍ଥ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 219/04

    ଗ୍ଲେନ ଫିଲିପ: 09
    ଡାରିଲ ମିଚେଲ: 99

    ଭାରତ
    ବୋଲର: ମହମ୍ମଦ ଶାମୀ

    40ତମ ଓଭର
    1.1.0.1.1.1

    ଶେଷ ଓ୍ୱିକେଟ
    ଟମ ଲାଥମ: 05

  • IND VS NZ Live Score: ନ୍ୟୁଜିଲାଣ୍ଡର ଚତୁର୍ଥ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 214/04

    ଗ୍ଲେନ ଫିଲିପ: 06
    ଡାରିଲ ମିଚେଲ: 97

    ଭାରତ
    ବୋଲର: କୂଳଦୀପ ଯାଦବ

    39ତମ ଓଭର
    0.1.1.2.0.1

    ଶେଷ ଓ୍ୱିକେଟ
    ଟମ ଲାଥମ: 05

  • IND VS NZ Live Score: ନ୍ୟୁଜିଲାଣ୍ଡର ଚତୁର୍ଥ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 209/04

    ଗ୍ଲେନ ଫିଲିପ: 02
    ଡାରିଲ ମିଚେଲ: 96

    ଭାରତ
    ବୋଲର: ଜଶପ୍ରିତ ବୁମରା

    38ତମ ଓଭର
    0.1.1.0.1.1

    ଶେଷ ଓ୍ୱିକେଟ
    ଟମ ଲାଥମ: 05

  • IND VS NZ Live Score: ନ୍ୟୁଜିଲାଣ୍ଡର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 205/04

    ଗ୍ଲେନ ଫିଲିପ: 00
    ଡାରିଲ ମିଚେଲ: 94

    ଭାରତ
    ବୋଲର: କୂଳଦୀପ ଯାଦବ

    37ତମ ଓଭର
    ବି3.4.1.0.W.0

    ଶେଷ ଓ୍ୱିକେଟ
    ଟମ ଲାଥମ: 05

  • IND VS NZ Live Score: ନ୍ୟୁଜିଲାଣ୍ଡର ଚତୁର୍ଥ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡକୁ ଚତୁର୍ଥ ଝଟକା। ଚତୁର୍ଥ ଓ୍ୱିକେଟ ଭାବେ ଟମ ଲାଥମ ଏଲବିଡବ୍ଲ୍ୟୁ ହୋଇ ପାଭିଲିୟନ ଫେରିଛନ୍ତି। କୂଳଦୀପ ଯାଦବଙ୍କ ବଲରେ ଏଲବି ହୋଇଛନ୍ତି ଲାଥମ। ସେ ବ୍ୟକ୍ତିଗତ ୫ ରନ କରି ପାଭିଲିୟନ ଫେରିଛନ୍ତି।

  • IND VS NZ Live Score: ନ୍ୟୁଜିଲାଣ୍ଡର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 197/03

    ଟମ ଲାଥମ: 05
    ଡାରିଲ ମିଚେଲ: 89

    ଭାରତ
    ବୋଲର: ଜଶପ୍ରିତ ବୁମରା

    36ତମ ଓଭର
    0.4.0.2.0.4 

    ଶେଷ ଓ୍ୱିକେଟ
    ରଚିନ ରବୀନ୍ଦ୍ର: 75

  • IND VS NZ Live Score: ନ୍ୟୁଜିଲାଣ୍ଡର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 187/03

    ଟମ ଲାଥମ: 05
    ଡାରିଲ ମିଚେଲ: 79

    ଭାରତ
    ବୋଲର: କୂଳଦୀପ ଯାଦବ

    35ତମ ଓଭର
    0.2.1.0.4.0 

    ଶେଷ ଓ୍ୱିକେଟ
    ରଚିନ ରବୀନ୍ଦ୍ର: 75

  • IND VS NZ Live Score: ନ୍ୟୁଜିଲାଣ୍ଡର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 180/03

