Odisha Crime:ପୁରୀରେ ପୁଣି ବୋମାମାଡ। ବାଲିଘାଟ ନିକଟ ଭୁଦାନ ଛକରେ ବୋମାମାଡ। ସୁବ୍ରତ କୁମାର ଦିକ୍ଷୀତଙ୍କ ଟୁ-ହୁଇଲର ଓ୍ବାର୍କସପ୍ ଉପରକୁ ବୋମାମାଡ଼ ହୋଇଛି । ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ତିନୋଟି ବୋମାମାଡ କରିଥିବା ସୂଚନା। ଏହି ବୋମା ମାଡ଼ରେ ଓ୍ବାର୍କସପ୍ ରେ କାର୍ଯ୍ୟ କରୁଥିବା ଚାରିଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ତାଳବଣିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।