ଭୁବନେଶ୍ୱର: ଓଡ଼ିଶା ପୋଲିସରେ କାର୍ଯ୍ୟରତ କନେଷ୍ଟବଳ, ସିପାହୀ ଓ ହାବିଳଦାରଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ଦୈନିକ ଖାଦ୍ୟ ଭତ୍ତା (food allowance)କୁ ବୃଦ୍ଧି କରିଛନ୍ତି । ପୂର୍ବରୁ ୫୦ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ଏହା ୨୫ ଟଙ୍କା ବୃଦ୍ଧି ହୋଇ ୭୫ ଟଙ୍କା ମିଳିବ ।


COMMERCIAL BREAK
SCROLL TO CONTINUE READING

ଗୃହ ବିଭାଗ ପକ୍ଷରୁ ଏନେଇ ଆଜି ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ରାଜ୍ୟର ୫୫ ହଜାରରୁ ଉର୍ଦ୍ଧ ପୋଲିସ କର୍ମଚାରୀ ଉପକୃତ ହେବେ ।


Also Read- ପରୀକ୍ଷାରେ ପ୍ରଶ୍ନ ଥିଲା ଭାରତ-ପାକିସ୍ତାନ ମଧ୍ୟରେ କେଉଁ ସୀମା? ଉତ୍ତର- 'ସୀମା ହାଇଦର', ଉତ୍ତର ସିଟ୍ ଭାଇରାଲ୍


Also Read- ଖଲ୍ଲିକୋଟରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୫୦ ଛେଳି