    ଟମ ଲାଥମ: 01
    ଡାରିଲ ମିଚେଲ: 76

    ଭାରତ
    ବୋଲର: ମହମ୍ମଦ ସାମୀ

    34ତମ ଓଭର
    1.L4.W.1.0.1 

    ଶେଷ ଓ୍ୱିକେଟ
    ରଚିନ ରବୀନ୍ଦ୍ର: 75

  • IND VS NZ Live Score: ନ୍ୟୁଜିଲାଣ୍ଡର ତୃତୀୟ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡକୁ ତୃତୀୟ ଝଟକା। ତୃତୀୟ ଓ୍ୱିକେଟ ଭାବେ ରଚିନ ରବୀନ୍ଦ୍ର କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ମହମ୍ମଦ ସିରାଜଙ୍କ ବଲରେ କ୍ୟାଚ ଆଉଟ ହୋଇଛନ୍ତି ରଚିନ। ସେ ବ୍ୟକ୍ତିଗତ ୭୫ ରନ କରି ପାଭିଲିୟନ ଫେରିଛନ୍ତି।

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 173/02

    ରଚିନ ରବୀନ୍ଦ୍ର: 75
    ଡାରିଲ ମିଚେଲ: 74

    ଭାରତ
    ବୋଲର: କୂଳଦୀପ ଯାଦବ

    33ତମ ଓଭର
    0.0.1.0.4.1 

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 167/02

    ରଚିନ ରବୀନ୍ଦ୍ର: 74
    ଡାରିଲ ମିଚେଲ: 69

    ଭାରତ
    ବୋଲର: ମହମ୍ମଦ ସାମୀ

    32ତମ ଓଭର
    4.1.0.1.1.0 

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • Highest partnerships in IND vs NZ World Cup contests (any wicket)
    139* - Rachin Ravindra and Daryl Mitchell, Dharamsala, 2023
    136 - Sunil Gavaskar and Kris Srikkanth, Nagpur, 1987
    129* - Rahul Dravid and Mohammad Kaif, Centurion, 2003
    127 - Mohammad Azharduddin and Sachin Tendulkar, Dunedin, 1992
    116 - MS Dhoni and Ravindra Jadeja, Manchester, 2019
    100 - John Wright and Bruce Edgar, Leeds, 1979

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 160/02

    ରଚିନ ରବୀନ୍ଦ୍ର: 68
    ଡାରିଲ ମିଚେଲ: 68

    ଭାରତ
    ବୋଲର: କୂଳଦୀପ ଯାଦବ

    31ତମ ଓଭର
    Wd.1.Wd.1.1.6.1.1

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 147/02

    ରଚିନ ରବୀନ୍ଦ୍ର: 65
    ଡାରିଲ ମିଚେଲ: 60

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    30ତମ ଓଭର
    1.1.1.2.1.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 141/02

    ରଚିନ ରବୀନ୍ଦ୍ର: 61
    ଡାରିଲ ମିଚେଲ: 58

    ଭାରତ
    ବୋଲର: ମହମ୍ମଦ ସିରାଜ

    29ତମ ଓଭର
    0.1.0.2.0.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 138/02

    ରଚିନ ରବୀନ୍ଦ୍ର: 59
    ଡାରିଲ ମିଚେଲ: 57

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    28ତମ ଓଭର
    6.0.1.0.0.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 131/02

    ରଚିନ ରବୀନ୍ଦ୍ର: 59
    ଡାରିଲ ମିଚେଲ: 50

    ଭାରତ
    ବୋଲର: ମହମ୍ମଦ ସିରାଜ

    27ତମ ଓଭର
    0.0.1.0.1.1

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 128/02

    ରଚିନ ରବୀନ୍ଦ୍ର: 58
    ଡାରିଲ ମିଚେଲ: 48

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    26ତମ ଓଭର
    1.1.0.1.0.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 125/02

    ରଚିନ ରବୀନ୍ଦ୍ର: 57
    ଡାରିଲ ମିଚେଲ: 46

    ଭାରତ
    ବୋଲର: ମହମ୍ମଦ ସିରାଜ

    25ତମ ଓଭର
    1.1.1.0.4.1

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 117/02

    ରଚିନ ରବୀନ୍ଦ୍ର: 55
    ଡାରିଲ ମିଚେଲ: 40

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    23ତମ ଓଭର
    2.2.1.2.0.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 110/02

    ରଚିନ ରବୀନ୍ଦ୍ର: 50
    ଡାରିଲ ମିଚେଲ: 38

    ଭାରତ
    ବୋଲର: କୂଳଦୀପ ଯାଦବ

    23ତମ ଓଭର
    0.2.1.0.0.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 107/02

    ରଚିନ ରବୀନ୍ଦ୍ର: 47
    ଡାରିଲ ମିଚେଲ: 38

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    22ତମ ଓଭର
    0.0.4.2.0.1

