Retirement Fund: ଆପଣଙ୍କ ରିଟାୟରମେଣ୍ଟ ସମୟରେ ପକେଟ୍ ରେ ଥିବ ୧୦ କୋଟି, କରନ୍ତୁ ଏହି ଉପାୟ

ରଶ୍ମିତା ସାହୁ Tue, 17 Oct 2023-12:39 pm,

ସାଧାରଣତଃ ୩୦ରୁ ୪୦ ବର୍ଷ ବୟସ ହୋଇଥାଏ ଭବିଷ୍ୟତ ପ୍ଲାନିଂର ବୟସ । ଏହି ବୟସରେ ଜଣେ ନିଜ ରିଟାୟରମେଣ୍ଟ୍ ପ୍ଲାନିଂ କରିବା କଥା । ଯଦି ଆପଣ ଏହି ବୟସ ବ୍ରାକେଟରେ ଯାଉଛନ୍ତି ତେବେ ଏହି ତଥ୍ୟ ଆପଣ ଜାଣିବା ନିହାତି ଜରୁରୀ । ଆଉ ଯଦି ଆପଣ ୪୦ ପାର କରିଯାଇଛନ୍ତି କିନ୍ତୁ ରିଟାୟରମେଣ୍ଟ୍ ଫଣ୍ଡକୁ ନେଇ କିଛି ପ୍ଲାନିଂ କରି ନାହାନ୍ତି ତେବେ ଏହା ଆପଣଙ୍କ ପାଇଁ ଅଧିକ ଜରୁରୀ । କାରଣ ୧୦ କୋଟି ନହେଲେ ବି ଏହି ରୁଲ୍ ଅନୂସରଣ କଲେ ଆପଣ କିଛି କୋଟି ନିହାତି ସଂଚୟ କରିପାରିବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link