ମାଲକାନାଗିରି: ମାଓପ୍ରବଣ ଅଞ୍ଚଳ କାଲିମେଳାରେ ସର୍ଚ୍ଚ ଅପରେସନ ସମୟରେ ଏସଓଜି (SOG) ଏବଂ ଡିଭିଏଫ୍ ଯବାନଙ୍କୁ ବଡ଼ ସଫଳତା ମିଳିଛି । କୁରୁମାନୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଟି ତଳୁ ମିଳିଛି ବିପୁଳ ମାଓ ସାମଗ୍ରୀ । ସେମଧ୍ୟରେ ରହିଛି ବନ୍ଧୁକ ସମେତ ୩୦ରୁ ଅଧିକ ଜିନିଷ ।


COMMERCIAL BREAK
SCROLL TO CONTINUE READING

ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ବଡ଼ ଷଡଯନ୍ତ୍ର କରୁଥିଲେ ବୋଲି କୁହାଯାଉଛି । ମାଓ ସାମଗ୍ରୀ ଜବତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ବଢାଇ ଦିଆଯାଇଛି । ଆଖ ପାଖ ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଛନ୍ତି ବୋଲି ସୁରକ୍ଷାକର୍ମୀମାନେ ଅନୁମାନ କରୁଛନ୍ତି ।


Also Read- ପୁରୀ ଶ୍ରୀମନ୍ଦିର ପାଇଁ ହେବ ନୂଆ ବାଟାଲିୟନ, ୧୧୯୦ ନିଯୁକ୍ତି ସୁଯୋଗ


Also Read- 'karachi to Noida' ଫିଲ୍ମରେ ନଜର ଆସିବେ ସୀମା ହାଇଦର ! ସରିଲା ଅଡିସନ