Cyclone Dana: ପୁରୀରେ ବାତ୍ୟା ‘ଦାନା’ର ତାଣ୍ତବ, ଦେଖନ୍ତୁ ଫଟୋରେ ଖବର...

Cyclone Dana: ଓଡ଼ିଶା‌ ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା’ । ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍‌ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍‌ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ତୀବ୍ରତା ଥିଲା ୧୦୦ ରୁ ୧୨୦ କିମି ଘଣ୍ଟାପ୍ରତି। ଏହାର ପ୍ରଭାବରେ କେନ୍ଦ୍ରାପଡା ଓ ଭଦ୍ରକ ସମୁଦ୍ର କୂଳ ଅଶାନ୍ତ ହୋଇପଡିଛି। ତେବେ, ବାତ୍ୟା ପରର ଦୃଶ୍ୟ କିପରି ରହିଛି ପୁରୀରେ ଦେଖନ୍ତୁ....

Narmada Behera Fri, 25 Oct 2024-9:20 am,
1/7

ଓଡି଼ଶା ଉପରୁ ଟଳିଲା ବଡ଼ ବିପଦ  ବାତ୍ୟା ‘ଦାନା’। ବାତ୍ୟା ‘ଦାନା’ର ପ୍ରଭାବ ଏକାଧିକ ଜିଲ୍ଲା ଉପରେ ପଡିଛି। ପୁରୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।ଏବେବି ଲୋକୋ ବାତ୍ୟା ଅଶ୍ରୟ ସ୍ଥଳରେ ଆଶ୍ରୟ ନେଇଛନ୍ତି। 

ALSO READ: 'ଦାନା' ପ୍ରଭାବରେ ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା, ଜାରି ହେଲା ରେଡ ଆଲର୍ଟ; ପଢନ୍ତୁ ପାଣିପାଗ ଅପଡେଟ

ALSO READ: Career Horoscope: ଅକ୍ଟୋବର ୨୬ରେ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ଲାଭରେ ରହିବେ ବ୍ୟବସାୟୀ!

2/7

ସେଠାରେ ସେମାନଙ୍କ ପାଇଁ ଖାଦ୍ୟ-ପେୟର ବ୍ୟବସ୍ଥା ହୋଇଛି। 

3/7

  ଏହାସହ ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ମଧ୍ୟ ଯୋଗା ଯାଉଛି।

4/7

ଘରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। 

5/7

ପରିସ୍ଥିତି ଉପରେ ଜିଲ୍ଲାପାଳ ଓ ଏସପି ନଜର ରଖିଛନ୍ତି।

6/7

ବାତ୍ୟା ଟଳିଯିବାରୁ ପୁରୀବାସୀ ଆସି ଶ୍ରୀମନ୍ଦିର ସମ୍ମୁଖରେ ଆଜି ଦୀପ ଜାଳୁଛନ୍ତି।

7/7

 ମହାବାହୁ ସେମାନଙ୍କୁ ଏ ବିପଦରୁ ରକ୍ଷା କରିଥିବାରୁ ନିଜକୁ ଧନ୍ୟ ମନେ କରି ପ୍ରଣାମ କରୁଛନ୍ତି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link