ଚାଷୀଙ୍କ ଦୁଃଖ ଦେଖିଲେ ମୁଖ୍ୟମନ୍ତ୍ରୀ, କ୍ଷୟକ୍ଷତି ବହନ କରିବେ ସରକାର !

ବର୍ଷା ଜନିତ କ୍ଷୟକ୍ଷତି ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

1/6

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚାଷୀଙ୍କୁ କହିଛନ୍ତି ଯେ, ଯଦି ଆପଣଙ୍କ ଫସଲ କ୍ଷୟକ୍ଷତି ହୋଇଛି, ତେବେ ତୁରନ୍ତ କୃଷିରକ୍ଷକ ଆପରେ ଅଭିଯୋଗ କରନ୍ତୁ ।

2/6

ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଲରେ ପହଞ୍ଚି ଚାଷୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।

3/6

ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା ପାଇଁ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

4/6

ପ୍ରଥମେ ନୟାଗଡ଼ ପରେ ଗଜପତି ପରେ ଗଂଜାମ ରଙ୍ଗେଇଲୁଣ୍ଡା ପହଞ୍ଚିଛନ୍ତି ଚାଷୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

5/6

ଚାଷୀଙ୍କ କହିବାନୁଯାୟୀ, ମୁଖ୍ୟମନ୍ତ୍ରୀ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି, ଯାହା କ୍ଷୟକ୍ଷତି ହୋଇଛି ସରକାର ବହନ କରିବେ ।

6/6

ଅନ୍ୟପଟେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅଦିନିଆ ବର୍ଷାରେ ଫସଲହାନୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପଟ୍ଟାମୁଣ୍ଡାଇ ମୂଳବସନ୍ତ ଗାଁ ଓ ରାଜନଗର ବ୍ଲକର ମହିଷାଶୁର ଗାଁରେ ଚାଷୀଙ୍କୁ ଭେଟି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link