Odisha News: ବୈତରଣୀ ନଦୀ ଗର୍ଭରୁ ମିଳିଲା ଅଲୌକିକ ପଥର, ଦେଖିବା ପାଇଁ ଲାଗିଛି ଭିଡ଼...
Odisha News: ଯୁବକମାନେ ଉକ୍ତ ପଥର ଟିକୁ କାଢି ପାଣିରେ ପକେଇଲେ ତାହା ପାଣିରେ ଭାଷୁଛି। ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରୁ ଲୋକ ଛୁଟୁଛନ୍ତି ଉକ୍ତ ପଥରକୁ ଦେଖିବା ପାଇଁ। କଳିଯୁଗରେ ମିଳିଲା ତ୍ରେତୟା ଯୁଗର ରାମ ସେତୁର ପଥର।
Odisha News: (ଅଭୟ ମହାନ୍ତି) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ନିକଟ ବୈତରଣୀ ନଦୀ ଗର୍ଭରୁ। ମାଲନାପୁର ଗ୍ରାମର କିଛି ଯୁବକ ନଦୀରେ ଗାଧୋଉଥିବା ସମୟରେ ବାଲିରେ ପୋତି ହୋଇ ଥିବା ପଥର। ଯୁବକମାନେ ଉକ୍ତ ପଥର ଟିକୁ କାଢି ପାଣିରେ ପକେଇଲେ ତାହା ପାଣିରେ ଭାଷୁଛି।ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରୁ ଲୋକ ଛୁଟୁଛନ୍ତି ଉକ୍ତ ପଥରକୁ ଦେଖିବା ପାଇଁ। କଳିଯୁଗରେ ମିଳିଲା ତ୍ରେତୟା ଯୁଗର ରାମ ସେତୁର ପଥର।
ଯାହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଲାଗିଛି ଭିଡ଼। ସେ ଏମିତି ସେମିତି ପଥର ନୁହେଁ ତ୍ରେତୟା ଯୁଗର ରାମ ସେତୁ ପଥର ଭଳି ପାଣିରେ ଭାଷୁଛି।ଏକଥା ଆମେ କୋହୁନୁ କୋହୁଛନ୍ତି ଉଧାର କରିଥିବା ଲୋକେ ବୁଧିଜିବି। ଏହି ପଥର ଟିକୁ ଯେତେଥର ପାଣିରେ ପକାଇଲେ ସେ ଭାସି ଉଠୁଛି।ଏଇ ପଥରଟିର ଓଜନ ୩ କିଲୋ ୮୦୦ ଗ୍ରାମର ।ସାଧାରଣତଃ ପଥର ପାଣିରେ ପଡିଲେ ବୁଡିଯାଏ ହେଲେ ଏଇ ପଥର ସମ୍ପୂର୍ଣ୍ଣ ଭାଷୁଛି ସେଥିପାଇଁ ଲୋକଙ୍କ ଭିଡ ଜଭୁଛ ବୈତରଣୀ ନଦୀ ପଠାରେ ଉକ୍ତ ପଥରକୁ ଦେଖିବା ପାଇଁ।ଉକ୍ତ ପଥରକୁ ସ୍ଥାନୀୟ ଲୋକମାନେ ମନ୍ଦିରରେ ରଖିଥିବା ବେଳେ ଲୋକଙ୍କ ଭିଡ ଜମୁଛି। ପୁର୍ବରୁ ଏଇ ବୈତରଣୀ ନଦୀ ପଠାରୁ ଭଗ୍ନ ଶିବ ଲିଙ୍ଗ ,ନିକଟ ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ନିକଟ ବୈତରଣୀ ନଦୀ ଗର୍ଭରୁ ଅନେକ ବୌଦ୍ଧ ମୁର୍ତ୍ତି ମଧ୍ୟ ଉଧାର ହୋଇ ନିକଟରେ ସଙ୍ଘ୍ରଳୟରେ ରଖାଯାଇଛି। ତେବେ ଏ ପଥର କେଉଁଠୁ ଓ କେମିତି ଆସିଲା ତାକୁ ନେଇ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ।