former speaker maheswar mohanty: ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।  ୧ ତାରିଖ ରାତିରେ ରାତିରେ ତାଙ୍କୁ ଭୁବନେଶ୍ୱରର କେୟାର ହସ୍‍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ସେ ଆଇସିୟୁରେ ଗୁରୁତର ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ।  ଗତକାଲି ଅପେକ୍ଷା ଆଜି ବି ତାଙ୍କ ଅବସ୍ଥା ଆହୁରି ବିଗିଡ଼ିଥିବା ଆଜି କୁହାଯାଇଛି।


COMMERCIAL BREAK
SCROLL TO CONTINUE READING

Also Read- Ollywood news: ମୁକ୍ତିଲାଭ କଲା "ମାଇଁ ସ୍ବିଟ ହାଉସ ୱାଇଫ"


Also Read- Ollywood News: ରିଲିଜ୍ ହେଲା "ପ୍ରଥା", ପୂର୍ବ-ପଶ୍ଚିମ ସବୁଠି ହାଉସଫୁଲ