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 100/02

    ରଚିନ ରବୀନ୍ଦ୍ର: 40
    ଡାରିଲ ମିଚେଲ: 38

    ଭାରତ
    ବୋଲର: କୂଳଦୀପ ଯାଦବ

    21ତମ ଓଭର
    0.6.1.1.0.Wd.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 91/02

    ରଚିନ ରବୀନ୍ଦ୍ର: 39
    ଡାରିଲ ମିଚେଲ: 31

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    20ତମ ଓଭର
    0.0.0.0.0.1

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 90/02

    ରଚିନ ରବୀନ୍ଦ୍ର: 39
    ଡାରିଲ ମିଚେଲ: 30

    ଭାରତ
    ବୋଲର: କୂଳଦୀପ ଯାଦବ

    19ତମ ଓଭର
    6.0.1.6.1.2

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 74/02

    ରଚିନ ରବୀନ୍ଦ୍ର: 30
    ଡାରିଲ ମିଚେଲ: 23

    ଭାରତ
    ବୋଲର: ରବୀନ୍ଦ୍ର ଜାଡେଜା

    18ତମ ଓଭର
    0.0.0.1.1.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 72/02

    ରଚିନ ରବୀନ୍ଦ୍ର: 29
    ଡାରିଲ ମିଚେଲ: 22

    ଭାରତ
    ବୋଲର: କୂଳଦୀପ ଯାଦବ

    17ତମ ଓଭର
    2.2.1.0.1.1

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 65/02

    ରଚିନ ରବୀନ୍ଦ୍ର: 28
    ଡାରିଲ ମିଚେଲ: 16

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    16ତମ ଓଭର
    0.0.1.1.1.1

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 61/02

    ରଚିନ ରବୀନ୍ଦ୍ର: 26
    ଡାରିଲ ମିଚେଲ: 14

    ଭାରତ
    ବୋଲର: ମହମ୍ମଦ ଶାମୀ

    15ତମ ଓଭର
    4.0.0.0.1.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 56/02

    ରଚିନ ରବୀନ୍ଦ୍ର: 21
    ଡାରିଲ ମିଚେଲ: 14

    ଭାରତ
    ବୋଲର: ରବୀନ୍ଦ୍ର ଜାଡେଜା

    14ତମ ଓଭର
    1.0.1.0.1.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 53/02

    ରଚିନ ରବୀନ୍ଦ୍ର: 19
    ଡାରିଲ ମିଚେଲ: 13

    ଭାରତ
    ବୋଲର: ମହମ୍ମଦ ଶାମୀ

    13ତମ ଓଭର
    1.0.4.0.0.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 48/02

    ରଚିନ ରବୀନ୍ଦ୍ର: 18
    ଡାରିଲ ମିଚେଲ: 09

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    12ତମ ଓଭର
    1.4.1.1.1.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • Lowest scores after first 10 overs in World Cup 2023

    27/3 - IND vs AUS, Chennai

    28/2 - AFG vs NZ, Chennai

    32/2 - NED vs SA, Dharamsala

    34/2 - NZ vs IND, Dharamsala

    35/1 - NED vs NZ, Hyderabad

  • IND VS NZ Live Score: ଦୁଇଟି ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 40/02

    ରଚିନ ରବୀନ୍ଦ୍ର: 12
    ଡାରିଲ ମିଚେଲ: 07

    ଭାରତ
    ବୋଲର: ମହମ୍ମଦ ଶାମୀ

    11ତମ ଓଭର
    0.0.2.4.0.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 34/02

    ରଚିନ ରବୀନ୍ଦ୍ର: 06
    ଡାରିଲ ମିଚେଲ: 07

    ଭାରତ
    ବୋଲର: ମହମ୍ମଦ ସିରାଜ

    ଦଶମ ଓଭର
    0.0.0.Wd.Wd.4.0.Wd.Wd.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

    Jasprit Bumrah in PP (Overs 1-10) in World Cups
    Balls: 330
    Runs conceded: 162
    Wickets: 7
    Avg: 23.14
    ER: 2.94
    Dots: 253

  • IND VS NZ Live Score: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 26/02

