Viral Video: ନୂଆଦିଲ୍ଲୀ: ଆଜିର ଯୁଗରେ ସୋସିଆଲ ମିଡିଆ ଲୋକଙ୍କ ଜୀବନର ଏକ ଅଂଶ ହୋଇପାରିଛି। ଲୋକମାନେ ସୋସିଆଲ ମିଡିଆରେ ଛୋଟ ଛୋଟ ଜିନିଷ ମଧ୍ୟ ସେୟାର କରନ୍ତି। ସୋସିଆଲ ମିଡିଆ ଦୁନିଆରେ ଏକ ଶବ୍ଦ ବହୁତ ଲୋକପ୍ରିୟ। ସୋସିଆଲ ମିଡ଼ିଆ ସମୟରେ ଭାଇରାଲ ଏକ ସାଧାରଣ ଶବ୍ଦ ହୋଇ ପଡ଼ିଛି। ଏଥିରେ ଲୋକମାନେ ବିଭିନ୍ନ ଭିଡ଼ିଓ ସୁଟ କରି ଭାଇରାଲ କରୁଛନ୍ତି। ଏପରିକି ଅନେକେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି। ତେବେ ସମୟେ ସମୟେ ବ୍ୟକ୍ତିଜୀବନର କିଛି ଭିଡ଼ିଓ ଭାଇରାଲ ହେବା ଯୋଗୁଁ ସମସ୍ୟାରେ ପଡ଼ିଥାନ୍ତି। ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ନବବିବାହିତଙ୍କ ହନିମୁନ ସମୟର କିଛି ଦୃଶ୍ୟ ରହିଥିବା ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ସୋସିଆଲ ମିଡ଼ିଆରେ ଫେମସ ହେବା ପାଇଁ ଲୋକମାନଙ୍କ ବିଭିନ୍ନ ପ୍ରକାର ଭିଡ଼ିଓ କରୁଛନ୍ତି। ଏହି ଭିଡ଼ିଓରେ ଇଣ୍ଚରନେଟରେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓରେ ବର ସବୁ ସ୍ତର ପାର କରିଯାଇଛନ୍ତି। ନବବିବାହିତ କନ୍ୟା ମଧ୍ୟ ଲାଜରେ ଲାଜେଇ ଯାଉଥିବା ଦେଖିବାକୁ ମିଳିଛି। ବିବାହ ଋତୁ ଆସିବା କ୍ଷଣି ହିଁ ନବବିବାହିତମାନେ ରିଲ୍ସ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥାନ୍ତି। ସୋସିଆଲ ମିଡ଼ିଆରେ ଫେମସ ହେବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଭିଡ଼ିଓ କରୁଥିବା ଦେଖିବାକୁ ମିଳିଛି। କେତେବେଳେ ନବବିବାହିତ ଯୁବତୀ ନାଚୁଥିବା ବେଳେ ଆଉ କେହି ଗୀତ ଗାଇଥାଏ। ଏଭଳି ମଜାଦାର ସମୟକୁ କ୍ୟାମେରାରେ କଏଦ କରି ସ୍ମୃତିରେ ସାଇତି ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ସବୁଠାରୁ ଭିନ୍ନ ରହିଛି। 


ଏହି ଭାଇରାଲ ଭିଡ଼ିଓ ହେଉଛି ଜଣେ ନବବିବାହିତ କପଲଙ୍କ ହନିମୁନ ସମୟର। ଉକ୍ତ ଭାଇରାଲ ଭିଡ଼ିଓରେ କପଲ ନିଜର ହନିମୁନକୁ ସବୁଦିନ ପାଇଁ ମନେ ରଖିବା ପାଇଁ ଭିଡ଼ିଓ ରେକର୍ଡ କରିଥିଲେ। ଏହି ଭିଡ଼ିଓକୁ କେହି ଜଣେ ସୋସିଆଲ ମିଡ଼ିଆରେ ଅପଲୋଡ କରିଥିଲେ। ଯାହା ଏବେ ଇଣ୍ଚରନେଟରେ ଭାଇରାଲ ହେବାରେ ଲାଗିଛି। ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖାଯାଏ ଯେ ହୋଟେଲର ସୁଇମିଂ ପୁଲକୁ ସୁନ୍ଦର ଭାବେ ସଜାଯାଇଛି। ବର ପାଇଁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଲେଖାଯାଇଛି। ପୁଅ ଝିଅଟିକୁ ନିଜ କୋଳରେ ଉଠାଇ ପାଣିରେ ଭର୍ତ୍ତି ସୁଇମିଂ ପୁଲକୁ ନେଇଯାଉଥିବାର ଦେଖିବାକୁ ମିଳିଛି। ଧଳା ପୋଷାକରେ ନୂଆ ବର ବହୁତ ସୁନ୍ଦର ଦିଶୁଥିବା ଦେଖିବାକୁ ମିଳିଛି। ବର ସହିତ କନ୍ୟା ରୋମାଣ୍ଟିକ ହୋଇଥିବାର ଦେଖାଯାଏ। ଏହା ପରେ ସେ ବରକୁ ଲିପକିସ କରୁଥିବା ଦେଖିବାକୁ ମିଳିଛି।  ଏହା ପରେ ଉଭୟ ସୁଇନିଂ ପୁଲରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ଉଭୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।


Also Read: Accident News: ଅଶୁଭ ସୋମବାର: ବସ ଓଲଟି ୧୦ ଲୋକଙ୍କ ମୃତ୍ୟୁ !


Also Read: Odisha Train Accident: ଟ୍ରେନ ଦୁର୍ଘଟଣାକୁ ନେଇ ଆସିଲା ବଡ଼ ସୂଚନା, ଦୁର୍ଘଟଣା ପଛରେ ରହିଛି ବଡ଼ ଅବହେଳା, ବାହାନଗା ଷ୍ଟେସନର ୩ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ


Also Read: Today's Horoscope: ଏହି ସବୁ ରାଶି ପାଇଁ ରହିଛି ରାଜଯୋଗ, ପଢନ୍ତୁ କିପରି କଟିବ ଆପଣଙ୍କର ଦିନ