    ରଚିନ ରବୀନ୍ଦ୍ର: 06
    ଡାରିଲ ମିଚେଲ: 03

    ଭାରତ
    ବୋଲର: ମହମ୍ମଦ ଶାମି

    ନବମ ଓଭର
    W.3.0.0.4.0

    ଶେଷ ଓ୍ୱିକେଟ
    ଓ୍ୱିଲ ୟଙ୍ଗ: 19

  • IND VS NZ Live Score: ଭାରତକୁ ଦ୍ୱିତୀୟ ସଫଳତା

    ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଝଟକା। ଓ୍ୱିଲ ୟଙ୍ଗ ବ୍ୟକ୍ତିଗତ ୧୯ ରନ କରି ପାଭିଲିୟନ ଫେରିଛନ୍ତି। ମହମ୍ମଦ ସିରାଜଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଛନ୍ତି ଓ୍ୱିଲ ୟଙ୍ଗ। 

  • IND VS NZ Live Score: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 19/01

    ରଚିନ ରବୀନ୍ଦ୍ର: 02
    ଓ୍ୱିଲ ୟଙ୍ଗ: 17

    ଭାରତ
    ବୋଲର: ମହମ୍ମଦ ସିରାଜ

    ଅଷ୍ଟମ ଓଭର
    0.0.0.0.0.1

    ଶେଷ ଓ୍ୱିକେଟ
    ଡେଭନ କନଓ୍ୱେ: 00

  • IND VS NZ Live Score: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 18/01

    ରଚିନ ରବୀନ୍ଦ୍ର: 02
    ଓ୍ୱିଲ ୟଙ୍ଗ: 16

    ଭାରତ
    ବୋଲର: ଜଶପ୍ରିତ ବୁମରା

    ସପ୍ତମ ଓଭର
    0.0.4.2.0.0

    ଶେଷ ଓ୍ୱିକେଟ
    ଡେଭନ କନଓ୍ୱେ: 00

  • IND VS NZ Live Score: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 13/01

    ରଚିନ ରବୀନ୍ଦ୍ର: 02
    ଓ୍ୱିଲ ୟଙ୍ଗ: 11

    ଭାରତ
    ବୋଲର: ମହମ୍ମଦ ସିରାଜ

    ଷଷ୍ଠ ଓଭର
    0.0.1.0.1.0

    ଶେଷ ଓ୍ୱିକେଟ
    ଡେଭନ କନଓ୍ୱେ: 00

  • IND VS NZ Live Score: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 11/01

    ରଚିନ ରବୀନ୍ଦ୍ର: 01
    ଓ୍ୱିଲ ୟଙ୍ଗ: 10

    ଭାରତ
    ବୋଲର: ଜଶପ୍ରିତ ବୁମରା

    ପଞ୍ଚମ ଓଭର
    1.0.0.0.1.0

    ଶେଷ ଓ୍ୱିକେଟ
    ଡେଭନ କନଓ୍ୱେ: 00

  • IND VS NZ Live Score: ପ୍ରଥମ ଓ୍ୱିକେଟର ପତନ

    ନ୍ୟୁଜିଲାଣ୍ଡ: 09/01

    ରଚିନ ରବୀନ୍ଦ୍ର: 00
    ଓ୍ୱିଲ ୟଙ୍ଗ: 09

    ଭାରତ
    ବୋଲର: ମହମ୍ମଦ ସିରାଜ

    ଚତୁର୍ଥ ଓଭର
    0.0.W.0.0.0

    ଶେଷ ଓ୍ୱିକେଟ
    ଡେଭନ କନଓ୍ୱେ: 00

  • IND VS NZ Live Score: ଭାରତକୁ ପ୍ରଥମ ସଫଳତା

    ନ୍ୟୁଜିଲାଣ୍ଡକୁ ପ୍ରଥମ ଝଟକା। ଡ୍ୱେନ କନଓ୍ୱେ ଖାତା ଖୋଲି ନପାରି ପାଭିଲିୟନ ଫେରିଛନ୍ତି। ମହମ୍ମଦ ସିରାଜଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି କନଓ୍ୱ। 

  • IND VS NZ Live Score: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 09/00

    ଡେଭନ କନଓ୍ୱେ: 00
    ଓ୍ୱିଲ ୟଙ୍ଗ: 09

    ଭାରତ
    ବୋଲର: ଜଶପ୍ରିତ ବୁମରା

    ତୃତୀୟ ଓଭର
    4.0.0.0.0.0

  • IND VS NZ Live Score: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 05/00

    ଡେଭନ କନଓ୍ୱେ: 00
    ଓ୍ୱିଲ ୟଙ୍ଗ: 05

    ଭାରତ
    ବୋଲର: ମହମ୍ମଦ ସିରାଜ

    ଦ୍ୱିତୀୟ ଓଭର
    0.4.0.0.0.1

  • IND VS NZ Live Score: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

    ନ୍ୟୁଜିଲାଣ୍ଡ: 00/00

    ଡେଭନ କନଓ୍ୱେ: 00
    ଓ୍ୱିଲ ୟଙ୍ଗ: 00

    ଭାରତ
    ବୋଲର: ଜଶପ୍ରିତ ବୁମରା

    ପ୍ରଥମ ଓଭର
    0.0.0.0.0.0

  • IND VS NZ Live Score: ଭାରତୀୟ ଦଳରେ ପରିବର୍ତ୍ତନ

    ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳରେ ଛୋଟ ପରିବର୍ତ୍ତନ କରାଯାଇଛି। ଆହତ ସମସ୍ୟା ପାଇଁ ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ ଦିଆଯାଇଛି। ଏହା ସହିତ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଛି। ଏହି ଦୁଇ ଜଣଙ୍କ ସ୍ଥାନରେ ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଛି। ସେହିପରି ମହମ୍ମଦ ଶାମୀଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। 

  • IND VS NZ Live Score: ନ୍ୟୁଜିଲାଣ୍ଡର ଚୂଡ଼ାନ୍ତ ଏକାଦଶ

    ନ୍ୟୁଜିଲାଣ୍ଡ ଦଳ: ଡେଭନ କନଓ୍ୱେ. ଓ୍ୱିଲ ୟଙ୍ଗ, ରଚିନ ରବୀନ୍ଦ୍ର, ଡାରିଲ ମିଚେଲ, ଟମ ଲାଥମ, ଗ୍ଲେନ ଫିଲିପ, ମାର୍କ ଚାପମାନ, ମିଚେଲ ସେଣ୍ଟନର, ମ୍ୟାଟ ହେନରି, ଲକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ

  • IND VS NZ Live Score: ଭାରତର ବୋଲିଂ ନିଷ୍ପତ୍ତି

    ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡ଼େଜା, କୁଳଦୀପ ଯାଦବ, ଜଶପ୍ରିତ ବୁମରା, ମହମ୍ମଦ ଶାମୀ, ମହମ୍ମଦ ସିରାଜ

  • IND VS NZ Live Score: ପଡ଼ିଲା ଟସ

    ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି। ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

  • IND VS NZ Live Score: ଆଜି ଭାରତ ନ୍ୟୁଜିଲାଣ୍ଡ ମୁହାଁମୁହିଁ

    ଯଦି ଅଧିନାୟକ ଧର୍ମଶାଲାରେ ଟସ୍ ଜିତନ୍ତି ତେବେ ଅଧିନାୟକ କ’ଣ ନିଷ୍ପତ୍ତି ନେବେ? ଏହା ଉପରେ ନଜର ରଖିବେ। ଉଲ୍ଲେଖଥାଉ କି, ସନ୍ଧ୍ୟାରେ ଧର୍ମଶାଳାରେ କାକରର ପ୍ରଭାବ ପଡ଼ିବ। ଏଭଳି ପରିସ୍ଥିତିରେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ବିଶ୍ୱକପରେ ତିନୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ଏବଂ ଟସ୍ ଜିତିଥିବା ତିନିଜଣ ଅଧିନାୟକ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇସାରିଛନ୍ତି।

     

  • IND VS NZ Live Score: ଲାଇଭ ବ୍ଲଗକୁ ସ୍ୱାଗତ

    India Vs Bangladesh Live Score: ନମସ୍କାର ବନ୍ଧୁଗଣ। Zee Odisha କ୍ରିକେଟ ବିଶ୍ୱକପ୍ ୨୦୨୩ ଲାଇଭ ଅପଡ଼େଟକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆମେ ଆପଣଙ୍କୁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚର ଟିକିନିଖ ଅପଡ଼େଟ୍ ପ୍ରଦାନ କରିବୁ। ଆଉ କିଛି ସମୟରେ ପରେ ଆଜି ଅକ୍ଟୋବର ୨୨ ତାରିଖ ଗୁରୁବାର ବିଶ୍ୱକପର ୨୧ତମ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ରବିବାର ମଧ୍ୟାହ୍ନ ୧:୩୦ ସମୟରେ ଆରମ୍ଭ ହେବ ଏହି ମ୍ୟାଚ୍। ମ୍ୟାଚର ଟିକିନିଖ ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link